Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନା ମାନଚିତ୍ରରେ ବଦଳିଲା ଓଡ଼ିଶାର ରଙ୍ଗ, ରେଡ୍ ଜୋନରୁ ବାହାରିଲେ ଏସବୁ ଜିଲ୍ଲା

ଭୁବନେଶ୍ୱର: ଓଡ଼ିଶାରେ କରୋନାର ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସିଛି । ଏବେ ୮ ହଜାର ଭିତରେ ରହୁଛି । ପ୍ରତିଦିନ ଅଧିକ ସୁସ୍ଥ ହେଉଛନ୍ତି । ଆକ୍ଟିଭ୍ କେସ୍ ଖସୁଛି । ପଜିଟିଭ୍ ହାର ୧୦ ପ୍ରତିଶତରୁ ହ୍ରାସ ପାଇଛି । ସଂକ୍ରମଣ ଓ ଆକ୍ଟିଭ୍ କେସ୍ କମୁଥିବା ବେଳେ ବଦଳିଛି କରୋନା ମାନଚିତ୍ରରେ…

ବଢୁଛି କରୋନା ମୃତ୍ୟୁସଂଖ୍ୟା: ୨୪ ଘଣ୍ଟାରେ ଓଡ଼ିଶାରୁ ଗଲା ୪୦ ଜୀବନ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ଓଡ଼ିଶାରେ ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ଉପରମୁହାଁ । ୨୪ ଘଣ୍ଟାରେ ଆଉ ୪୦ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ୧୫ ଜିଲଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାରେ ମୃତ୍ୟୁସଂଖ୍ୟା ପାଞ୍ଚ ଶହ ପାଖାପାଖି ହେଲାଣି…

ଓଡ଼ିଶାରେ ୮ ଲକ୍ଷ ଟପିଲା କରୋନା କେସ୍: ଆଜି ୭୩୯୫ ପଜିଟିଭ୍, ୯ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଖସୁଛି କରୋନା କାୟା । ଦୈନିକ ସଂକ୍ରମଣ କମୁଛି । ସୁସ୍ଥ ହେଉଛନ୍ତି ଅଧିକ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭ହାଜର ୩୯୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୧୬୯ ପଜିଟିଭି ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ପରଲୋକରେ ‘ଶଲା ବୁଢ଼ା’ ଅଟଳ ବିହାରୀ ପଣ୍ଡା

ସମ୍ବଲପୁର : ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କର ପରଲୋକ ଘଟିଛି ।  ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ ଧରି ସେପ୍ଟିସିମିଆ ରୋଗରେ ପୀଡ଼ିତ ହୋଇ ସେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଥିଲେ । ସମ୍ବଲପୁରୀ ସିନେମାରେ ତାଙ୍କର କାର୍ଯ୍ୟ ପାଇଁ…

ଆସନ୍ତାକାଲିଠୁ ସାମ୍ୱାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ବିତୀୟ ଡୋଜ୍

ଭୁବନେଶ୍ବର : ଆସନ୍ତାକାଲିଠାରୁ ଠାରୁ ରାଜଧାନୀରେ ଆରମ୍ଭ ହେବ ସାମ୍ୱାଦିକଙ୍କୁ ଟିକାକରଣ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ । ବିଏମସି ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଗୋପବନ୍ଧୁ…

କୋରାପୁଟ ଦଣ୍ଡାବାଡିରେ ହ୍ରାସ ପାଉଛି ମାଓ ଗତିବିଧି

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ହ୍ରାସ ପାଉଛି ମାଓ ଗତିବିଧି । ଦଣ୍ଡାବାଡିରେ ଥିବା ବିଏସଏଫ କ୍ୟାମ୍ପ ଯବାନଙ୍କୁ ମିଳିଛି ବଡ଼ ସଫଳତା । ମାଓବାଦୀଙ୍କ ଗଡ଼ ସାଜିଥିବା ଦଣ୍ଡାବାଡି ଓ ରାମଗିରି ଅଞ୍ଚଳରେ ଭାଙ୍ଗିବାରେ ଲାଗିଛି ମାଓବାଦୀଙ୍କ ଗଡ଼ । ରାମଗିରି ଓ ଦଣ୍ଡାବାଡ଼ିରେ…

ଚଳିତ ଥର ରଥଯାତ୍ରାର ହେବ ସିଧାପ୍ରସାରଣ

ଭୁବନେଶ୍ୱର: ଚଳିତ ବର୍ଷ ୟୁଟ୍ୟୁବରେ ସିଧାପ୍ରସାରଣ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଏହା ସହ ଦୂରଦର୍ଶନରେ ଲାଇଭ୍ ଟେଲିକାଷ୍ଟ ହେବ। ସ୍ନାନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ସୁନାବେଶ ଏବଂ ନୀଲାଦ୍ରି ବିଜେ ଆଦି ନୀତିର ଲାଇଭ୍ କଭରେଜ୍ ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର…

ସ୍ତ୍ରୀ ପରେପରେ ମହାନଦୀକୁ ଡେଇଁ ପଡିଲେ ସ୍ବାମୀ

କଟକ: ଜଣେ ଦମ୍ପତି ଶୁକ୍ରବାର ଦିନ ଜୋବ୍ରା ନିକଟ ମହାନଦୀକୁ ଡେଇଁ ପଡ଼ିଥିବା ନଜର ଆସିଛି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ମହିଳା ଜଣଙ୍କ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।…

ଆସନ୍ତା ୯ ତାରିଖରେ ଖୋଲିବ ଗ୍ଲୋବାଲ ଟେଣ୍ଡର ପ୍ରାଇସ୍ ବିଡ୍

ଭୁବନେଶ୍ବର : ଟିକାକରଣକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରର ପ୍ରାଇସ୍ ବିଡ୍ ଆସନ୍ତା ୯ତାରିଖରେ ଖୋଲାଯିବ । ଆଜି ଗ୍ଲୋବାଲ ଟେଣ୍ଡର ପାଇଁ ବିଡ୍ ଦାଖଲର ଶେଷ ଦିନ ଥିଲା । ଯେଉଁଥିରେ ୨ଟି ସଂସ୍ଥା ଅଂଶଗ୍ରହଣ କରିଥିବା ଜଣାପଡିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି…

ଭୁବନେଶ୍ବରରେ ହ୍ରାସ ପାଉଛି ସଂକ୍ରମଣ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି କମିଛି ପଜିଟିଭ୍ ସଂଖ୍ୟା । ଆଜି ବିଏମସି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୭୫୩ ଜଣ ନୂଆ ସଂକ୍ରମିତ । କ୍ବାରେଣ୍ଟାଇନରୁ ୧୨୬ ଜଣ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ରହିଛନ୍ତି…