Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆମ ଐତିହ୍ୟ : କଳିଙ୍ଗ ସ୍ଥାପତ୍ୟ କଳାର ଭିନ୍ନ ଏକ ପରିଭାଷା, ବୌଦ୍ଧର ‘ପଶ୍ଚିମ ସୋମନାଥ’,…

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଓଡିଶାର ପ୍ରାଚୀନ ମନ୍ଦିର ଏବଂ ଐତିହ୍ୟ ସ୍ଥଳୀ ତଥା ସେଗୁଡିକର ନିର୍ମାଣଶୈଳୀ ମଧ୍ୟରେ ଲୁକ୍କାୟିତ ରହିଛି ଅନେକ କାହାଣୀ ଓ କିମ୍ବଦନ୍ତୀ । କଳିଙ୍ଗ ମନ୍ଦିର ସ୍ଥାପତ୍ୟ କଳାରେ ମୁଖ୍ୟତଃ ରେଖା ଦେଉଳ, ପିଢା ଦେଉଳ ଓ ଖାଖରା ନିର୍ମାଣ…

ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ : ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ପିଏମ୍ ଇ-ବିଦ୍ୟା, ରାଷ୍ଟ୍ରୀୟ ଡିଜିଟାଲ ଶିକ୍ଷା ସୌଧ, ସ୍ବୟମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସାମିଲ…

କେନ୍ଦ୍ର ଦେଉନି ଟିକା, କାଲି ୧୧ ଜିଲ୍ଲରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ମହାମାରୀ ଭଳି ମହାସଙ୍କଟ ଭିତରେ ଟିକା ଅଭାବ ପାଲଟିଛି ମୁଖ୍ୟ ସମସ୍ୟା । କେନ୍ଦ୍ର ଟିକା ଦେଉନଥିବାରୁ ରାଜ୍ୟରେ ବାଧାପ୍ରାପ୍ତ ହୋଇଛି ଟିକାକରଣ । କୋଭିଡ ଭଳି ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ବ୍ୟାପକ କରାଯାଉଥିବା ବେଳେ, ଟିକାର ଅଭାବୀ ଏବେ ଚିନ୍ତାର କାରଣ ପାଲଟିଛି ।…

ଶ୍ରୀମନ୍ଦିରରେ ମରାମତି କାର୍ଯ୍ୟ ତ୍ୱରାନ୍ୱିତ

ପୁରୀ: ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା ଗମନ ପରେ ASI ପକ୍ଷରୁ ଶ୍ରୀମନ୍ଦିରରେ ଥିବା ବିଭିନ୍ନ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଏହି କ୍ରମରେ ଆଜି ଠାରୁ ଶ୍ରୀମନ୍ଦିରର ଲେଜର ସ୍କାନିଂ ଆରଂଭ ହୋଇଛି। ଏ ନେଇ ପୂର୍ବରୁ ଅନୁମତି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ନିସ୍ପତି ଅନୁଯାୟୀ…

ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ନୂଆ ମୋଡ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ଭିନ୍ନ ମୋଡ । ସୌମ୍ୟରଞ୍ଜନଙ୍କୁ ସ୍ତ୍ରୀ ଦେଉଥିଲେ ନିର୍ଯାତନା । ଏପରି ସାଂଘାତିକ ଅଭିଯୋଗ କରିଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ବାପା ଓ ମା । ବୋହୂ ଉପରେ ଅଙ୍ଗୁଠି ଉଠାଇଛନ୍ତି ପରିବାର…

ବୋଲବମ୍ ଉପରେ ରୋକ୍, ଜଳ ଉଠାଇ ଶିବ ମନ୍ଦିର ଯାଇପାରିବେନି କାଉଡିଆ

ଭୁବନେଶ୍ବର : ଗତବର୍ଷ ଭଳି ଏଥର ବି ବୋଲବମ୍‌ ଉପରେ ଲାଗିଲା କଟକଣା । କରୋନା କାରଣରୁ ଚଳିତ ବର୍ଷ ବି ବୋଲବମ୍ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ନିର୍ଦ୍ଦେଶ ମୁତାବକ, କୌଣସି ଧାର୍ମିକ ସ୍ଥାନରୁ…

ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କୁ ମନ ଖୋଲି କଣ କହିଲେ ଓଡିଶା ଧାବିକା ଦୂତି ଚାନ୍ଦ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟୋକିଓ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିବା ଭାରତୀୟ ଖେଳାଳିଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ପ୍ରଧାନମନ୍ତ୍ରୀଙ୍କୁ ନିଜ ମନର କଥା କହିଥିଲେ । ଓଡିଶାର ଏହି ଆଥଲେଟ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ,…

ବିପଦ ଆଣିପାରେ କରୋନାର ଦୁଇଟି ଭିନ୍ନ ଭିନ୍ନ ଟିକା ନେବା

ନୂଆଦିଲ୍ଲୀ : ଦେଶରେ ଜାରି ରହିଛି ମହାମାରୀର ପ୍ରକୋପ । ସଂକ୍ରମଣର ହାର ହ୍ରାସ ପାଇଥିବା ବେଳେ, ମୃତ୍ୟୁ ସଂଖ୍ୟା କିନ୍ତୁ କମିବାର ନାଁ ନେଉନି । ଏଭଳି ସ୍ଥିତିରେ କରୋନାକୁ କାବୁ କରିବାକୁ ବିଶେଷଜ୍ଞମାନେ ଏବେ ବି ଜାରି ରଖିଛନ୍ତି ଅଧ୍ୟୟନ । ହେଲେ ଏବେ ମିକ୍ସ ଆଣ୍ଡ ମ୍ୟାଜ୍ ବା କକଟେଲ…

ବୁର୍ଲା ଭିମସାରରେ ସୁରକ୍ଷାକର୍ମୀଙ୍କ ଦାଦାଗିରି, ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆକ୍ରମଣ

ବୁର୍ଲା : ବୁର୍ଲା ଭିମସାରରେ ପୁଣି ଉତ୍ତେଜନା । ଭିମସାରରେ ନିୟୋଜିତ ବେସରକାରୀ ସୁରକ୍ଷାକର୍ମୀ ଓ ଭିମସାର ନିକଟରେ ଥିବା ମା ତାରିଣୀ ବେସରକାରୀ ଆମ୍ବୁଲାନ୍ସ ଚାଳକ ସଂଘ ମୁହାଁମୁହିଁ ହୋଇଛନ୍ତି । ଭିମସାରର ସୁରକ୍ଷାକର୍ମୀମାନେ ବେସରକାରୀ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଗୋଡାଇ ଗୋଡାଇ ମାଡ଼…

ପୁଲିସ-ମାଓ ମୁହାଁମୁହିଁ, ଜଣେ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସ ମାଓ ଗୁଳିବିନିମୟ । ଏଥିରେ ଜଣେ ଯବାନ ଆହତ ହୋଇଥିବା ବେଳେ ଆଉ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଆଉ କିଛି ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି । ବିଜାପୁର ଜିଲ୍ଲା ଉସୁର ଥାନା ଅନ୍ତର୍ଗତ…