Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୂର ହେବ ଜଳକଷ୍ଟ

ସମ୍ବଲପୁର:ସମ୍ବଲପୁରକୁ ରାଜ୍ୟ ସରକାରଙ୍କ ୧୮୮ କୋଟିର ଭେଟି, ଦୂର ହେବ ଜଳକଷ୍ଟ । ରାଜ୍ୟ କ୍ୟାବିନେଟର ଏହି ସ୍ବତନ୍ତ୍ର ପ୍ଲାନ ପାଇଁ ଟେଣ୍ଡର ଅନୁମୋଦନ ଶେଷ ହୋଇଛି । ଏହି ଯୋଜନା ଦ୍ବାରା ଜିଲ୍ଲାର ସମସ୍ତ ଉପାନ୍ତ ଅଞ୍ଚଳକୁ ପର୍ଯ୍ୟାପ୍ତ ବିଶୁଦ୍ଧ ଜଳ ଯୋଗାଣ ହୋଇପାରିବ । ସମ୍ବଲପୁର ମହାନଗର…

ତ୍ରିଭେନ୍ଦ୍ରମ ଓ ମାଲଦା ଟାଉନ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ତ୍ରିଭେନ୍ଦ୍ରମ ଓ ମାଲଦା ଟାଉନ ମଧ୍ୟରେ ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ୦୬୧୮୫/୦୬୧୮୬ ତ୍ରିଭେନ୍ଦ୍ରମ-ମାଲଦା ଟାଉନ-ତ୍ରିଭେନ୍ଦ୍ରମ ସ୍ବତନ୍ତ୍ର ଟ୍ରେନ ତ୍ରିଭେନ୍ଦ୍ରମ ଠାରୁ ୨୭ ଏପ୍ରିଲ୍ ଏବଂ ମେ ୧ (ମଙ୍ଗଳବାର ଏବଂ ଶନିବାର) ଦିନ ସନ୍ଧ୍ୟା ଛଅ…

ରୋଗୀଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ସମ୍ପର୍କୀୟଙ୍କ ହଙ୍ଗାମା, ୪ ଗିରଫ

ଭବାନୀପାଟଣା: ସମ୍ପର୍କୀୟଙ୍କ ମୃତ୍ୟୁକୁ ନେଇ ହଙ୍ଗାମା କରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ସୋମବାର ଦିନ ଚାରି ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ସେମାନଙ୍କ ମଧ୍ୟରୁ ଜଣକୁ କୋଭିଡ ହସ୍ପିଟାଲକୁ ପଠାଯାଇଛି। ସ୍ଥାନୀୟ କମଠଣା କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତିଙ୍କର…

ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ଜୁଏଲ ଓରାମ

ଭୁବନେଶ୍ବର : ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ବିଜେପିର ଲୋକସଭା ସାଂସଦ ଜୁଏଲ ଓରାମ । ପୂର୍ବରୁ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଜୁଏଲ ଓରାମ । ତେଣୁ ସତର୍କତାମୂଳକ ପଦକ୍ଷେପ ଭାବେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଜୁଏଲ ଓରାମ । ସେ ଏବେ ସୁସ୍ଥ ଥିବା ମଧ୍ୟ…

ବ୍ରହ୍ମପୁର ସହରର ୪ଟି ସାହିକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା

ବ୍ରହ୍ମପୁର : ରାଜ୍ୟରେ ଏବେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ମହାମାରୀ ସ୍ଥିତି ସାଂଘାତିକ ହେଉଥିବା ବେଳେ, କଟକଣା ଲଗାଇଛନ୍ତି ସରକାର । ଏହି କ୍ରମରେ ଆଜି ବ୍ରହ୍ମପୁର ସହରର ୪ଟି ସାହିକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ବ୍ରହ୍ମପୁର ମହାନଗର ନିଗମ । ଏହି…

ଆଜି ବି ଅସହ୍ୟ ତାତି, ୪୦ ଡିଗ୍ରୀ ଉପରେ ୧୭ ସହର

ଭୁବନେଶ୍ବର : ପ୍ରବଳ ତାତିରେ ଆଉଟୁ ପାଉଟୁ ହେଲାଣି ସାରା ରାଜ୍ୟ । ଝାଞ୍ଜି ଖରାରେ ଜନଜୀବନ ହେଲାଣି ଅସ୍ତବ୍ୟସ୍ତ । ସୂର୍ଯ୍ୟଙ୍କ ପ୍ରବଳ ପ୍ରକୋପରେ ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୭ ସହର । ତେବେ ୪୩ ଡିଗ୍ରୀ ସହ ବୌଦ୍ଧ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଏନେଇ ସୂଚନା ଦେଇଛି…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୧୮୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ସଂଖ୍ୟା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୪୧୮୦ ଆକ୍ରାନ୍ତ । ସୁସ୍ଥ ହେବା ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଆଜି ଅନୁଗୁଳରୁ ସର୍ବାଧିକ ୬୪୭ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୫୨୧ ଜଣ ସୁସ୍ଥ ହୋଇଛନ୍ତି ।…

କାଲିଠୁ ୧ମରୁ ୮ମ ଶ୍ରେଣୀ ଆଡ଼ମିଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଓଡିଶାର ସମସ୍ତ ସରକାରୀ ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ଆଡମିଶନ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ କରୋନା ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ,…

ଭୁବନେଶ୍ବରରୁ ୭୦୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ବର । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୭୦୮ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୫୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୫୫୭ । ସେହିପରି ଆଜି ବିଏମସି ଅଞ୍ଚଳରୁ ସୁସ୍ଥ…

ଆସିଲା ପୋଷ୍ଟର୍‌, ରିିଲିଜ୍ ଅପେକ୍ଷାରେ “ଅରୁନ୍ଧତୀ”

ଭୁବନେଶ୍ୱର: କରୋନାର କରାଳ ରୂପରେ ବି ଚଳଚଂଚଳ ଓଲିଉଡ । ରିଲିଜ ଅପେକ୍ଷାରେ ଆକ୍ସନ୍ ଷ୍ଟାର ରାଜବୀର ଓ ଏଲିନାଙ୍କ ଅଭିନୀତ ପ୍ରଥମ ଓଡିଆ ଫିଲ୍ମ “ଅରୁନ୍ଧତୀ” । ଆଜି ଏହାର ପୋଷ୍ଟର ସାମ୍ନାକୁ ଆସିଛି । ରମେଶ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ରମେଶ ବାରିକ ।…