Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅର୍ଦ୍ଧେନ୍ଦୁ ହାତେଇଲେ ଶ୍ରେଷ୍ଠ ଅଭିନେତା ଖିତାବ

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ । ହେଲେ ଦିନେ ଏହି ନାଁ ବୋଧ ହୁଏ ସମସ୍ତଙ୍କ ପାଇଁ ଅଜଣା ଥିଲା । ଅର୍ଦ୍ଧେନ୍ଦୁଙ୍କର ନଥିଲେ କେହି ଗଡ୍ ଫାଦର୍ କି ସେ କୌଣସି ଷ୍ଟାର୍‌କିଡ୍ ବି ନୁହଁନ୍ତି । କେବଳ ନିଖୁଣ ଅଭିନୟ, ଅକ୍ଳାନ୍ତ ପରିଶ୍ରମ ଓ ସରଳ…

ଜନ୍ମମାଟିକୁ ଫେରିଲା ଜଗା, ଏସସିବିରୁ ଡିସଚାର୍ଜ ପରେ ଫୁଲବାଣୀ ଗଲା ଯୋଡାମୁଣ୍ଡ ଶିଶୁ, ମେଡିକାଲର ସ୍ୱତନ୍ତ୍ର…

କଟକ: ଫୁଲବାଣୀ ଗଲା ଜଗା । ଏସସିବି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଫୁଲବାଣୀ ଯାଇଛି ଯୋଡାମୁଣ୍ଡ ଶିଶୁ ଜଗା । ୧୦୮ ଆମ୍ବୁଲାନ୍ସ ଯୋଗେ ୨ ଜଣିଆ ସ୍ଵତନ୍ତ୍ର ଡାକ୍ତରୀ ଦଳ ଜଗାକୁ ନେଇ ଫୁଲବାଣୀ ଯାଇଛନ୍ତି । ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନରେ ଜଗାକୁ ରଖାଯାଇ ଚିକିତ୍ସା କରାଯିବ…

ପୁଣି ଲକଡାଉନ ହେବ କି ନାହିଁ, କାଲି ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ, ଜିଲାପାଳ ଓ ଏସପିଙ୍କ ସହିତ ସ୍ଥିତିର କରିବେ…

ଭୁବନେଶ୍ଵର: ରାଜ୍ୟକୁ ପୁଣି ଘାରିଲାଣି କରୋନା ଭୟ । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ସ୍ଥିତି ବିଗୁଡୁଥିବା ବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।…

ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧୀ ଛାଟ, ୪ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁ‌ଷ୍ଠାନ

ଭୁବନେଶ୍ୱର: ୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କଠାରେ ପୁଣି ବାଜିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧୀ ଛାଟ । ସେମାନଙ୍କ ବିରୋଧରେ ଆଜି ଦୃଢ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯାଇଛି । ଏହି ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା ବେଳେ ଆଉ…

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ, ବ୍ରହ୍ମପୁର ମେଡିକାଲ କଲେଜରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗକୁ…

ଭୁବନେଶ୍ୱର: ଦକ୍ଷିଣ ଓଡିଶାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ବର୍ତ୍ତମାନ ବ୍ରହ୍ମପୁରରେ ଅତ୍ୟାଧୁନିକ ସୁପର ସ୍ପେଶାଲିଟି ଚିକିତ୍ସା ସୁବିଧା ଉପଲବ୍‌ଧ ହେବ । ବ୍ରହ୍ଣପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ  ହସ୍‌ପିଟାଲରେ…

୪୫କୁ ବୃଦ୍ଧି ପାଇଲା XIMBରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସଂଗ୍ରହ କରାଯାଉଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା । ଆଜି ସକାଳ ସୁଦ୍ଧା ଏହି ଶିକ୍ଷାନୁଷ୍ଠାନରେ ୨୩ ଜଣ…

ବଢୁଛି କରୋନା ସଂକ୍ରମଣ, ସତର୍କ ହେଲା ଗଞ୍ଜାମ ଜିଲ୍ଲା ପ୍ରଶାସନ, ସୁରଟ ଓ ମୁମ୍ବାଇରୁ ଗଞ୍ଜାମକୁ ଫେରିଲେ ୭ ଦିନ…

ଗଞ୍ଜାମ: ସ୍ଥିତି ଆଗକୁ ଆହୁରୀ ଭୟଙ୍କର ହେବା ଆଗରୁ ସତର୍କ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ ଜିଲ୍ଲା ପ୍ରଶାସନର କଡ଼ା ନଜର ରଖିଛି । ଏହାସହ ଜିଲ୍ଲାକୁ ବାହାର ଅଞ୍ଚଳରୁ ଆସିଲେ RTPCR ଟେଷ୍ଟ ନେଗେଟିଭ…

ଓଡ଼ିଶାରେ ପ୍ରଥମ ଲକଡାଉନକୁ ପୂରିଲା ବର୍ଷେ, ଗତବର୍ଷ ଆଜିର ଦିନରେ ୫ଜିଲ୍ଲା ଓ ୮ ସହରରେ ଲାଗିଥିଲା କଟକଣା

ଭୁବନେଶ୍ୱର: କୋଭିଡ୍ ମହାମାରୀ ବିରୋଧରେ ମହା ଅଭିଯାନରେ ପ୍ରଥମ ରାଜ୍ୟ ଭାବରେ ଦେଶରେ ଲକଡାଉନ୍ ଘୋଷଣା କରିଥିଲା ଓଡ଼ିଶା । ଗତବର୍ଷ ଆଜିର ଦିନରେ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିଲା । ୫ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାକୁ ଲକଡାଉନ୍ କରାଯାଇଥିଲା ।…

କାଲି ରାଷ୍ଟ୍ରପତି କଲେ ଲୋକାର୍ପିତ, ଆଜି ସ୍ଥାନୀୟ ଲୋକଙ୍କ ଭଙ୍ଗାରୁଜା

ରାଉରକେଲା: ଇସ୍ପାତ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକାର୍ପିତ କରିଥିବା ବେଳେ ଆଜି ସେଠାରେ ଉତ୍ତେଜନା ଦେଖାଦେଇଛି । ହସ୍ପିଟାଲରେ କେହି ଡାକ୍ତର ଓ ନର୍ସ ନ ଥିବା ଦର୍ଶାଇ କିଛି ସିଟୁ, ସିପିଆଇଏମ୍‌, ବିଜେଡି କର୍ମୀ ଓ ସ୍ଥାନୀୟ ଲୋକେ ଆଜି ଏଠାରେ…

ଦୋଳ ପୂର୍ଣ୍ଣିମା କଟକଣା: ବିମାନ ଯାତ୍ରାରେ ୬ ଜଣଙ୍କୁ ଅନୁମତି, ଶୋଭାଯାତ୍ରା ଓ ସାଉଣ୍ଡ ସିଷ୍ଟମ୍ ମନା

ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ଏବର୍ଷ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପାଳନ ହେବ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ । ଦୋଳ ବିମାନ ଧରିବା ପାଇଁ ସର୍ବାଧିକ ୬ଜଣ ବ୍ୟକ୍ତିଙ୍କୁ ଅନୁମତି ମିଳିଛି । ଯାତ୍ରାରେ ସାମିଲ ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ । ଦୋଳ ବିମାନ ଶୋଭାଯାତ୍ରା ଉପରେ…