Latest Odisha News

BREAKING NEWS

Browsing Category

ଓଡିଶା

Odisha

ତୈଳ ଦର ବୃଦ୍ଧି ପ୍ରତିବାଦରେ କାଲି ଓଡ଼ିଶା ବନ୍ଦ

ଭୁବନେଶ୍ବର : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ବିରୋଧ । ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମ ଦଳ । ସକାଳ ୬ଟାରୁ ଦିନ ୧୨ଟା ଯାଏ ବାମପନ୍ଥୀ ଦଳ ଓଡ଼ିଶା ବନ୍ଦ କରିବେ । ତେବେ ବାମ ପନ୍ଥି ଦଳର…

ଇସ୍ପାତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଢେଙ୍କାନାଳବାସୀ

ଭୁବନେଶ୍ବର : ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍‌ରେ ପହଞ୍ଚିବ । ଏଥିପାଇଁ ରାଜ୍ୟ ସରକାର ନେଇଛନ୍ତି ଆବଶ୍ୟକ ପଦକ୍ଷେପ । କୋଭିଡ ସତ୍ତ୍ବେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ ବୃଦ୍ଧି ପାଇଛି । ନିକଟରେ ରାଜ୍ୟ ସରକାର ଓଡ଼ିଶାରେ ୧ ଲକ୍ଷ…

ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ : ମହାମାରୀ କରୋନା କାଳରେ ଖୁସି ଖବର । କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଏ) ଓ ପେନସନଭୋଙ୍କ ପାଇଁ ମହଙ୍ଗା ଭତ୍ତାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ସମିତି ଏହି…

ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହେଲା ମଞ୍ଜୁଳା

କଟକ : ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛି ନବରଙ୍ଗପୁରର ନାବାଳିକା । ସର୍ପ ଦଂଶନ ଯନ୍ତ୍ରଣାରେ ମାସେ ଧରି ଛଟପଟ ହେଉଥିଲା ମଞ୍ଜୁଳା । ଏହି ଖବର ଜଣାପଡିବା ପରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସହଯୋଗରେ ମଞ୍ଜୁଳାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା…

ଭୁବନେଶ୍ବର ସାଲିଆ ସାହିରେ ଦେଶୀ ମଦ ଓ ପୋଚ ଭାଟିରେ ଚଢ଼ାଉ

ଭୁବନେଶ୍ବର : ଅବକାରୀ ବିଭାଗକୁ ବଡ଼ ସଫଳତା । ଭୁବନେଶ୍ୱର ସାଲିଆ ସାହିରେ ଦେଶୀ ମଦ ଓ ପୋଚ ଭାଟିରେ ହୋଇଛି ଚଢ଼ାଉ । ସାଲିଆ ସାହି ବସ୍ତିର ନୟାଗଡ଼ ସାହିରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ, ଜିଲ୍ଲା ଅବକାରୀ ବିଭାଗ ଓ କମିଶନରେଟ ପୋଲିସର ଫ୍ଲାଇଙ୍ଗ ସ୍କାଡ ମିଳିତ ଭାବେ କରିଛନ୍ତି ରେଡ୍ ।…

ଡକାୟତି ଘଟଣାରେ ୬ ଗିରଫ

ଯାଜପୁର: ଯାଜପୁର ବରି ଥାନା କୃଷ୍ଣନଗରରେ ଡକାୟତି ଘଟଣାରେ ୬ ଜଣ ଅଭିଯୁକ୍ତ ଗିରଫ । ଏଥିସହ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଚୋରି ଅଳଙ୍କାର ଓ ନଗଦ ଟଙ୍କା ଜବତ କରିଛି । କୃଷ୍ଣନଗର ଗ୍ରାମର କାଞ୍ଚନ ଶୁକ୍ଳଙ୍କ ଘରୁ ଗତ ୨୮ ତାରିଖ ବିଳମ୍ବିତ ରାତିରେ ଡକାୟତି ହୋଇଥିଲା । ଡ଼କାୟତମାନେ କାଞ୍ଚନଙ୍କ…

ଭୁବନେଶ୍ବର ଟିକାକରଣ କାର୍ଯ୍ୟକ୍ରମରେ ଭୁବନେଶ୍ବର ଲୋକଙ୍କୁ ଦିଆଯିବ ପ୍ରାଥମିକତା

ଭୁବନେଶ୍ବର : ମହାମାରୀ କରେନା ବିରୋଧରେ ଜାରି ରହିଛି ଟିକାକରଣ । ହେଲେ ଭୁବନେଶ୍ବର ପାଇଁ ନୂଆ ପଦକ୍ଷେପ ନେଇଛି ବିଏମସି । ଟିକାକରଣ କାର୍ଯ୍ୟକ୍ରମରେ ଏଣିକି ଭୁବନେଶ୍ବର ଲୋକଙ୍କୁ ଦିଆଯିବ ପ୍ରାଥମିକତା । ମୋଟ ଜନସଂଖ୍ୟା ମଧ୍ୟରୁ କେତେ ଜଣ ଟିକା ନେବେ ସେନେଇ ତାଲିକା ପ୍ରସ୍ତୁତ ହୋଇଛି ।…

ଆସନ୍ତା ୧୬ ତାରିଖରୁ ରାଜ୍ୟରେ କୋହଳ ହୋଇପାରେ କଟକଣା

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛ ମହାମାରୀ । ସଂକ୍ରମଣ କମୁଥିବାରୁ କଟକଣା କୋହଳ କରିପାରନ୍ତି ସରକାର । ଆସନ୍ତା ୧୬ ତାରିଖରେ ସରୁଛି କଟକଣା ଅବଧି । ତେଣୁ ଆସନ୍ତା ୧୬ ତାରିଖରୁ ରାଜ୍ୟରେ କୋହଳ ହୋଇପାରେ କଟକଣା । ଏଥିପାଇଁ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି । ତେବେ ସଂକ୍ରମଣ ହ୍ରାସ…

ନ୍ୟାୟ ମାଗୁଛି ନାବାଳିକା

ସୁବର୍ଣ୍ଣପୁର : ନ୍ୟାୟ ମାଗୁଛି ନାବାଳିକା । ନାବାଳିକା ମୃତ୍ୟୁକୁ  ଦୁଇମାସ ହେଲା । ଏଯାଏଁ ମିଳିଲାନି ନ୍ୟାୟ । ବେଧଡକ ବୁଲୁଛି ଅପରାଧୀ ଆଉ ସୁରାକ ପାଉନି ପୁଲିସ । ଧର୍ଷଣ ଓ ହତ୍ୟା ଅଭିଯୋଗ କରି ଦୁଇମାସ ହେଲା ନ୍ୟାୟ ନ ପାଇ ପରିବାର ଲୋକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି…

ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁଙ୍କ ଆଡପ ଅବଢ଼ା

ପୁରୀ : ମହାପ୍ରଭୁଙ୍କ  ଆଡପ ଅବଢ଼ା ଆଜି ଗୁଣ୍ଡିଚା ମନ୍ଦିରରୁ ବାହାରିଛି । ବ୍ୟବସ୍ଥା ଅନୁଯାୟୀ ଗୁଣ୍ଡିଚା ମନ୍ଦିରର ଉତ୍ତର ଦ୍ୱାର ଓ ପୁରୀ ବସ ଷ୍ଟାଣ୍ଡ ରେ ଦୁଇଟି କାଉଣ୍ଟର ହୋଇଛି । ଭକ୍ତ ମାନେ ସେଠାରେ ଟୋକନ କାଟି ମହାପ୍ରଭୁଙ୍କ ଆଡପ ଅବଢ଼ା ପାଇ ପାରିବେ । ସୁଆର ମାହାସୁଆର ନିଯୋଗ ପକ୍ଷରୁ…