Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜୁନ ୧୭ ଯାଏଁ ରାଜ୍ୟରେ ବଢିଲା ଲକ୍ ଡାଉନ

ଭୁବନେଶ୍ୱର: ପୁଣି ଲକଡାଉନ୍ ବଢାଇଲେ ରାଜ୍ୟ ସରକାର । ଆସନ୍ତା ଜୁନ୍ ୧୭ ଯାଏଁ ଲକ୍‌ଡାଉନ ବଢିଥିବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପୂର୍ବଭଳି ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ବାହାଘର ସମୟରେ ପୂର୍ବ ଭଳି ୨୫ ଜଣଙ୍କୁ ହିଁ ଅନୁମତି ଦିଆଯିବ । ଶୁଦ୍ଧି…

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ପାଞ୍ଚ ଦିନ ପାଇଁ ଓଡିଶାର ଅନେକ ସ୍ଥାନରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବର୍ଷା ଓ ବଜ୍ରପାତ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ମେ ୩୧ରୁ ଜୁନ୍ ୧ ଯାଏଁ- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, ନୂଆପଡା, ବଲାଙ୍ଗୀର,…

ରାଜ୍ୟରେ ବଢିପାରେ ଲକ୍‌ଡାଉନ !

ଭୁବନେଶ୍ୱର: ପୂର୍ବ ଅପେକ୍ଷା ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା କମିଛି । ୯ଟି ଜିଲ୍ଲାରେ ଅଛି ୬୦ ଭାଗ କରୋନା କେସ୍ । ୫ଟି ଜିଲ୍ଲାରେ ପଜିଟିଭ୍ ରେଟ୍ ୫ ପ୍ରତିଶତ ତଳେ ରହିଛି । ୧୯ଟି ଜିଲ୍ଲାରେ ପିଜିଟିଭ୍ ରେଟ୍ କମୁଛି । ଟେଷ୍ଟିଂ ବଢିଥିବାରୁ ପଜିଟିଭ୍‌ଙ୍କ ସଂଖ୍ୟା କମିଛି ବୋଲି ଆଜି…

କୋଟିପତି ମହିଳା କିରାଣୀ ନିଲମ୍ବିତ

ନବରଙ୍ଗପୁର: ସାଧାରଣ ଜନତାଙ୍କଠାରୁ ରାଜସ୍ୱ ଭାବେ ସରକାର ଆଦାୟ କରୁଛନ୍ତି କୋଟିକୋଟି ଟଙ୍କା । ସେହି ରାଜସ୍ୱ ଟଙ୍କାକୁ ହରିଲୁଟ୍ କରି ମାଲାମାଲ୍ ହେଉଛନ୍ତି କିଛି ଅସାଧୁ ସରକାରୀ କର୍ମଚାରୀ । ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ଏଭଳି ଅଭିଯୋଗ ସାରା ଓଡିଶାରେ ଚହଳ ସୃଷ୍ଟି କରିଛି । ଡାବୁଗାଁ…

କରୋନାରେ ଭିମସାରର ବରିଷ୍ଠ ଡାକ୍ତରଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନା ସଂକ୍ରମଣରେ ଭିମସାରର ଜଣେ ବରିଷ୍ଠ ଡାକ୍ତର ପ୍ରଫେସର ଅନୁପ ଶତପଥୀଙ୍କର ଦେହାନ୍ତ ଘଟିଛି। ସମ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି। ସେ ଭିମସାରର ଦନ୍ତ ଚିକିତ୍ସା ବିଭାଗର ମୁଖ୍ୟ ଥିଲେ। ସୂତ୍ରରୁ ପ୍ରକାଶ ଯେ…

କରୋନା ଯୋଦ୍ଧାଙ୍କୁ ଭଦ୍ରକରେ ଭକ୍ତିପୁତ ଶ୍ରଦ୍ଧାଂଜଳୀ

ଭଦ୍ରକ: ସାରା ବିଶ୍ୱରେ କରୋନା କରିଛି କାୟା ବିସ୍ତାର । ଏଥିରୁ ବାଦ୍ ପଡିନି ଓଡିଶା । ଖାସ କରି ମହାମାରୀର ଦ୍ୱିତୀୟ ଲହରରେ ସବୁଠୁ ଅଧିକ ସାମ୍ବାଦିକ ତଥା କରୋନା ଯୋଦ୍ଧାଙ୍କ ଜୀବନହାନୀ ଘଟିଛି । ସମାଜ ତଥା ଦେଶ ପାଇଁ କର୍ତ୍ତବ୍ୟ ସମ୍ପାଦନ କରି ରାଜ୍ୟରେ ଏ ଯାବତ ୩୪ଜଣ ସାମ୍ବାଦିକଙ୍କୁ କରୋନା…

ପରଲୋକରେ ଗାୟକ ସମ୍ରାଟ୍ ପ୍ରହ୍ଲାଦ ସାହୁ

ଖୋର୍ଦ୍ଧା: ପରଲୋକରେ ବର୍ଷୀୟାନ ପାଲା ଗାୟକ ଗାୟକ ସମ୍ରାଟ୍ ପ୍ରହ୍ଲାଦ ସାହୁ । ଆଜି ଖୋର୍ଦ୍ଧା ସାରୁଅ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । କୋଭିଡ୍ ଗାଇଡ୍ ଲାଇନ…

ବାତ୍ୟାଞ୍ଚଳ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ବାତ୍ୟା ‘ୟାସ୍’ରେ ପ୍ରଭାବିତ ଓଡ଼ିଶାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ। ଏହି ସର୍ଭେ ଆକାଶ ମାର୍ଗରୁ କରାଯିବ। ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରେ…

କଟକ; ଏଣିକି ଘରୋଇ ଡାକ୍ତରଖାନାରେ ନେଇପାରିବେ କରୋନା ଟିକା; ଆଜିଠୁ ସ୍ଲଟ୍‌ ବୁକିଂ ଆରମ୍ଭ

କଟକ: କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) କଟକସ୍ଥିତ ୧୦ ଟି ଘରୋଇ ଡାକ୍ତରଖାନାରେ କରୋନା ଟିକାକରଣ ଆରମ୍ଭ ହୋଇଛି। ଏଥିପାଇଁ ଟିକା ନେବାକୁ ଚାହୁଁଥିବା ହିତାଧୀକାରୀମାନଙ୍କ ଲାଗି ଆଜି ରାତି ୯ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ୧୮ରୁ ୪୪ ବୟସ ବର୍ଗର ଯୋଗ୍ୟ ହିତାଧିକାରୀମାନେ…

ଓଡ଼ିଶାର ଏହି ସବୁ ଗାଁକୁ ଏଯାଏ ଛୁଇଁନି କରୋନା

ଗଜପତି / କୋରାପୁଟ / ନବରଙ୍ଗପୁର: ମହାମାରୀକୁ ୨ ବର୍ଷ ବିତି ଯାଇଥିଲେ ସୁଦ୍ଧା ଓଡିଶାର କିଛି ଗାଁକୁ ଏଯାଏ ଛୁଇଁପାରିନି କରୋନା। ଏଠାରେ ଏପର୍ଯ୍ୟନ୍ତ ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡା ପଞ୍ଚାୟତର ଚାରୋଟି ଗାଁର…