Latest Odisha News

BREAKING NEWS

Browsing Category

ଓଡିଶା

Odisha

ବର୍ଷା ଉଜାଡିଦେଲା ବର୍ଷକ ଆହାର

କାମାକ୍ଷାନଗର: ବର୍ଷକର ଫସଲକୁ କେଇ ଘଣ୍ଟାରେ ଉଜାଡି ଦେଇଛି ଲଗାଣ ବର୍ଷା । ଚାଷୀଟିଏ ପରିବାର ଚଳାଇବା ପାଇଁ ନିଜେ ପରିଶ୍ରମ କରି ହାଡ଼ ଭାଙ୍ଗି ଏବଂ ରକ୍ତ ନିଗାଡ଼ି ଫସଲ କରିଥିଲା । କିନ୍ତୁ ଲଗାଣ ବର୍ଷା ସବୁ କିଛିକୁ ଉଜାଡି ଦେଇଛି । ଏବେ ଚାଷକୁ ନେଇ ଚାଷୀ ସମ୍ପୂର୍ଣ୍ଣ ହତାଶ ହୋଇ ପଡ଼ିଛି ।…

ବିପଦ ସଂକେତ ଉପରେ ବୈତରଣୀ

ଯାଜପୁର: ବୈତରଣୀ ନଦୀର ଜଳ ସ୍ତର ପୁଣି ବୃଦ୍ଧି । ବିପଦ ସଂକେତ ଉପରେ ପ୍ରବାହିତ । ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସାମାନ୍ୟ ସୁଧୁରୁଥିବା ବେଳେ ବୈତରଣୀ ନଦୀର ଜଳ ସ୍ତର ପୁଣି ବୃଦ୍ଧି ପାଇ ବିପଦ ସଂକେତ ଉପରେ ପ୍ରବାହିତ ହୋଇଛି । ବ୍ରାହ୍ମଣୀର ଜଳ ସ୍ତର ହ୍ରାସ ପାଇଛି । ହେଲେ ବରୀ ବ୍ଲକ…

ଏସିରେ ଫସିଲା ନାଗ

ଯାଜପୁର : ଏସିରେ ଫସିଲା ନାଗ ସାପ । ଯାଜପୁର କୁଆଖିଆର ଜଣେ ଯନ୍ତ୍ରୀଙ୍କ ଘର ଏସିରୁ ଏହି ବିଷାକ୍ତ ନାଗ ସାପଟିକୁ ଉଦ୍ଧାର କରାଯାଇଛି । ବାହାର ପଟେ ଥିବା କମ୍ପ୍ରେସର ୟୁନିଟରେ ଏହି ସାପଟି ଫସିଥିଲା। ତେବେ ଘଟଣା ସ୍ଥଳରେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ପହଞ୍ଚି ୩ଫୁଟ ଲମ୍ବା ସାପକୁ ଉଦ୍ଧାର…

ମା’ଦୁର୍ଗାଙ୍କ ମନ୍ଦିରରେ ମୂଷା ମାହାତ୍ମ୍ୟ

ବିକାନୀର: ଆମ ଚାରିପାଖେ କିଛି ନା କିଛି ରହସ୍ୟ ରହିଛି । ଯାହା ଆମେ ଭେଦ କରିବା ସମ୍ଭବ ନୁହେଁ । ଆମ ଆଖି ସାମନାରେ ସେହି ରହସ୍ୟମୟ ଘଟଣା ଘଟିଚାଲିଥିଲେ ବି ତାର ସତ୍ୟତାଠୁ ଆମେ ବହୁ ଦୂରରେ । ସେମିତି ଏକ ରହସ୍ୟମୟ ଘଟଣା ଦେଖିବା ଏକ ମନ୍ଦିରରେ । ଯେଉଁଠି ହଜାର ହଜାର ମୂଷା ଘୁରିବୁଲୁଛନ୍ତି ।…

ଲଗାଣ ବର୍ଷା ଯୋଗୁ ୨୪ ଜିଲ୍ଲା ପ୍ରଭାବିତ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ୨୪ ଜିଲ୍ଲା ପ୍ରଭାବିତ । ସେହିପରି ଲଗାଣ ବର୍ଷାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଏଯାଏଁ ନିଖୋଜ ଅଛନ୍ତି ।  କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଛନ୍ତି।  ଗଞ୍ଜାମ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ…

ଓଡ଼ିଶା ଚାଷୀଙ୍କ ମାସିକ ଆୟ ତାଲିକା

ଭୁବନେଶ୍ୱର: ଓଡ଼ିଶା ଚାଷୀଙ୍କ ମାସିକ ଆୟ ତାଲିକା । ଓଡ଼ିଶା ଚାଷୀଙ୍କ ମାସିକ ଆୟ ୫ ହଜାର ୧୧୨ ଟଙ୍କା । ଚାଷୀମାନଙ୍କ ସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ୱୟନ ମନ୍ତ୍ରାଳୟ ଦ୍ୱାରା ରିଲିଜ୍ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ । ଦେଶରେ ସବୁଠାରୁ କମ୍ ହାରାହାରି…

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଗ୍ରାଉଣ୍ଡରେ ୪ଟି ଏନଡିଆରଏଫ ଟିମ୍

ଭୁବନେଶ୍ୱର: ଲଗାଣ ବର୍ଷା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟରେ ୪ଟ ଏନଡିଆରଏପ୍ ଟିମ୍ ନିୟୋଜିତ ଅଛନ୍ତି । ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଓ ପୁରୀରେ ଏନଡିଆରଏଫ୍ ଟିମ୍ ସଜାଗ ଅଛନ୍ତି । ଗତକାଲି ଗୋଟିଏ ଟିମ୍ ଭଦ୍ରକ ଯାଇଥିବା…

ପ୍ରେମିକା ସହ ଫେରିଲା ମହାଡ୍ରମାର ନାୟକ ସ୍ୱିଗି ବୟ

ଭୁବନେଶ୍ୱର : ମହାଡ୍ରାମାର ଖୋଲିଲା ଗୁମର । ଭୁବନେଶ୍ୱର ପହଞ୍ଚିଲା ନିଜ ଅପହରଣର ଡ୍ରାମା ରଚିଥିବା ନାୟକ ସ୍ୱିଗି ବୟ । ମହାଡ୍ରାମାର ଖୋଲିଲା ଗୁମର । ଭୁବନେଶ୍ୱର ପହଞ୍ଚିଲା ନିଜ ଅପହରଣର ଡ୍ରାମା ରଚିଥିବା ନାୟକ ସ୍ୱିଗି ବୟ । ଚିକୁନ ଓ ତାଙ୍କ ବାନ୍ଧବୀକୁ ମଧ୍ୟପ୍ରଦେଶର କଟ୍ନିରୁ…

ବୋଲେରୋ ଦୁର୍ଘଟଣାରେ ୧୩ ଜଣ ଆହତ

ବରଗଡ଼: ଗାଈକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାର ଶିକାର ହେଲ ବୋଲେରୋ । ଏଥିରେ ୧୩ ଜଣ ଆଙତ ହୋଇଛନ୍ତି । ବରଗଡ଼ ଜିଲ୍ଲା ଘୁଲିପାଳି ଛକଠାରେ ଏହି ଦୁର୍ଘଟଣା ଘଟିଛି । ରାସ୍ତାରେ ବୁଲୁଥିବା ଗାଈକୁ ବଞ୍ଚାଇବାକୁ ଯାଇ ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିଲା । ଆହତଙ୍କ ମଧ୍ୟରୁ ୬ ଜଣଙ୍କର ଅବସ୍ଥା…

ବଡଦାଣ୍ଡରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିବସ

ପୁରୀ : ଶ୍ରୀକୃଷ୍ଣ ଲୀଳାର ଗୁରୁବାର ଅନ୍ତିମ ଦିବସ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି କୃଷ୍ଣଲୀଳାର ଶେଷ ଦିବସରେ କଂସ ମହାରାଜଙ୍କୁ ଶ୍ରୀକୃଷ୍ଣ ବଦ୍ଧ କରିବେ । ଗତମାସ ୨୯ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଗୁରୁବାର ଶେଷ ଦିନ । ପୁରୀ ବଡଦାଣ୍ଡରେ…