Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡି-ବିଜେପି ଆତ୍ମୀୟତାରୁ ବୈଷ୍ଣବଙ୍କୁ ଲାଭ; ଶିକ୍ଷାରୁ କଣ ପାଇବେ ଧର୍ମେନ୍ଦ୍ର?

ଭୁବନେଶ୍ଵର: ବହୁ ପ୍ରତୀକ୍ଷିତ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ସରିଯାଇଛି। ନିର୍ବାଚନ ଅପେକ୍ଷାରେ ଥିବା ବିଭିନ୍ନ ରାଜ୍ୟକୁ ଅଧିକ ଓ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀପଦ ମିଳିଛି। କିନ୍ତୁ ୨୦୨୪ରେ ନିର୍ବାଚନ ଥିବା ଓଡ଼ିଶାରେ ଏ ପରିବର୍ତ୍ତିତ ମନ୍ତ୍ରୀମଣ୍ଡଳକୁ କଣ ମିଳିବ ତାକୁ ନେଇ…

ଓଡ଼ିଶାର ଏହି ୫୦ଟି ଗାଁକୁ ଏଯାଏ ଛୁଇଁନି କରୋନା

କୋରାପୁଟ: ମହାମାରୀ କବଳରେ ସାରା ବିଶ୍ବ ରହିଥିବା ବେଳେ ଓଡିଶାର କୋରାପୁଟ ଜିଲ୍ଲାର ଜୟପୁର ବ୍ଲକ୍‌ର ମୋଟ ୧୦୭ଟି ମଧ୍ୟରୁ ୫୦ଟି ଗାଁକୁ ଏଯାଏ ପଶିପାରିନି କରୋନା। ଏହସବୁ ଗାଁରେ ଏପର୍ଯ୍ୟନ୍ତ ଗୋଟିଏ ବି କରୋନା ମାମଲା ରିପୋର୍ଟ ହୋଇନାହିଁ। ତେବେ ଏସବୁ ଆଶା ଏବଂ ଅଙ୍ଗନୱାଡି…

ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ ସନ୍ଦେହ, ଚାଲିଛି ତଦନ୍ତ

ଅନୁଗୁଳ: ପୁଣି ଗଡିଲା ଏକ ଦନ୍ତା ହାତୀର ମୁଣ୍ଡ । ଅନୁଗୁଳ ଜିଲ୍ଲାରେ ଦନ୍ତା ହାତୀର ମୃତ୍ୟୁ ଘଟଣା ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ସକାଳୁ ତଳଗଡ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଦନ୍ତା ହାତୀ ମରିପଡିଥିବା ଦେଖିବାକୁ ମିଳିଥିଲା । ବିଦ୍ୟୁତ ଆଘାତରେ ଦନ୍ତା…

ବିଡିଏର ଶେଷ ଚେତାବନୀ; ଘର କର ନ ହେଲେ ପ୍ଲଟ୍ ବାତିଲ

ଭୁବନେଶ୍ଵର: ଆପଣ ବିଡିଏରୁ ପ୍ଲଟ ହାସଲ କରି ଘର କରିନାହାନ୍ତି କି? ଦୀର୍ଘ ଦିନ ହେଲା ପକାଇ ରଖିଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ; କାରଣ ଆପଣଙ୍କୁ ଆଇନ ଅନୁସାରେ ଦଣ୍ଡ ଭୋଗ କରିବାକୁ ପଡ଼ିବ। ଏମିତି କି ପ୍ଲଟ ଆଲଟମେଣ୍ଟ ବାତିଲ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଛି।  ଢେର ଦିନ ହେଲା ବିଡିଏର…

ବିଶିଷ୍ଟ ଶିକ୍ଷାବିତ୍‌ ପୁରୁଷୋତ୍ତମ ରାଉତଙ୍କ ପରଲୋକ

ରାଜକନିକା: ପରଲୋକରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ତେନ୍ତୁଳିକୋଳି ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍‌ ପୁରୁଷୋତ୍ତମ ରାଉତ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାୟଣ ତଥା ବିଶିଷ୍ଟ ଶିକ୍ଷାବିତ ଭାବେ ପରିଚିତ ଥିଲେ ।…

ରାଜ୍ୟରେ ଏହି ଦିନଠୁ ଆରମ୍ଭ ହେବ ଗର୍ଭବତୀ ମହିଳାଙ୍କ ଟିକାକରଣ

ଭୁବନେଶ୍ୱର: ଜୁଲାଇ ୧୫ ପରେ ଗର୍ଭବତୀ ମହିଳାଙ୍କୁ ଦିଆଯିବ କରୋନା ଟିକା। ଏ ନେଇ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଶୁକ୍ରବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜୁଲାଇ ୧୫ ପରେ ଓଡିଶାରେ ଗର୍ଭବତୀ ମହିଳାଙ୍କ ଟିକାକରଣ ଆରମ୍ଭ ହେବ। ସେ ଆହୁରି ମଧ୍ୟ…

ଆସନ୍ତା ୧୧ରେ ପ୍ରଥମ ବନ୍ୟାଜଳ ଛାଡିବ ହୀରାକୁଦ

ସମ୍ବଲପୁର: ଆସନ୍ତା ୧୧ରେ ବର୍ଷର ପ୍ରଥମ ବନ୍ୟାଜଳ ଛାଡିବ ହୀରାକୁଦ ଡ୍ୟାମ୍‌। ମହାନାଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ହିରାକୁଦ ଡ୍ୟାମର କର୍ତ୍ତୃପକ୍ଷ ଜୁଲାଇ ୧୧ରେ ପ୍ରଥମ ବନ୍ୟା ଜଳ ନିଷ୍କାସନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଦିନ ଏକ ବିଜ୍ଞପ୍ତିରେ ଅତିରିକ୍ତ ମୁଖ୍ୟ…

ରାଜ୍ୟରୁ ୨୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୮୦୬ ଜଣ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୬୧୩ ଜଣ ଥିବା ‌ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧୯୩ । ଖୋଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୫୯୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୧ ରହିଛି। ଅନୁଗୁଳରୁ ୧୦୨, …

ବିଡିଏର ଚେତାବନୀ, ପ୍ଲଟ ପାଇବାର ୫ ବର୍ଷ ମଧ୍ୟରେ ଗୃହ ନିର୍ମାଣ ନକଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଓ ଠାରୁ ଆବଣ୍ଟନ ମାଧ୍ୟମରେ ଜମି ପାଇଥିବା ହିତାଧିକାରୀଙ୍କ ପାଇଁ ବିଡିଏର ନୋଟିସ । ଜମି ବା ପ୍ଲଟ ପାଇବାର ୫ ବର୍ଷ ମଧ୍ୟରେ ଗୃହ ନିର୍ମାଣ ନକଲେ ହେବ କାର୍ଯ୍ୟାନୁଷ୍ଠାନ । ଜରିମାନା ଆଦାୟ କରାଯିବା ସହ ଆବଶ୍ୟକ ସ୍ଥଳେ ଆଲର୍ଟମେଣ୍ଟକୁ…

ରାଜ୍ୟରେ ଆରମ୍ଭ ହେଲା ଇଫକୋ ଦ୍ବାରା ନାନୋ ୟୁରିଆ ସାର ଯୋଗାଣ

ଭୁବନେଶ୍ବର : କୃଷକଙ୍କ ପାଇଁ ଖୁସି ଖବର । ଇଫକୋ ଦ୍ବାରା ଆରମ୍ଭ ହୋଇଛି ନାନୋ ୟୁରିଆ ସାର ଯୋଗାଣ । ଗୁଜୁରାଟର କଲ୍ଲୋଳ କାରଖାନାରୁ ଓଡ଼ିଶା ପାଇଁ ୟୁରିଆ ସାର ଯୋଗାଣ ହୋଇଛି । ସ୍ଵଦେଶୀ ଜ୍ଞାନ କୌଶଳ ଦ୍ବାରା ପ୍ରସ୍ତୁତ ଏହି ସାର ୟୁରିଆର ବିକଳ୍ପ ଭାବରେ ବ୍ୟବହାର କରାଯାଇ ପାରିବ । ଏହି…