Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡ଼ରାଇଲାଣି ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି, ଓଡ଼ିଶାର ସୀମାନ୍ତ ଜିଲ୍ଲାକୁ ଛନକା

ଭୁବନେଶ୍ୱର: ଛତିଶଗଡ଼ରେ ପୁଣି ବଢ଼ିଲାଣି ସଂକ୍ରମଣ । ସେଠି ବଢ଼ିବା ପରେ ଓଡ଼ିଶାର ସୀମାନ୍ତ ଜିଲ୍ଲା ପ୍ରତି ଟେନସନ୍ ବଢ଼ିଛି । ସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ବିଶେଷ କରି ନୂଆପଡା ଜିଲ୍ଲା ଉପରେ ସ୍ୱତନ୍ତ୍ର ଭାବେ ନଜର ରଖଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ…

କଟକ ଫ୍ୟାମିଲି କୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ବର୍ଷା-ଅନୁଭବ

କଟକ: ଘରୋଇ ହିଂସା ଓ ବିବାହ ବିଚ୍ଛେଦ ମାମଲାରେ ପୁଣି କଟକ ଫ୍ୟାମିଲି କୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଉଭୟଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ଗତ ୯ ତାରିଖରେ ବି…

ରାଜଧାନୀରୁ ୫୫୦ ଗ୍ରାମ୍ ବ୍ରାଉନସୁଗର ଓ ୩୪ ଲକ୍ଷ ଟଙ୍କା ଜବତ, ମହିଳାଙ୍କ ସମେତ ୨ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବଡ଼ ଧରଣର ବ୍ରାଉନସୁଗର ରାକେଟର ପର୍ଦ୍ଦାଫାସ । ସହିଦନଗର ଥାନା କେସୁରା ଅଞ୍ଚଳରେ ଘର ଭିତରୁ ଜବତ ହୋଇଛି ୫୫୦ ଗ୍ରାମ ବ୍ରାଉନସୁଗର । ଏଥିସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ବିଡ଼ା ବିଡ଼ା ନୋଟ୍ ଜବତ କରିଛି ପୋଲିସ ।ସହିଦନଗର ଥାନା ପୋଲିସ ଓ କୁଇକ୍…

୧୬ ତାରିଖରୁ ୩ ଜିଲ୍ଲାରେ ବଳବତ୍ତର ରହିବ ଲକଡାଉନ୍ କଟକଣା, ଏସବୁ ଜିଲ୍ଲାରେ ଅଧିକ କୋହଳ !

ଭୁବନେଶ୍ୱର: ଦିନେ ପରେ ରାଜ୍ୟରେ ସରୁଛି ଦ୍ୱିତୀୟ ପର୍ୟ୍ୟାୟ ଆଂଶିକ୍ ଲକଡାଉନ୍ । ତାପରେ ସାରା ରାଜ୍ୟ ଅନଲକ୍ ହେବ କି ? ମୁକାବିଲା ରଣନୀତି କଣ ରହିବ ? ଲୋକଙ୍କ ଭିତରେ ଉତ୍କଣ୍ଠା ବଢ଼ିଛି । ସଂକ୍ରମଣ ହାର ଓ ଲୋକ କିଭଳି କୋଭିଡ୍ ଗାଇଡଲାଇନ୍ ମାନୁଛନ୍ତି ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବେ…

ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ମାଡ଼ିଗଲା ଟ୍ରକ୍, ଜଣେ ମୃତ ଓ ୨ ଆହତ

ଭବାନୀପାଟଣା: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ମୃତ୍ୟୁର ବାହକ ହୋଇ ଆସିଲା ଦ୍ରୁତଗାମୀ ଟ୍ରକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛି । କଳାହାଣ୍ଡି ଜିଲ୍ଲା ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥର କୋକସରା କେନାଲ ବ୍ରିଜ୍ ଉପରେ ଆଜି ସକାଳୁ ସକାଳୁ ଏହି…

ମିଳିବନି ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ, ଆଜିଠୁ ମିଳିବ ଆଡ଼ପ ଅବଢ଼ା

ପୁରୀ: ଜନ୍ମବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗତକାଲି ମହାପ୍ରଭୁ ଆଡ଼ପ ମଣ୍ଡପ ବିଜେ କରିଥିଲେ । ଆଜିଠୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଲାଗି ହେବ ଷାଠିଏ ପଉଟି ଭୋଗ । ତେଣୁ ଆଜିଠାରୁ ମିଳିବ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା । ଏବର୍ଷ କରୋନା ଯୋଗୁ ଭକ୍ତ ଦୁର୍ଲଭ ଆଡ଼ପ…

ଓଡ଼ିଶାରୁ କରୋନା ନେଲା ଆଉ ୬୫ ଜୀବନ

ଭୁବନେଶ୍ୱର: ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ବି ରାଜ୍ୟରେ ବଢିଛି ମୃତ୍ୟୁସଂଖ୍ୟା । ଆଉ ୬୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୬ ଜିଲ୍ଲାରୁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଜଣ ମୃତ୍ୟୁବରଣ କରିଛନ୍ତି । ବରଗଡ଼ ଜିଲ୍ଲାରୁ ୧୦…

ରାଜ୍ୟରେ ପୁଣି ଦୁଇ ହଜାର ଡେଇଁଲା କରୋନା ସଂକ୍ରମଣ, ପଜିଟିଭ୍ ହାର ୨.୯୯%

ଭୁବନେଶ୍ୱର: ରାଜ୍ୟ ଦୁ ଦିନ ହେବ ୨ ହଜାର ତଳେ ରହୁଥିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସାମାନ୍ୟ ବଢ଼ି ଦୁଇ ହଜାର ପାର କରିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୨ହଜାର ୭୪ ପଜିଟିଭ୍ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୧ଶହ ୯୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ

ଅନୁଗୋଳ: ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟା । ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା ଅଭିଯୋଗ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଗାଁର ଜିତେନ୍ଦ୍ର ସାହୁ । ଅଭିଯୁକ୍ତ ପୀତବାସ ସାହୁକୁ ଅଟକ ରଖି ଖୋଳତାଡ…

ଆମ ଐତିହ୍ୟ : କଳିଙ୍ଗ ସ୍ଥାପତ୍ୟ କଳାର ଭିନ୍ନ ଏକ ପରିଭାଷା, ବୌଦ୍ଧର ‘ପଶ୍ଚିମ ସୋମନାଥ’,…

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଓଡିଶାର ପ୍ରାଚୀନ ମନ୍ଦିର ଏବଂ ଐତିହ୍ୟ ସ୍ଥଳୀ ତଥା ସେଗୁଡିକର ନିର୍ମାଣଶୈଳୀ ମଧ୍ୟରେ ଲୁକ୍କାୟିତ ରହିଛି ଅନେକ କାହାଣୀ ଓ କିମ୍ବଦନ୍ତୀ । କଳିଙ୍ଗ ମନ୍ଦିର ସ୍ଥାପତ୍ୟ କଳାରେ ମୁଖ୍ୟତଃ ରେଖା ଦେଉଳ, ପିଢା ଦେଉଳ ଓ ଖାଖରା ନିର୍ମାଣ…