Latest Odisha News

BREAKING NEWS

Browsing Category

ଓଡିଶା

Odisha

ମିିଳିଲା ନିଖୋଜଙ୍କ ଠିକଣା, ପର୍ଦ୍ଦାଫାସ୍ ହେଲା ୪ ବର୍ଷ ତଳର ଷଡଯନ୍ତ୍ର

ବାରିପଦା: ଏକ ନିଖୋଜ ମାମଲାର ଅଡୁଆ ଖିଅକୁ ସଜାଡିବାରେ ସଫଳ ହୋଇଛି ବାରିପଦା ଟାଉନ୍ ଥାନା ପୋଲିସ । ୪ ବର୍ଷ ପୂର୍ବରୁ ଜଣେ ଯୁବକଙ୍କ ନିଖୋଜ ମାମଲା ସହ ଯୋଡି ହୋଇଛି ହତ୍ୟାକାଣ୍ଡ ଘଟଣା । ଶେଷରେ ବେଶ ନାଟକୀୟ ଢଙ୍ଗରେ ସାମ୍ନାକୁ ଆସିଛି ନିଖୋଜ ମାମଲା ଅସଲ କାହାଣୀ । ମିଳିଥିବା ରିପୋର୍ଟ…

ଓଡ଼ିଶାର ୮ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡିଶାର ୮ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ନେଇ ଶନିବାର ଦିନ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି- କଟକ (କଟକ ସିଟି), ଖୋର୍ଦ୍ଧା (ଭୁବନେଶ୍ୱର), ନୟାଗଡ଼,…

ନିଷ୍ଠୁର କରୋନା ନେଇଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର: ନିଷ୍ଠୁର କରୋନା ନେଇଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। କରୋନା ଦ୍ବିତୀୟ ଲହର ଆରମ୍ଭ ହେବା ଦିନଠୁ ନେଇ ଏପର୍ଯ୍ୟନ୍ତ ଅନେକ ସାମ୍ବାଦିକ କରୋନାରେ ପ୍ରାଣ ହରାଇଲେଣି। ତେବେ କରୋନାରେ ଜଣେ ୪୦ ବର୍ଷୀୟ ସାମ୍ବାଦିକ କୃଷ୍ଣ ପ୍ରସାଦଙ୍କ ଦେହାନ୍ତ ହୋଇଛି। ଭାଇଜାଗ୍‌ର ଏକ…

କରୋନାରେ ପୂର୍ବତନ ବିଜେଡି ବିଧାୟକଙ୍କ ପରଲୋକ

ଭୁବନେଶ୍ୱର: କରୋନାରେ ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ ମାହାଙ୍ଗାର ପୂର୍ବତନ ବିଜେଡି ବିଧାୟକ ଥିଲେ। ଶ୍ରୀ ବର୍ମାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ମେ ୨୬ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ !

ବାରିପଦା: ଉଦ୍ଧାର ହୋଇଛି ଜଣେ ମହିଳାଙ୍କ ମୃତଦେହ । ପାରିପାର୍ଶ୍ବିକ ସ୍ଥିତି କହୁଛି ବୋଧ ହୁଏ ମହିଳାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । କୃଷ୍ଣଚନ୍ଦ୍ରପୁର କେନ୍ଦୁଖୋଳ ପୋଲ ନିକଟସ୍ଥ କଲଭର୍ଟ ନିକଟରେ ଅପରିଚିତ ମହିଳାଙ୍କ ମୃତଦେହ ମିଳିଥିଲା । ମହିଳା ଜଣକ ଲାଲ ରଙ୍ଗର ଶାଢି,…

ଚିତ୍ରଲେଖା: ଚଳଚ୍ଚିତ୍ର ନିର୍ମାଣ ପାଇଁ ପତ୍ରିକା

ଭାଗ- ୫ ଗତ ଲେଖାରେ ମୁଁ ସ୍ପଷ୍ଟ କରିଥିଲି ଯେ ଓଡ଼ିଶାର ଦ୍ୱିତୀୟ ଚଳଚ୍ଚିତ୍ର ପତ୍ରିକା ଥିଲା ‘କଳାଶ୍ରୀ’ । ବ୍ରହ୍ମପୁରରୁ ପ୍ରକାଶିତ ହେଉଥିବା ସମ୍ବାଦପତ୍ର ‘ନବୀନ’ର ସହଯୋଗୀ ପ୍ରକାଶନ ଭାବରେ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ ଆତ୍ମପ୍ରକାଶ କଲା ୧୯୫୧ ମସିହା ଅଗଷ୍ଟ ମାସରେ । ସେହି ଅଗଷ୍ଟ…

+୨ ମୂଲ୍ୟାୟନ ଓ ରେଜଲ୍ଟ ଚିନ୍ତା: ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି । ଏବେ କେମିତି ହେବ ମୂଲ୍ୟାୟନ ଓ କେବେ ପ୍ରକାଶ ପାଇବ ରେଜଲ୍ଟ ? ଏନେଇ ଆସନ୍ତା ୧୫ ଦିନ ଭିତରେ ଗଠନ କରାଯିବ ବିଶେଷଜ୍ଞ କମିଟି । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର…

ଲକଡାଉନରେ ନିଅନ୍ତୁ କଟକର ଫେମସ୍ ଦହିବରା ଆଳୁଦମ୍ ମଜା, ଅନଲାଇରେ କରନ୍ତୁ ଅର୍ଡର

କଟକ: ଏବେ ରାଜ୍ୟରେ ଲକଡାଉନ୍ ଚାଲିଛି । ଉଠା ଦୋକାନୀଙ୍କ ପସରା ଆଉ ରାସ୍ତା କଡ଼ରେ ଦେଖିବାକୁ ମିଳୁନି । ଲକଡାଉନରେ ଦହିବରା ଆଲୁଦମଙ୍କୁ ଭାରି ମିସ୍ କରୁଛନ୍ତି କଟକିଆ । ଦୋକାନ ଆଗରେ ଠିଆ ହୋଇ ଦହିବରା ଆଲୁଦମ୍ ଖାଇବାର ମନା ଟିକେ ନିଆରା । ଯଦିଓ ଏହି ସୁବିଧା ଏବେ ନାହିଁ, କିନ୍ତୁ ଦହିବରା…

‘ବିଶ୍ଵ ପରିବେଶ ଦିବସ’ରେ ସୁଦର୍ଶନଙ୍କ ବାଲୁକା କଳାକୃତି

ପୁରୀ: ପରିବେଶକୁ ସୁରକ୍ଷିତ ରଖିଲେ ଆମେ ବି ସୁରକ୍ଷିତ ରହିବା। ଏଭଳି କିଛି ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବିଶ୍ୱ ପରିବେଶ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ପରିବେଶର ସୁରକ୍ଷା ନେଇ ଏକ ବାଲୁକା ଚିତ୍ରକଳା ପୁରୀ ବେଳାଭୂମିରେ…

ଓଡ଼ିଶା ହାଇକୋର୍ଟରେ ଜୁଲାଇ ୨ ଯାଏ ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି

କଟକ: ଭିଡିଓ କନଫରେନ୍ସିଂରେ ଚାଲିବ ହାଇକୋର୍ଟରେ ଶୁଣାଣି । ରାଜ୍ୟରେ ଲକଡାଉନ ବୃଦ୍ଧି ପରେ ଆସନ୍ତା ସୋମବାରଠାରୁ ଜୁଲାଇ ୨ ତାରିଖ ଯାଏ ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି ହେବ । ପ୍ରତି କାର୍ୟ୍ୟ ଦିବସରେ ଗୋଟିଏ ଡିଭିଜନ ବେଞ୍ଚ ଓ ୬ଟି ସିଙ୍ଗଲ ବେଞ୍ଚ କାମ କରିବେ । ସକାଳ ସାଢ଼େ ୧୦ଟାରୁ…