Latest Odisha News

BREAKING NEWS

Browsing Category

ଓଡିଶା

Odisha

ରେଳ ବଜେଟକୁ ନୈରାଶ୍ୟଜନକ କହିଲା ବିଜେଡି

ଭୁବନେଶ୍ୱର: ରେଳ ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ରେଳ ବଜେଟ ନୈରାଶ୍ୟଜନକ କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି, ରେଳ ବଜେଟରେ ଓଡ଼ିଶା ପାଇଁ କୌଣସି ନୂଆ ପ୍ରକଳ୍ପ ଘୋଷଣା ହୋଇନି । ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ଦେଇଥିବା ଅର୍ଥ ଘୋଷଣା…

ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ ଅଭିମୁଖେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଝାରପଡା ଜେଲରୁ ବ୍ରହ୍ମପୁର ଜେଲକୁ ନେଇଛି ପୋଲିସ । ଏସଡିଜେଏମ୍ କୋର୍ଟଙ୍କ ଅନୁମତି କ୍ରମେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ସ୍ବତନ୍ତ୍ର ଏସକର୍ଟ ଟିମ୍ ଭୁବନେଶ୍ବର ଝାରପଡା ଜେଲ୍‌ରୁ ବ୍ରହ୍ମପୁର ଏସଡିଜେଏମ୍…

ଜଣଙ୍କ ଘରୁ ୩ ପେଟି ଡିନାମାଇଟ୍ ଜବତ, ଆନ୍ଧ୍ରରୁ ଆସିଥିଲା ବିସ୍ଫୋରକ 

ସୋର: ବିପୁଳ ପରିମାଣର ଡିନାମାଇଟ୍‌ ଜବତ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ବାଗୁଡରେ ଖଞ୍ଜାମାହେଲ ଖାଦନରୁ ଜବତ ହୋଇଛି । ସେପଟେ ଡିନାମାଇଟ୍‌ ରଖିଥିବା ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ସୋର ବାଗୁଡି ଖଞ୍ଜାମାହେଲ ଖାଦାନରେ ବେଆଇନ ଭାବେ ଡିନାମାଇଟ୍‌…

ଆଜି ରାଜ୍ୟରୁ ୮୭ କରୋନା ପଜିଟିଭ୍, ସୁନ୍ଦରଗଡ଼ରୁ ୨୬ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ଶହେରୁ କମ୍ ସଂକ୍ରମିତ ବାହାରୁଛନ୍ତି । ଗତ ୨୪ଘଣ୍ଟାରେ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୮୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୩୬ଟି । ସୁନ୍ଦରଗଡ଼ ଜିଲ୍ଲାରୁ…

ରମାଦେବୀ ଛାତ୍ରୀ ମୃତ୍ୟୁ ମାମଲା: ଜବତ ହେଲା ସ୍କୁଟି, ମିଳିନି ଝରାଫୁଲଙ୍କ ମୋବାଇଲ୍ ଫୋନ୍

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଏଯାଏ ହଟିନି ପରଦା । ଗିରଫ ବୟଫ୍ରେଣ୍ଡ ରାକେଶ ସ୍ୱାଇଁଙ୍କୁ ରିମାଣ୍ଡରେ ନେଇ ତଥ୍ୟ ହାସଲ କରୁଛି ଯାଜପୁର ପୋଲିସ । ଏହାରି ଭିତରେ ଆଜି ମିଳିଛି ସ୍କୁଟି । ସେହି ସ୍କୁଟିରେ ଝରାଫୁଲଙ୍କ ମୃତଦେହ ନେଇ ଯାଜପୁରରେ ଫିଙ୍ଗିଥିଲା ରାକେଶ ଓ…

ଥରାଉଛି ଲେଡ଼ଟାଣି ଜାଡ଼: ଜି.ଉଦୟଗିରରେ ୩ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର:ଶୀତରେ ଥରୁଛି ଓଡ଼ିଶା । ରାଜ୍ୟକୁ ଫେରିଛି ଜାଡ଼ । ଗତକାଲି ରାଜ୍ୟର ୯ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସରୁ କମ୍ ରେକର୍ଡ କରାଯାଇଛି । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଫୁଲବାଣୀ, ବଲାଙ୍ଗିର ଓ ଝାରସୁଗୁଡ଼ାରେ ଶୀତ ଲହରି । ରାଜ୍ୟରେ ସବୁଠୁ…

ରାସ୍ତାକଡ଼ରେ ପଡ଼ିଛି ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଶରୀର ପଡ଼ିଛି । ମୁଣ୍ଡ ନାହିଁ । ରାସ୍ତାକଡ଼ରୁ ଉଦ୍ଧାର ହେଲା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ।     ଭୁବନେଶ୍ୱର ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଦାସପୁର ରାସ୍ତାକଡରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମିଳିନି ମୃତ ମହିଳାଙ୍କ ପରିଚୟ । ରାସ୍ତା କଡ଼ରେ ଯାଆସ…

ମାସିକ ସାହିତ୍ୟ ପତ୍ରିକା ସମାରୋହର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର : ସାହିତ୍ୟ ସେବକ ଦୁର୍ଗା ମାଧବ ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ଏବଂ ମାସିକ ସାହିତ୍ୟ ପତ୍ରିକା "ସମାରୋହ"ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସାହିତ୍ୟିକା ମନୋରମା ମହାପାତ୍ର ସଭାପତିତ୍ୱ କରି କହିଛନ୍ତି ଯେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାହିତ୍ୟ…

ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ଆଜି ହାଜର ହେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ଆଜି ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ହାଜର ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ନିଆଯିବ ବ୍ରହ୍ମପୁର । ଟାଟାରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ତାଙ୍କୁ ରିମାଣ୍ଡରେ ନେଇପାରେ ଗୋଳନ୍ଥରା ଥାନା ପୋଲିସ…

ରେଳ ବଜେଟରେ ଓଡିଶାକୁ ୫୫୨୮ କୋଟି ଟଙ୍କା

ଭୁବନେଶ୍ୱର: ୨୦୨୧-୨୨ ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୫ହଜାର ୫୨୮ କୋଟି ଟଙ୍କା । ଏହା ଭିତରେ ନୂଆ ରେଳପଥ, ଗେଜ୍ ପରିବର୍ତ୍ତନ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ରହିଛି । ଚଳିତ ବଜେଟରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ୨୮୯ କିଲୋମିଟର ରେଳପଥ ନିର୍ମାଣ ପାଇଁ ହଜାରେ ୫୦ ଲକ୍ଷ ଅନୁଦାନ ମିଳିଛି ।…