Latest Odisha News

BREAKING NEWS

Browsing Category

ଓଡିଶା

Odisha

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର, ତାଲିମ ନେବେ ୧୧୧୪ ଡାକ୍ତର

ଭୁବନେଶ୍ବର : ରାଜ୍ୟରେ ଜାରି ରହିଥିବର କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ସମୟରେ ଶିଶୁଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସ୍ବତନ୍ତ୍ର କୋଭିଡ ଚିକିତ୍ସା ସୁବିଧା ସହ ଆବଶ୍ୟକ ଉପକରଣ ଏବଂ ଔଷଧ ମହଜୁଦ ରଖିବାକୁ…

କମ୍ ସଂକ୍ରମଣ ଥିବା ଜିଲ୍ଲାରେ ହୋଇପାରେ ଅନଲକ୍

ଭୁବନେଶ୍ବର : ରାଜ୍ୟର କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୋଭିଡ ସଂକ୍ରମଣରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ହାର ହ୍ରାସ ପାଇଥିବାରୁ ଆଶ୍ବସ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଗାମୀ କିଛି ସପ୍ତାହ ମଧ୍ୟରେ…

କ୍ଷୟକ୍ଷତି ଆକଳନ କରିବାକୁ ଗାଁରେ କେନ୍ଦ୍ରୀୟ ଟିମ୍

ବାରିପଦା: ବାତ୍ୟା ‘ୟାସ’ର କ୍ଷୟକ୍ଷତି ଆକଳନ କରିବାକୁ ମୟୂରଭଞ୍ଜ ଜିଲ୍ଲାରେ କେନ୍ଦ୍ରୀୟ ଟିମ୍ | ବାତ୍ୟା ‘ୟାସ’‌ର କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ୍ | ଆଜି କେନ୍ଦ୍ରୀୟ ଟିମ ବାଲେଶ୍ୱରରୁ ଆସି ମୟୁରଭଞ୍ଜ ଜିଲ୍ଲା ବାରିପଦା ସର୍କିଟ ହାଉସ ପହଁଚି ଥିଲେ । ଏହି ଟିମ୍ କପ୍ତିପଦା…

ଦିଲ୍ଲୀ ଫେରିବା ପୂର୍ବରୁ କେନ୍ଦ୍ରୀୟ ଟିମକୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର : ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପରେ ଦିଲ୍ଲୀ ଫେରିଲେ ଅନୁଧ୍ୟାନ କରିବାକୁ ଆସିଥିବା ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବିଭାଗ ଯୁଗ୍ମ ସଚିବ ସୁନୀଲ ବର୍ଣ୍ଣୱାଲ ପ୍ରଥମେ ଦିଲ୍ଲୀ ଫେରିଛନ୍ତି । ଅନ୍ୟ ସଦସ୍ୟମାନେ ଆଜି ଫେରିଯିବେ । ଦୁଇଦିନିଆ ଗସ୍ତରେ ଏହି…

କରୋନାରୁ ସୁସ୍ଥ ହେଲେ ଆଉ ୮୮୩୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । କ୍ରମାଗତ ଭାବେ ଆକ୍ରାନ୍ତ ସଂଖ୍ୟା କମୁଥିବାରୁ ରାଜ୍ୟବାସୀ ଆଶ୍ବସ୍ତି ଲାଭ କରିଛନ୍ତି । ଏହାସହ ରା୍ୟରେ ବଢ଼ିବାରେ ଲାଗିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮୮୯୬ କରୋନା…

ବିଚ୍ ରାସ୍ତାରେ ନିର୍ମମ ହତ୍ୟା

ଭୁବନେଶ୍ୱର: ବିଚ୍ ରାସ୍ତାରେ ନିର୍ମମ ହତ୍ୟା । ଫିଲ୍ମ ଷ୍ଟାଇଲରେ ବାପା ଆଗରେ ପୁଅକ ହତ୍ୟା କରି ଫେରାର ହୋଇଗଲେ ଦୁର୍ବୃତ୍ତ । ଘଟଣା ଘଟିଛି ରାଜଧାନୀ ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ବସ୍ତିରେ । ଖୋଦ୍ ରବୀନ୍ଦ୍ର ସାହୁଙ୍କ ଘର ସାମନାରେ ଘଟିଛି ଏହି ଘଟଣା । ବାପାଙ୍କ ଉପସ୍ଥିତିରେ ପୁଅକୁ ଘରୁ…

ଓଡ଼ିଶାର ୧୮ ଜିଲ୍ଲାରେ ବର୍ଷା ସମ୍ଭାବନା, ଜାଣନ୍ତୁ କେଉଁସବୁ ଜିଲ୍ଲା

ଭୁବନେଶ୍ୱର: ଓଡିଶାର ୧୮ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ନେଇ ମଙ୍ଗଳବାର ଦିନ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି- କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି,…

କରୋନାରେ ଚାଲିଗଲେ ଭାରତୀୟ ବନ ସେବା ଅଧିକାରୀ ସନ୍ତୋଷ କୁମାର ବନଛୋର

ଭୁବନେଶ୍ବର : ମହାମାରୀ କରୋନାରେ ଚାଲିଗଲେ ଭାରତୀୟ ବନ ସେବା ଅଧିକାରୀ ସନ୍ତୋଷ କୁମାର ବନଛୋର । ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରେ ଉପ ବନ ସଂରକ୍ଷକ ବା ଡିସିଏଫ୍ ଭାବେ କାର୍ଯ୍ୟରତ ଥିଲେ ସନ୍ତୋଷ କୁମାର ବନଛୋର । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଗତ ମାସ ୯ ତାରିଖରେ…

କୋଭିଡ଼ ଯୋଦ୍ଧାଙ୍କୁ ଗାର୍ଡ଼ ଅଫ ଅନର

ବଲାଙ୍ଗୀର: କୋଭିଡ଼ ଯୋଦ୍ଧାଙ୍କୁ ଗାର୍ଡ଼ ଅଫ ଅନର । ଜୀବନ ଯୁଦ୍ଧରେ ହାରିଗଲେ ବଲାଙ୍ଗୀର ଏଚଆରପିସି ଡିଏସପି ଶେଷ ଦେବ ବରିହା । କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ହେଲା ମେଡିକାଲରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ…

ଜମି ହଡପ ଅଭିଯୋଗରେ ୧୨ ଘଣ୍ଟିଆ ଧାରଣା

ପରଜଙ୍ଗ: ଜମି ହଡପକୁ ନେଇ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ଗାଁରେ ଦଳିତ ପରିବାରର ଜମି ହଡପକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଧାରଣାରେ ବସିଲେ ୫ ଗୋଟି ଦଳିତ…