Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୟୁରଭଂଜରେ ଅବକାରୀ ଚଢାଉ, ମଦ ଜବତ ଜଣେ ଗିରଫ

ବାରିପଦା: ସମଗ୍ର ରାଜ୍ୟରେ କରୋନା କହର । ହେଲେ ଅଧିକାଂଶ ଜିଲ୍ଲାରେ ଥମିନି ନକଲି ମଦ କାରବାର । ପ୍ରତିଦିନ କେଉଁଠି ନା କେଉଁଠି ଅବକାରୀ ବିଭାଗର ଚଢାଉରେ ଧରାପଡୁଛି ବିପୁଳ ପରିମାଣର ବେଆଇନ ଅଥବା ନକଲି ମଦ । ହେଲେ ସୁଧୁରିବାକୁ ନାଁ ଧରୁନାହାଁନ୍ତି ନିଶା ବେପାରୀ । ଆଜି ମୟୁରଭଂଜ ଅବକାରୀ…

ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍‌ଡାଉନ ଓ ସଟ୍‌ଡାଉନ ଘୋଷଣା କରାଯାଇଛି । କେବଳ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଦୋକାନଗୁଡିକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଏସବୁ ଭିତରେ ବିଶେଷ କରି ସହରାଞ୍ଚଳରେ ଉଠାଦୋକାନ କରି…

ଇକମୋ ଚିକିତ୍ସା ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ କୋଲକାତାକୁ କରାଗଲା ଏୟାର ଲିଫ୍ଟ

ଭୁବନେଶ୍ୱର: କୋଭିଡରେ ଗୁରୁତର ହୋଇପଡିଥିଲା ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ଅତିରିକ୍ତ ପୋଲିସ ଡିଜି ଦେବାଶିଷ ପାଣିଗ୍ରାହୀଙ୍କୁ କୋଲକାତାକୁ ଏୟାର ଲିଫ୍ଟ କରାଯାଇଛି । ଆଜି କଟକ ଅଶ୍ୱିନୀ ହସ୍ପିଟାଲରୁ ତାଙ୍କୁ ସ୍ପେଶାଲ କରିଡରରେ ସୃଷ୍ଟି କରି ଭୁବନେଶ୍ୱର ବିମାନ ବନ୍ଦରକୁ ଅଣାଯିବା ପରେ…

ପ୍ରାଚୀ ନଦୀ ଅବବାହିକାର ଭିନ୍ନ ଏକ ପ୍ରାଚୀନ ତନ୍ତ୍ରପୀଠ ‘ବାରାହୀ ଦେଉଳ’

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଉପକୂଳ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଅବବାହିକାରେ ରହିଛି ଅଷ୍ଟମ ଶତାବ୍ଦୀ ରୁ ଆରମ୍ଭ କରି ପଂଚଦଶ ଶତାବ୍ଦୀ ମଧ୍ୟରେ ନିର୍ମିତ ଅନେକ ପ୍ରାଚୀନ ମନ୍ଦିର ।  ତେବେ ସେଥି ମଧ୍ୟରୁ ନିର୍ମାଣ ଶୈଳୀରେ ସବୁଠାରୁ ନିଆରା ଏକ…

ସହରାଞ୍ଚଳର ଉଠାଦୋକାନୀଙ୍କ ଲାଗି ୨୬ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋ‌ଷଣା କରିଥିଲେ। ଲକ୍‌ଡାଉନ୍‌ ଯୋଗୁ ଅନେକ ଜନଜୀବନ ପ୍ରଭାବିତ ହୋଇଛି। ଏହାଦ୍ବାରା ଅଧିକ ପ୍ରଭାବିତ ହୋଇଛନ୍ତି ସହରାଞ୍ଚଳର ଉଠାଦୋକାନୀ। ଉଠାଦୋକାନୀମାନେ ଆର୍ଥିକ ଦୃଷ୍ଟିରୁ ଅଧିକ କ୍ଷତି…

ମର୍ମନ୍ତୁଦ ସଡକ ଦୁର୍ଘଟଣା,ଜଣେ ଶ୍ରମିକ ମୃତ

ପରଜଙ୍ଗ: ପରଜଙ୍ଗରେ ମର୍ମନ୍ତୁଦ ଦୁର୍ଘଟଣା । ଜଣେ ଶ୍ରମିକ ମୃତ । ଶ୍ରମିକଙ୍କୁ ଟାଟା ଏସି ଗାଡିରୁ ଘୋଷାଡି ନେଲା ଟ୍ରକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ କେନାଲ ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତ ଶ୍ରମିକ ଜଣଙ୍କ…

୭୦ କଏଦୀ ଏବଂ ୫ ଜେଲ୍‌ କର୍ମଚାରୀ କରୋନା ଆକ୍ରାନ୍ତ

ରାୟାଗଡା: ରାୟଗଡା ଜିଲ୍ଲାର ଗୁଣୁପୁର ସବ୍‌-ଜେଲରେ ଅତି କମରେ ୭୦ ଜଣ କଏଦୀ ଏବଂ ପାଞ୍ଚ ଜଣ ଜେଲ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜେଲ ସୁପରିଟେଣ୍ଡେଣ୍ଟ ସୂଚନା ପ୍ରଦାନ କରିଛନ୍ତି। ଜେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ ୧୧୩ ଅନ୍ତେବାସୀ ଏବଂ ସମସ୍ତ ଜେଲ କର୍ମଚାରୀଙ୍କ…

ଜହ୍ନ ରାଇଜରେ ଜାଗା ଭେଟି…

କୁଜଙ୍ଗ  : ଆଉ ବେଶୀ ଦୂର ନୁହେଁ ଜହ୍ନର ରାଇଜ । ଏଇ ଜହ୍ନ, ଯିଏ କେବଳ ଲେଖନୀ ଆଉ କାଗଜ ପୃଷ୍ଠାରେ ସ୍ଥାନୀତ ହେଉଥିଲା ।  ହେଲେ ଏବେ ସେହି ଜହ୍ନରେ ରହିବାକୁ ମଣିଷ ଦୁଇ ପାଦ ଆଗକୁ ଆସିଗଲାଣି । ଜହ୍ନରେ ଜାଗା କିଣି ଭେଟି ଦେଉଛି ନିଜ ପରିବାରକୁ । ଜଗତସିଂହପୁର କୁଜଙ୍ଗ ବ୍ଲକ୍ ବଡ଼ଙ୍ଗ ଅଞ୍ଚଳର…

ସନ୍ତୃପ୍ତ ମିଶ୍ରଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ପରାମର୍ଶ ଦାତା କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର । କମିଟିରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, ବିଏମସି କମିଶନର, ଦେବୋତ୍ତର କମିଶନର ଓ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ସଦସ୍ୟ ରହିବେ । ସେହିପରି କମିଟିରେ ୩ଜଣ ସେବାୟତ ମଧ୍ୟ ରହିବେ ।…

ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ (ପ୍ରମୁଖ ଯୋଦ୍ଧା) ଭାବରେ ଘୋଷଣା କରାଯାଉଛି । ଏନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ସେ…