Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ରାଜ୍ୟରୁ ୩୫୭୭ କରୋନା ଆକ୍ରାନ୍ତ ଚିହ୍ନଟ, ଗତକାଲି ଅପେକ୍ଷା ସାମାନ୍ୟ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଯଦିଓ ଗତକାଲି ଅପେକ୍ଷା ଆଜି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୫୭୭ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩ହଜାର ୪୨୭ । ଆଜି ରାଜ୍ୟରେ ୬୬ହଜାର ୩୮୨…

ସ୍ନାନଯାତ୍ରା ପାଇଁ ଆଜି ସେବାୟତଙ୍କର ହେବ କୋଭିଡ୍ ଟେଷ୍ଟ

ପୁରୀ: ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ପୁରୀରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହେବ । ଏଥିରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କର ଆଜି କୋଭିଡ୍ ଟେଷ୍ଟ କରାଯିବ । ଏହାସହ ସ୍ନାନଯାତ୍ରାରେ ସାମିଲ ହେବାକୁ ଥିବା ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କର ବି…

ମହା ନିଦ୍ରାରେ ତପୁ ମିଶ୍ର

ଭୁବନେଶ୍ୱର : ଆଉ ନାହାନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ରାତି ୧୧ଟାରେ ତପୁଙ୍କ ଦେହାନ୍ତ ହୋଇଛି । ECMO ପାଇଁ ସ୍ଥାନାନ୍ତର ସମ୍ଭବ ନୁହେଁ ବୋଲି କହିଥିଲେ ଡାକ୍ତର । ଦିନକୁ ଦିନ ସ୍ୱାସ୍ଥାବସ୍ଥା ବିଗିଡିଯାଇଥିବା ବେଳେ ଗୁରତର…

ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ଭସ୍ମୀଭୂତ

ମୋରଡା : ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ଭସ୍ମୀଭୂତ ହୋଇଛି । ମୟୁରଭଞ୍ଜ ମୋରଡା ବ୍ଲକ ବଡ଼ମୁଣ୍ଡାବଣିରେ ନିଆଁ ଲାଗି ଜଣକ ଘର ପୋଡ଼ି ପାଉଁଶ ହୋଇଯାଇଛି । ଗ୍ରାମର କେଦାର ଚନ୍ଦ୍ରଙ୍କ ତିନି ବଖରା ଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଯେଉଁଥିରେ ପରିବାରର ଖାଦ୍ୟ…

ଶିଶୁକୁ ଫେରାଇ ନେବାକୁ ମା’ର ଅନୁରୋଧ

ଯାଜପୁର : ଶିଶୁ କନ୍ୟା ବିକ୍ରି ହେବା ଘଟଣା । ଶିଶୁ କନ୍ୟାକୁ ନେବା ପାଇଁ ଜିଲା ଶିଶୁ ମଙ୍ଗଳ ସମିତିର ଦ୍ୱାରସ୍ଥ ହୋଇଛନ୍ତି ଶିଶୁର ମାଆ । ତେବେ ପୋଲିସ ରିପୋର୍ଟ ମଗାଯିବା ପରେ ଶିଶୁକୁ ହସ୍ତାନ୍ତର କରାଯିବ ବୋଲି ଜଣା ଯାଇଛି । ଯାଜପୁର ଜିଲା ବିଂଝାରପୁର ଥାନା ପଂତେପୁର ମଲିଆ ଗାଁର ଏହି ଶିଶୁ…

କରୋନା କୋପ, ୪ ଅନାଥ ଶିଶୁଙ୍କ ଦାୟିତ୍ୱ ନେଲା ରାୟଗଡା ଜିଲ୍ଲା ପ୍ରଶାସନ

ରାୟଗଡା: ଘାତକ କରୋନା ମହାମାରୀକୁ ନେଇ ସାରା ଦେଶ ପ୍ରଭାବିତ । କିଏ ପରିବାର ସଦସ୍ୟଙ୍କୁ ହରାଇଛନ୍ତି ତ କେହି ସର୍ବହରା ହୋଇଛନ୍ତି । ଏପରି ସ୍ଥିତିରେ ରାୟଗଡା ଜିଲ୍ଲାର ଦୁଇଟି ପରିବାର ଗଭୀର ରୂପେ ପ୍ରଭାବିତ ହୋଇଛି । ତେବେ ସେମାନଙ୍କ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା…

ଦେଶରେ କମୁଛି କରୋନା ସଂକ୍ରମଣ, ଟ୍ରେନ୍ ଚଳାଚଳ କରିବାକୁ ରେଳବାଇର ପଦକ୍ଷେପ

ନୂଆଦିଲ୍ଲୀ : ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମର । ଧିରେ ସ୍ଥିତି ସୁଧୁରୁଥିବା ବେଳେ, ଏବେ ଅଧିକ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ସ୍ଥାନୀୟ ଅଞ୍ଚଳର ସ୍ଥିତି ଓ କଟକଣାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ଅଧିକ ଟ୍ରେନ…

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ମୁତୟନ ହେବେ ୩୫ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ : ଆଗୁକୁ ଆସୁଛି ମହାପ୍ରଭୁ ଶୀଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଜିଲ୍ଲା ପୋଲିସ । ପୁରୀ ଜିଲ୍ଲାକୁ ୬ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ, ମୁତୟନ…

ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ

ଭୁବନେଶ୍ବର : ଭବାନୀପାଟଣାରେ ଉଦଘାଟିତ ହୋଇଛି ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍‌ପିଟାଲ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଭବାନୀପାଟଣାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ…

ଦେଶରେ ଚମକ ଆଣିଲା ଭୁବନେଶ୍ବର, ରହିବା ପାଇଁ ଅନୁକୂଳ

ଭୁବନେଶ୍ବର : ଦେଶରେ ଚମକ ଆଣିଲା ରାଜଧାନୀ ଭୁବନେଶ୍ବର । ଉତ୍କୃଷ୍ଟ ବାସୋପଯୋଗୀ ସହର ତାଲିକାରେ ଦିଲ୍ଲୀକୁ ପଛରେ ପକାଇଲା ମନ୍ଦିର ମାଳିନୀ ଭୁବନେଶ୍ବର । ଇଜ୍ ଅଫ ଲିଭିଂ ଇଣ୍ଡେକ୍ସର ନୂଆ ଆକଳନରେ ସାମ୍ନାକୁ ଆସିଛି ଏହି ତଥ୍ୟ । ଦେଶର ପ୍ରମୁଖ ୧୦ଟି ସହରକୁ ନେଇ କରାଯାଇଥିବା ସର୍ଭେର ପ୍ରଥମ…