Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦୁଝରରେ ଇସ୍ପାତ କାରଖାନା ନିଷ୍ପତ୍ତିକୁ ଜିଲ୍ଲାବାସୀଙ୍କ ସ୍ବାଗତ

ଭୁବନେଶ୍ବର : କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ୩ ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟିର ସ୍ବୀକୃତି ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ଚମ୍ପୁଆର କରା…

ମନରେଗା ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା

ଭୁବନେଶ୍ବର : ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ଏହି ତିନି ମାସ ମଧ୍ୟରେ କାମ କରିଥିବା ଶ୍ରମିକ ମାନଙ୍କୁ…

ପେଟ ପାଇଁ ସବୁ ନାଟ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବାଧରେ ଚାଲିଛି ଦେଶୀ ମଦ ପ୍ରସ୍ତୁତି । ବଣ୍ଡା ଘାଟି ଠାରୁ ଆରମ୍ଭ କରି ବାଲିମେଳା ,ଚିତ୍ରକୋଣ୍ଡା ଠାରୁ ଆରମ୍ଭ କରି କାଲିମେଳା ସବୁଠି ଗାଁ ଗାଁରେ ଆଦିବାସୀ ଲୋକେ ଏପରି ଅବାଧରେ ମଦ ପ୍ରସ୍ତୁତି କରୁଛନ୍ତି । କରୋନା ମହାମାରୀ ସମୟରେ ଆର୍ଥିକ ମେରୁଦଣ୍ଡ…

ଭୁବନେଶ୍ବରରୁ ୫ ସାଇବର ଠକ ଗିରଫ

ଭୁବନେଶ୍ବର : ଭୁବନେଶ୍ବରରୁ ଗିରଫ ହେଲେ ୫ ସାଇବର ଠକ । ଭରତପୁର ଥାନା ପୋଲିସ ସହାୟତାରେ ଏହି ଠକଙ୍କୁ ଗିରଫ କରିଛି ପୋଲିସ । ହାଇଦ୍ରାବାଦ ସାଇବର ପୋଲିସ ୫ ଜଣ ସାଇବର ଠକଙ୍କୁ ଗିରଫ କରିଛି । ଏହି ସାଇବର ଠକମାନେ ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର ଅପରାଧ କରିଥିବାର ଅଭିଯୋଗ ରହିଛି ।…

ଡିସେମ୍ବର ଶେଷ ସୁଦ୍ଧା ଦେଶର ସମସ୍ତ ବୟସ୍କଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ : ଡିସେମ୍ବର ଶେଷ ସୁଦ୍ଧା ଦେଶର ସମସ୍ତ ବୟସ୍କଙ୍କୁ ମିଳିବ ଟିକା । ଏନେଇ ସୂଚନା ଦେଇଛନ୍ତି ଟିକା ନେଇ ଗଠିତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ଅଧ୍ୟକ୍ଷ ଡାକ୍ତର ଏନ.କେ ଆରୋରା । ଯେଉଁ ହାରରେ ଦେଶରେ ଟିକାଦାନ ଚାଲିଛି, ତାହା ତ୍ବରାନ୍ବିତ ହୋଇଛି । ଏବଂ ଡିସେମ୍ବର ସୁଦ୍ଧା ଦେଶର…

ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର : ଆଇପିଏସ ସ୍ତରରେ ଅଦଳବଦଳ । ଏସ୍ ଦେବଦତ୍ତ ସିଂହ ପୋଲିସ ମୁଖ୍ୟାଳୟର ଆଇଜି ଭାବେ ନିଯୁକ୍ତି ପାଇଛନ୍ତି । ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଏସ୍ ଦେବଦତ୍ତ ସିଂହଙ୍କୁ ପୋଲିସ ମୁଖ୍ୟାଳୟର ଆଇଜି ଭାବେ ନିଯୁକ୍ତି ମିଳିଛି । ଜଗତସିଂହପୁର ଏସପି ହୋଇଛନ୍ତି ଅଖିଳେଶ୍ବର ସିଂ…

ସଂକ୍ରମିତ ସ୍ଥାନ ଉପରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନଜର

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ସ୍ଥିତି ସ୍ବାଭାବିକ୍ ହେଉଥିବା ବେଳେ ଏବେ ଯେଉଁ ସ୍ଥାନରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେସବୁ ସ୍ଥାନ ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟ ସରକାର । ତେବେ ଆକ୍ରାନ୍ତ ସଂଖ୍ୟା ବଢିବା ଓ କମିବା ନେଇ ଭୟଭୀତ ହେବାର…

ହାତୀ ଜାଳିଦେଲା ଘର, ଅଳ୍ପକେ ବର୍ତ୍ତିଲେ ୪ଜଣ

ମୟୁରଭଂଜ: ହାତୀ ପାଇଁ ଧନଜୀବନ ନଷ୍ଟ ହୋଇଥିବା ଖବର ଆପଣ ପଢିଥିବେ କିମ୍ବା ଶୁଣିଥିବେ । ହେଲେ ହାତୀ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଖବର ବୋଧ ହୁଏ କେବେ ଆପଣଙ୍କ ନଜରକୁ ଆସିଥିବ । ପଢି ଆଶ୍ଚର୍ଯ୍ୟ ଲାଗୁଥିବେ ବି ଏହା ସତ । ମୟୁରଭଂଜ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ତାଜୁବ କଲାଭଳି ଘଟଣା ।…

ପ୍ରକୃତିରୁ ସମୃଦ୍ଧ ଅର୍ଥନୀତି; ଖୋଲିବ ଏକାଧିକ ଇକୋ କଟେଜ

ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ବାଲିପୁଟ ଭୁବନେଶ୍ଵର: ପର୍ଯ୍ୟଟନରେ ରହିଛି ପ୍ରଚୁର ସମ୍ଭାବନା। ପର୍ଯ୍ୟଟକ ଆସିବେ, ରାଜ୍ୟର ଅର୍ଥନୀତି ସମୃଦ୍ଧ ହେବ ଏବଂ ଅଣୁସ୍ତରରେ ନିଯୁକ୍ତି ବଢ଼ିବ। ସେଥିପାଇଁ ରାଜ୍ୟ ସରକାର ବେଶ କିଛି ବର୍ଷ ହେଲା ପର୍ଯ୍ୟଟନ ଶିଳ୍ପରେ ସିଧାସଳଖ ପ୍ରବେଶ…

ରାସ୍ତାକଡରୁ ଉଦ୍ଧାର ମୃତ ନବଜାତ ଶିଶୁ, କେତେ ସଜାଗ ପୋଲିସ ପ୍ରଶାସନ ?

ଅନୁଗୁଳ: ଦିନକୁ ଦିନ ମାନବିକତାର ଅର୍ଥକୁ ସମାଜ ଅବିଧାନରୁ ଲିଭାଇବାରେ ଲାଗିଛି ମଣିଷ ଜାତି । ସଂସାର ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷ ଖୋଦ ନିଜ ଅସ୍ତିତ୍ୱକୁ କଳୁଷିତ କରିବାରେ ଲାଗିଛି । ଏହି ଦୁଇଟି ଉକ୍ତି ଅନୁଗୁଳ ଜିଲ୍ଲାର ଏକ ଅଭାବନୀୟ ଘଟଣାକୁ ଇଙ୍ଗିତ କରୁଛି । ଜିଲ୍ଲାର ଦୈନିକ…