Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଶ୍ୱ ମହାସାଗର ଦିବସରେ ବାଲୁକା କଳା

ପୁରୀ : ଆଜି ହେଉଛି ବିଶ୍ୱ ମହାସାଗର ଦିବସ ବା ‘ୱାର୍ଲଡ ଓସନ୍ ଡେ’ । ପ୍ରତିବର୍ଷ ଜୁନ୍ ମାସ ୮ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ମହାସାଗର ଜଳରାଶି ପ୍ରଦୂଷଣ ମୁକ୍ତ ରଖିବା ସହିତ ଲୋକଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ମହାସାଗର ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ମାନ…

କରୋନା ରେଡ୍ ଜୋନରେ ଓଡ଼ିଶାର ୧୧ ଜିଲ୍ଲା, ତାଲିକାରେ ପଶ୍ଚିମ ଓଡ଼ିଶାରୁ ଗୋଟିଏ ଜିଲ୍ଲା

ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭ୍ ମୁକାବିଲାରେ ଓଡ଼ିଶାକୁ ମିଳୁଛି ସଫଳତା । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ବିଭିନ୍ନ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ କ୍ରମାଗତ ଖସୁଛି । ସଂକ୍ରମଣ ଖସୁଥିବାରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନରୁ ବାହାରୁଛନ୍ତି । ବର୍ତ୍ତମାନ ୧୧ଟି ଜିଲ୍ଲା କରୋନା…

କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍: ଦିନକରେ ଓଡ଼ିଶାରୁ ଗଲା ରେକର୍ଡ ୪୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ୪୦ ତଳକୁ ଖସୁନି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୪୫ ଆକ୍ରାନ୍ତଙ୍କ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ପୂର୍ବରୁ ଗୋଟିଏ ଦିନରେ ୪୨ ଜଣ ପ୍ରାଣ…

ଓଡ଼ିଶାରେ ୬ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ପଜିଟିଭ୍ ହାର ୮.୫୫%କୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ଖସୁଛି ପଜିଟିଭିଟି ରେଟ୍ । ୬ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫ହଜାର ୮୯୬ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩ହଜାର ୩୩୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୨ହଜାର ୫୬୪ଟି ଅଛି । ଏହି ସମୟରେ…

ସମ୍ପନ୍ନ ହେଲା ଜଉ କଣ୍ଢେଇ ବାହାଘର

ବାଲେଶ୍ବର : ସମ୍ପନ୍ନ ହେଲା ଜଉ କଣ୍ଢେଇ ବାହାଘର । କୋଭିଡ୍ କଟକଣା ଭିତରେ ୫ ଦିନର ବିଶାଳ ଓ ଆକର୍ଷଣୀୟ ଉତ୍ସବକୁ ୫ ଘଣ୍ଟାରେ ସାରିଲା ବାଲେଶ୍ବର ଜଉକଣ୍ଢେଇ ବାହାଘର ଉତ୍ସବ କମିଟି । ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରର ଦୁବଲାଗଡ଼ରେ ପ୍ରତୀକାତ୍ମକ ଭାବରେ ସମଲେଇ ଓ ଶମ୍ଭୁନାଥ ଜଉକଣ୍ଢେଇ…

ଥମୁନି ହାତୀ ଆତଙ୍କ

କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ । ଖଣ୍ଡବନ୍ଧ ଖଣି ଅଞ୍ଚଳରେ ୧୦ଟିକିଆ ହାତୀ ପଲ ପଶି ଆସିଥିଲେ । ଖଣି ଭିତରକୁ ପଶି ଆସିଥିବା ହାତୀ ଗୁଡିକ ମଧ୍ୟରେ ୨ଟି ଦନ୍ତା ହାତୀ ସହ ଦୁଇଟି ଛୁଆ ହାତୀ ମଧ୍ୟ ରହିଥିଲେ । ଅପରାହ୍ନରେ ହାତୀ ପଲ ଟାଟା ଖଣ୍ଡବନ୍ଧ ଲୌହ ଓ…

ଦେଶବାସୀଙ୍କୁ ମାଗଣା ଟିକାକରଣ; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏବେ ଦେଶର ସବୁ ନାଗରିକଙ୍କୁ ମିଳିବ ମାଗଣା କରୋନା ଟିକା। ଏନେଇ ଆଜି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଯାହା ପରେ ଏଭଳି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୮୪୨୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ସ୍ଥିତିରେ ଆସୁଛି ସୁଧାର । ରାଜ୍ୟରେ କମୁଛି ସଂକ୍ରମଣ । ତାସାଙ୍ଗକୁ ବଢ଼ିବାରେ ଲାଗିଛି ସୁସ୍ଥ ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮ ହଜାର ୪୨୯ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ…

କଟକରୁ ପୁଣି କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ

କଟକ : କଟକରୁ ପୁଣି ଜବତ ହେଲା ଧଳା ଜହର । ପ୍ରାୟ ୧ କେଜି ୩୮ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି କମିଶନରେଟ ପୋଲିସ୍ । ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ସୂଚନା ଅନୁସାରେ,…

ଚାଷୀଙ୍କ ସମସ୍ୟା ସୁଧାରିବାକୁ ପ୍ରତିଶ୍ରୁତି…

ଜୁନାଗଡ଼: ଚାଷୀ ସମସ୍ୟା ନେଇ ମନ୍ତ୍ରୀଙ୍କ ମଣ୍ଡି ପରିଦର୍ଶନ l ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଜୁନାଗଡ଼ ଅନ୍ତର୍ଗତ ବିଭିନ୍ନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ପଚାରି ବୁଝିଥିଲେ l ବର୍ତ୍ତମାନ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ଏଠାରେ ବିଭିନ୍ନ ସମସ୍ୟା…