Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୋଲିସ ନକ୍ସଲ୍ ଗୁଳି ବିନିମୟ, ୨ ମାଓ କମାଣ୍ଡର ନିହତ

ମାଲକାନଗିରି: ଏନକାଉଣ୍ଟରରେ ମରୁଛନ୍ତି, କରୋନାରେ ସଂକ୍ରମିତ ହୋଇ ବିିନା ଚିକିତ୍ସାରେ ବି ପ୍ରାଣ ହରାଉଛନ୍ତି । ତଥାପି ଭାଙ୍ଗନି ମାଓବାଦୀଙ୍କ ମିଛ ଦମ୍ଭ । ପୁଣିଥରେ ପୋଲିସ ସହ ଗୁଳି ବିନିମୟରେ ଦୁଇଜଣ ମାଓ କମାଣ୍ଡର ନିହତ ହୋଇଛନ୍ତି । ଗତକାଲି ଓଡିଶା ଓ ଛତିଶଗଡ ସୀମାନ୍ତ ନାରାୟଣପୁର…

କୋଟିଏ ଛୁଇଁବ ଟିକାକରଣ: ଦୈନିକ ତିନି ଲକ୍ଷ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ୱର- ଆସନ୍ତାକାଲିଠାରୁ ଦୈନିକ  ତିନି ଲକ୍ଷ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ  କରିଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ସଚିବ  ଜିଲ୍ଲାପାଳ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ…

ମାଲକାନଗିରି ଜିଲ୍ଲାପାଳ କରୋନା ଆକ୍ରାନ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ସହ ତାଙ୍କ ସରକାରୀ ବାସଭବନର ମୋଟ ଛଅ ଜଣ କରୋନା ସଂକ୍ରମିତ…

ବାପା ମାଆଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଆଶୀର୍ବାଦ’, ୩ଟି ବର୍ଗରେ ସହାୟତା

ଭୁବନେଶ୍ୱର: ବାପା ମାଆ କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ପିଲାଙ୍କ ପାଇଁ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ଆଶୀର୍ବାଦ । ଏଥିରେ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ଯୋଗ୍ୟ ଶିଶୁମାନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ହେଲା…

ଟାଟା ମ୍ୟାଜିକ୍ ଉପରେ ମାଡ଼ି ଗଲା ଟ୍ରକ୍, ୨ ଜଣଙ୍କର ମୃତ୍ୟୁ

ରାୟଗଡ଼ା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟାଟା ମ୍ୟାଜିକ ଉପରେ ମାଡ଼ି ଗଲା ମାଲ୍ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଅନ୍ତର୍ଗତ ଚାଞ୍ଚରାଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୀଷଣ ହୋଇଛି ଯେ, ଟାଟା ମ୍ୟାଜିକ୍…

ପଞ୍ଚଭୂତରେ ବିଲୀନ ହେଲେ ତପୁ ମଶ୍ର, ସ୍ୱାମୀ ଦେଲେ ମୁଖାଗ୍ନି

ଭୁବନେଶ୍ୱର: ଫେରାର ରାଇଜକୁ ଚାଲି ଯାଇଛନ୍ତି ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର । ଆଜି ପଞ୍ଚଭୂତରେ ବିଲୀନ ହୋଇଛି ପାର୍ଥିବ ଶରୀର । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କ ହିନ୍ଦୁ ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱାମୀ ଦୀପକ ପୂଜାରୀ ମୁଖାଗ୍ନୀ ଦେଇଥିଲେ । ଅଭିନେତ୍ରୀ…

କଣ୍ଠଶିଳ୍ପୀ ତପୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ହୋଇଯାଇଛି। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ମଧ୍ୟ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।…

ଏବର୍ଷ +୨ ପାସ ହାର ୯୦% ଉପରେ ରହିବ, CHSE ପରୀକ୍ଷା ନିୟନ୍ତ୍ରକଙ୍କ ଆକଳନ

ଭୁବନେଶ୍ୱର: କରୋନା ଯୋଗୁ ଏବର୍ଷ ରାଜ୍ୟରେ ବାତିଲ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା । ବିକଳ୍ପ ମୂଲ୍ୟାୟନ ନେଇ ଘୋଷଣା କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଯୁକ୍ତ ଦୁଇ ପାସ ହାର ୯୦ ପ୍ରତିଶତରୁ ଅଧିକ ରହିବ । ଏଭଳି ଆକଳନ କରିଛନ୍ତି ସିଏଚଏସଇ…

କଟକରେ ଜଘନ୍ୟ ହତ୍ୟାକାଣ୍ଡ: ଯୁବକଙ୍କୁ ଗଳା କାଟି ହତ୍ୟା, ମହିଳା ଗୁରୁତର

କଟକ:  ଜଘନ୍ୟ ହତ୍ୟାକାଣ୍ଡ । ଫୁଟପାଥରେ ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ନିର୍ମମ ହତ୍ୟା । ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛି । କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକ ସିଡିଏ ମାର୍କେଟରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ କଟକ ବଡ଼…

କରୋନା ଆଜି ଓଡ଼ିଶାରୁ ନେଲା ୪୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଯାଇଛି ଆଉ ୪୦ ଜୀବନ । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କଟକ ଓ ବରଗଡ଼ରୁ ସର୍ବାଧିକ ୫ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । କୋରାପୁଟ, ମୟୂରଭଞ୍ଜ ଓ…