Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହାତ୍ମାଗାନ୍ଧିଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂରଣ, କାଲି ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା

ଭୁବନେଶ୍ବର : ଆସନ୍ତାକାଲି ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂରଣ ହେବ । ଏହି ଅବସରରେ ଆସନ୍ତାକାଲି ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା । ଏଥିପାଇଁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରି ଗୃହରେ ସ୍ବତନ୍ତ୍ର ଆଲୋଚନା ହେବ । ଏନେଇ ବାଚସ୍ପତି…

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଫରେଷ୍ଟ ଗାର୍ଡଙ୍କ ଠାରୁ ନେଉଥିଲେ ଲାଞ୍ଚ

ନୟାଗଡ଼: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର । ନୟାଗଡ଼ ଛେମୁଣ୍ଡିଆ ସେକ୍ସନରେ ବନ୍ୟପ୍ରାଣୀ ଫରେଷ୍ଟର ବାବେ କାର୍ଯ୍ୟ କରୁଥିବା ଗୋଲେଖ ବିହାରୀ ବେହାରଙ୍କୁ ଭିଜିଲାନ୍ସ ଧରିଛି । ଗୋଲେଖ ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଛେମୁଣ୍ଡିଆ ଫରେଷ୍ଟ…

ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ୨ ମୃତ

ଯାଜପୁର : ଯାଜପୁର କୁଆଖିଆ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଆମ୍ବୁଲାନ୍ସ ଡ୍ରାଇଭର ମାନସ ରଞ୍ଜନ ସିଂ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ପରିଚୟ…

ପୁରୁଣା ବସ୍ କିଣେଇ ଦେବେ କହି ଠକି ନେଇଥିଲେ ସାଢ଼େ ୫ ଲକ୍ଷ ଟଙ୍କା

କଟକ: ବେଙ୍ଗଳୁରୁରେ ବିକ୍ରି ହେଉଛି ପୁରୁଣା ବସ୍ । ଦାମ୍ ମାତ୍ର ସାଢ଼େ ୫ ଲକ୍ଷ ଟଙ୍କା । ଏମିତି ବିଶ୍ୱାସ ଜନ୍ମାଇ ଠକ ଜଣଙ୍କ କଟକର ପ୍ରକାଶ ଚନ୍ଦ୍ର ନାୟକଙ୍କ ଠାରୁ ସାଢ଼େ ୫ ଲକ୍ଷ ଟଙ୍କା ନେଇ ଯାଇଥିଲେ । ବସ୍ ତ ବସ୍ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲା ଅଭିଯୁକ୍ତ । ୨୦୧୮ ମସିହାରେ…

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ, PMAYରେ ୧୩.୯୫ ଲକ୍ଷ ହିତାଧିକାରୀଙ୍କୁ…

ନୂଆଦିଲ୍ଲୀ: ସୋମବାର ବିଜେଡି ସାଂସଦ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ସାଧବୀ ନିରଞ୍ଜନ ଜ୍ୟୋତିଙ୍କୁ ଭେଟିଛନ୍ତି । ଗ୍ରାମାଞ୍ଚଳରେ ସମସ୍ତଙ୍କୁ ବାସଗୃହ ଲାଗି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆୱାସ୍ ଯୋଜନା କରିଛନ୍ତି । ବିଶେଷକରି ଗ୍ରାମାଞ୍ଚଳରେ ଆର୍ଥିକ ଦୁର୍ବଳ ଘର ନଥିବା…

ଖଣିଜ ଚୋରା କାରବାରରେ ସମ୍ପୃକ୍ତି ଅଭିଯୋଗରେ ୬ ଗିରଫ

କେନ୍ଦୁଝର : ବଡ଼ବିଲ ପୋଲିସକୁ ବଡ଼ ସଫଳତା । ଦୁଇ ଖଣିଜ ମାଫିଆ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏଥିସହ ୪ଟି ଟ୍ରେଲର, ଗୋଟିଏ ଲୋଡ଼ର ମେସିନ୍ ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ବଡ଼ବିଲ ପୋଲିସ୍ । ତେବେ ଏହି ଘଟଣାରେ ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି । ସୂଚନା…

ତିନି ଦିନିଆ ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି

ଭୁବନେଶ୍ବର : ତିନି ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି । ଏହି ଅବସରରେ ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିନି ଦିନିଆ ଓଡ଼ିଶା…

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନେଇ ଚିନ୍ତା ବଢୁଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନର ନିଦ ହଜିଲାଣି । କିନ୍ତୁ ଏସବୁ ଭିତରେ ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮୨ କରୋନା ଆକ୍ରାନ୍ତ । ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । କଟକ ଓ ସୁନ୍ଦରଗଡ଼ରୁ ୧୩ ଜଣ…

ଭୁବନେଶ୍ବରକୁ କରୋନା ଚିନ୍ତା, କଡ଼ାକଡ଼ି ହେବ କଟକଣା

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନେଇ ବଢ଼ିଲା ଚିନ୍ତା । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏବେ କଡ଼ାକଡ଼ି ହେବ କଟକଣା । ଏହି କ୍ରମରେ ଓଡ଼ିଶାରେ ପୁଣି ଶହେ ଅତିକ୍ରମ କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ କରୋନାକୁ ନେଇ ବଢ଼ିଛି ରାଜଧାନୀର ଭୁବନେଶ୍ବରର ଚିନ୍ତା । ଆକ୍ରାନ୍ତଙ୍କ…

ଜିଲ୍ଲା କୋଭିଡ୍ ମୁକ୍ତ ତଥାପି ମାଲକାନଗିରିରେ କାହିଁକି ଲାଗୁ ହେଲା ରାତ୍ରୀକାଳୀନ କର୍ଫ୍ୟୁ ?

ମାଲକାନଗିରି: ଲାଗୁ ହେଲା ନାଇଟ୍ କର୍ଫ୍ୟୁ । ମାଲକାନଗିରି ଜିଲ୍ଲାରେ ଆସନ୍ତାକାଲି ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ମାର୍ଚ୍ଚ ୨୩ ତାରିଖ ରାତିରୁ ମାର୍ଚ୍ଚ ୩୧ ତାରିଖ ଯାଏ ରାତ୍ରୀକାଳୀନ କର୍ଫ୍ୟୁ ନେଇ ମାଲକାନଗିରି…