Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ୪୦ରୁ ଖସୁନି କରୋନା ମୃତ୍ୟୁସଂଖ୍ୟା, ଆଜି ଗଲା ୪୩ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ୪୦ରୁ ତଳକୁ ଖସୁନି । ସଂକ୍ରମଣ କମୁଥିଲେ ବି ମୃତ୍ୟୁରେ ଲାଗୁନି ବ୍ରେକ । ୨୪ ଘଣ୍ଟାରେ ଆଉ ୪୩ ଜୀବନ ନେଇଛି ପ୍ରାଣଘାତୀ କରୋନା । ଚିକିତ୍ସାଧୀନ ଅବସ୍ଥାରେ ୧୮ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କର…

ବିଦେଶ ଯାଉଥିବା ଛାତ୍ରଛାତ୍ରୀଙ୍କୁ କୋଭିସିଲ୍ଡ ଟିକା, ଦୁଇଟି ସ୍ଥାନରେ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶାରୁ ଉଚ୍ଚଶିକ୍ଷା କିମ୍ବା ନିଯୁକ୍ତି ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀ କୋଭିସିଲ୍ଡ ଟିକା ନେଇ ଯାଇପାରିବେ । ଏହି ଟିକାର ଦୁଇଟି ଡୋଜ୍ ନେଇଥିଲେ ବିଦେଶରେ ପ୍ରବେଶ ଅନୁମତି ମିଳିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ…

ଆଜି ରାଜ୍ୟରୁ ୬୦୧୯ କରୋନା ପଜିଟିଭ୍ ଚିହ୍ନଟ, ୧୧ ଜିଲ୍ଲାରେ ଶହେରୁ କମ୍ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । କମୁଛି ପଜିଟିଭିଟି ରେଟ୍ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬ହଜାର ୧୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩ହଜାର ୩୯୭ ଓ ଲୋକଲ୍ କଣ୍ଟାକ୍ଟ କେସ୍ ରହିଛି ୨ହଜାର ୬୨୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯୬ ପଜିଟିଭ୍…

ତୃତୀୟ ଲହର ସତର୍କତା: ଗଞ୍ଜାମ ଜିଲ୍ଲାରେ ଆଜିଠୁ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ

ବ୍ରହ୍ମପୁର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଶିଶୁଙ୍କ ସ୍ୱାସ୍ଥ୍ୟକୁ ବିଶେଷ ଦୃଷ୍ଟି ଦିଆଯାଉଛି । ଆଜିଠୁ ଗଞ୍ଜାମ ଜିଲ୍ଲାରେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଡୋର୍ ଟୁ ଡୋର୍ ସର୍ଭେ ଚାଲିବ । ଆଶାକର୍ମୀ,…

ବିନା ରୋଷଣୀରେ ହେବ ଦେବ ବିବାହ

ଭୁବନେଶ୍ଵର : ବାଜିବନି ବାଜା , ହେବନି ରୋଷଣୀ । ବିନା ଭକ୍ତ ଏବଂ ରୋଷଣୀରେ ଅନୁଷ୍ଠିତ ହେବ ଶୀତଳଷଷ୍ଠୀ ପର । ଏଥର ୭ଜଣ ସେବାୟତଙ୍କ ଦ୍ୱାରା ମନ୍ଦିର ପରିସରରେ ହେବ ଦେବ ବିବାହ। ପଟୁଆର, ଭୋଜିଭାତ ଓ ଆତସବାଜିକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ସଂକ୍ରମଣ କମିଯାଇଛି ହେଲେ କୋଭିଡ କଟକଣା ଭିତରେ…

ରାୟଗଡ଼ା ମୁନିଗୁଡ଼ାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ରାୟଗଡ଼ା : ମୁନିଗୁଡା ପୋଲିସକୁ ବଡ଼ ଧରଣର ସଫଳତା । ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ, ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ମୁନିଗୁଡ଼ା ପୋଲିସ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଓଜନ ୬ କ୍ବିଣ୍ଟାଲ ୫୩ ହେବ ବୋଲି ଜଣାପଡିଛି । ଯାହାର ଆନୁମାନିକ…

ଓଡ଼ିଆ ଡାକ୍ତରଙ୍କ ମାଟି ପାଇଁ ମମତା

ବଲାଙ୍ଗିର : ଦୂରରେ ଥାଇ ବି ଭୁଲି ନାହାନ୍ତି ନିଜ ଭିଟାମାଟି ମୋହ । ଜନ୍ମିତ ମାଟି ମାଆକୁ ପାସୋରି ନାହାନ୍ତି ଯୁବ ଡାକ୍ତର ଚିତ୍ତରଞ୍ଜନ ଯୋଷୀ। କରୋନା ଭଳି ମହାମାରୀ ସମୟରେ ବଲାଙ୍ଗିର ଜିଲ୍ଲାର କୋଭିଡ ସ୍ଥିତି ସୁଧାରିବାକୁ ଆଗେଇ ଆସିଛନ୍ତି ଡାକ୍ତର ଚିତ୍ତରଞ୍ଜନ। ଜିଲ୍ଲା ମୁଖ୍ୟ ମେଡ଼ିକାଲକୁ…

ରାଉରକେଲା ମହାନଗରରେ ‘ଗାଁ ଆମ୍ବର ପସରା’

ରାଉରକେଲା: ରାଉରକେଲା ଉଦିତ୍ ନଗରସ୍ଥିତ ସିଟି ଲାଇଭଲିହୁଡ୍ ସେଣ୍ଟରଠାରେ ଖୋଲିଛି ‘ଗାଁ ଆମ୍ବ ପସରା’। ରାଉରକେଲା ମହାନଗର ନିଗମ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହା ଖୋଲାଯାଇଛି। ମଙ୍ଗଳବାର ଦିନ ଏହି ଷ୍ଟଲକୁ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଉଦଘାଟନ କରିଛନ୍ତି। ବର୍ତ୍ତମାନ…

କୋଭିଡ ହସପିଟାଲରେ ହେବ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର : ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ । ଆଗୁଆ ବ୍ୟବସ୍ଥା କରିବା ପାଇଁ ସବୁ ଜିଲ୍ଲାପାଳ ଓ ସିଡିଏମଓମାନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ । ତୃତୀୟ ଲହରରେ ଛୋଟ ପିଲା ସଂକ୍ରମିତ ହେବାର…

ସ୍ଥଗିତ ରହିଲା ନୀଳଗିରିରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ

ବାଲେଶ୍ବର : ସ୍ଥଗିତ ରହିଲା ବାଲେଶ୍ବର ଜିଲ୍ଲା ନୀଳଗିରିରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ଠାକୁର ମାହାଲକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । କରୋନା କଟକଣା ଥିବାରୁ ରଥ ନିର୍ମାଣକୁ ସ୍ଥଗିତ ରଖିବା ପାଇଁ ଚିଠିରେ ନିର୍ଦ୍ଦେଶ…