Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଧିକ ସଂକ୍ରମିତ ଥିବା ଜିଲ୍ଲା ଉପରେ ସ୍ବତନ୍ତ୍ର ଫୋକସ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସ୍ଥିତିରେ ସୁଧାର ଆସୁଥିବା ବେଳେ, ଏବେ ଚିନ୍ତା ବଢ଼ାଇଛି ୪ ଜିଲ୍ଲା । କାରଣ ଏହି ୪ ଜିଲ୍ଲାରେ ଅଧିକ ରହୁଛି ସଂକ୍ରମଣ । ଅର୍ଥାତ ପ୍ଲାଟ୍ୟୁ ଷ୍ଟେଜରେ ରହୁଛି ୪ ଜିଲ୍ଲା । ତେଣୁ ଏହି ସବୁ ଜିଲ୍ଲାରେ ସର୍ଭେଲାନ୍ସକୁ…

ଖୁବଶୀଘ୍ର ଭାରତକୁ ମିଳିବ ୧୫ ଲକ୍ଷ ମଡର୍ଣ୍ଣା ଡୋଜ

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତକୁ ମିଳିବ ୧୫ ଲକ୍ଷ ମଡର୍ଣ୍ଣା ଡୋଜ । ଏନେଇ ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ପ୍ରାଥମିକ କ୍ଲିନିକାଲ ପରୀକ୍ଷାରୁ ସ୍ପଷ୍ଟ ହୋଇଛି ଯେ, ଏହାର ଆରୋଗ୍ୟ କରିବା କ୍ଷମତା ୯୪.୧ ପ୍ରତିଶତ । ସେପଟେ ଭାରତକୁ ଏହି ଟିକା ଆଣିବା ଲାଗି ବି ସରକାର ସମସ୍ତ…

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ବାହୁଡ଼ା ଯାତ୍ରା

ପୁରୀ : ଜନ୍ମବେଦୀରୁ ଫେରିଲେ ମହାପ୍ରଭୁ । ନଅ ଦିନର ଲୀଳାଖେଳା ପରେ ଆଜି ବାହୁଡିଛନ୍ତି ଶ୍ରୀଜିଉ । ନୀତି ନିର୍ଘଣ୍ଟ ଅନୁସାରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ସେବାୟତ ସହଯୋଗରୁ ଓ ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁକିଛି ଭଲରେ ହୋଇଥିବା କହିଛନ୍ତି…

କୋରାପୁଟ ରେଳ ଷ୍ଟେସନରେ କାର୍ଯ୍ୟକ୍ଷମ ହେଲା ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ

କୋରାପୁଟ : କୋରାପୁଟ ରେଳ ଷ୍ଟେସନରେ କାର୍ଯ୍ୟକ୍ଷମ ହେଲା ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ । କୋରାପୁଟ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ ଓ ୩ ଶେଡ ଉପରେ ୨୭.୫ କିଲୋଓ୍ବାଟ ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି । ପୂର୍ବତଟ ରେଳପଥର ମୁଖ୍ୟ ବୈଦ୍ୟୁତିକ ଯନ୍ତ୍ରୀ…

ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେଲେ ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ

ଭୁବନେଶ୍ବର : ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେଲେ ଓଡ଼ିଆ ପୁଅ । ଦେବଗଡ଼ ସହରରେ ଜନ୍ମ ଗ୍ରହଣ କରିଥିବା ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ଭାରତ ସରକାର ନିଯୁକ୍ତ କରିଛନ୍ତି । ଏନେଇ ସୂଚନା ଦେଇଛି ବିଦେଶ…

ସମରେ କୋଭିଡରୁ ସୁସ୍ଥ ହେଲେ ୯୪ ବର୍ଷୀୟ ବୃଦ୍ଧ

ଭୁବନେଶ୍ବର : ସମ୍ କୋଭିଡ ହସ୍ପିଟାଲ୍‌ରେ ମହାମାରୀ କରୋନାକୁ ପୁଣି ପରାସ୍ତ କଲେ ଜଣେ ବୟୋଜ୍ୟେଷ୍ଠ । ପୁରୀ ଅଞ୍ଚଳର ୯୪ ବର୍ଷୀୟ ବୃଦ୍ଧ ସୁରଥ ରାଉତରାୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ସମ୍ କୋଭିଡ ହସ୍ପିଟାଲ୍‌ରେ…

ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ଜଣେ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା । ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ନାରାୟଣପୁର ଜିଲ୍ଲା ଆମଦାଇ ଘାଟିରେ ଏହି ଗୁଳିବିନିମୟ ହୋଇଛି । ନାରାୟଣପୁର…

ଆତ୍ମସମର୍ପଣ କଲେ ବୋଲି ମାରିଦେଲେ ମାଓବାଦୀ

ମାଲକାନଗିରି: ଲାଲବାହିନୀ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସାଥିଙ୍କୁ ମୃତ୍ୟୁଦଣ୍ଡ ଦେଲା ଲାଲବାହିନୀ । ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଘରୁ ଅପହରଣ କରି ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ ବିଜାପୁର ଜିଲ୍ଲାରେ ଘଟିଛି ଏହି ଘଟଣା ।…

ବ୍ରିଟେନର କେମ୍ବ୍ରିଜ ଆସେସମେଣ୍ଟ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ସହ ଅନୁବନ୍ଧିତ ହେଲା ଓଡ଼ିଶାର ସାଇ ଇଣ୍ଟରନ୍ୟାସନାଲ୍…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସାଇ ଇଣ୍ଡରନ୍ୟାସନାଲ୍ ସ୍କୁଲର ଆଉ ଏକ ବଡ଼ ଉପଲବ୍ଧି । ବ୍ରିଡେନର କେମ୍ବ୍ରିଜ ଆସେସମେଣ୍ଟ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ସହ ଅନୁବନ୍ଧିତ ହୋଇଛି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ବିଶ୍ୱର ଅଗ୍ରଣୀ କେମ୍ବ୍ରିଜ ପ୍ରୋଗ୍ରାମ…

ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଓ ୩ କାଠ ଚୋର ଗିରଫ

ବାରିପଦା: ଶିମିଳିପାଳ ଉତ୍ତର ବନଖଣ୍ଡ ଉପରେ ପଶୁ ଶିକାରୀ ଓ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି । ଗୁରୁଗୁଡ଼ିଆ ରେଞ୍ଜ ଅନ୍ତର୍ଗତ ଉତ୍ତରାସ ନିକଟ ରିଜର୍ଭ ଜଙ୍ଗଲରେ ପାଟ୍ରୋଲିଂ ବେଳେ ୩ ଜଣ ପଶୁ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ସେମାନଙ୍କ ନିକଟରୁ ୭ କେଜି କୁଟୁରା ମାଂସ ଓ ପଶୁ ଶିକାରରେ…