Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆନ୍ଧ୍ରର ଦାଦାଗିରି : କୋଟିଆର ୩ଟି ପଞ୍ଚାୟତରେ କରୁଛି ନିର୍ବାଚନ

କୋରାପୁଟ : ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି । ଗୋଟିଏ ପଟେ ଓଡ଼ିଶା ସରକାରଙ୍କ ବିକାଶ ଧାରା ଆଗେଇ ଚାଲିଥିବା ବେଳେ, ଆନ୍ଧ୍ର ସରକାର ସହି ନପାରି କୋଟିଆର ୩ଟି ପଞ୍ଚାୟତରେ କରୁଛି ନିର୍ବାଚନ । ଏହାକୁ ସ୍ଥାନୀୟ ଜନପ୍ରତିନିଧି ପ୍ରବଳ ବିରୋଧ କରିବା ସହ ନିର୍ବାଚନକୁ ପ୍ରଶ୍ରୟ ଦିଆଯିବ ନାହିଁ…

କୋର୍ଟରେ ହାଜର ପରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଗଲେ ଗୋପାଳପୁର ବିଧାୟକ

ବ୍ରହ୍ମପୁର : କୋର୍ଟରେ ହାଜର ପରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କୋର୍ଟରେ ହାଜର ହୋଇ ଅସୁସ୍ଥତା ଥିବା କହିଥିଲେ ପ୍ରଦୀପ । ତେଣୁ ତାଙ୍କୁ ବ୍ରହ୍ମପୁର ବଦଳରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଉ ବୋଲି କୋର୍ଟଙ୍କୁ ନିବେଦନ କରିଥିଲେ ବିଧାୟକ…

ପବିତ୍ର ମାଘ ସପ୍ତମୀ; ବୁଡ଼ ଲାଗି ପ୍ରଶାସନର କଟକଣା ଜାରି

କୋଣାର୍କ: କର‌ୋନା ମହାମାରୀକୁ ଦୃଷ୍ଟିରେ ରଖି କୋଣାର୍କ ନିକଟ ଚନ୍ଦ୍ରଭାଗା ବେଳାଭୂମିରେ ପବିତ୍ର ମାଘ ସପ୍ତମୀରେ ବୁଡ଼ ପକାଇବା ନ‌େଇ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଜିଲ୍ଲା ପ୍ରଶାସନ ସହ ଏକ ବୖ‌େଠକ ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇ କହିଛନ୍ତି ଯେ ଏଥିପାଇଁ କେବଳ…

ଓଡ଼ିଶା କ୍ୟାଡରର ୨ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରରେ ମିଳିବ ଏଡିଜି ପାହ୍ୟା

ଭୁବନେଶ୍ୱର: ଓଡିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ସମେତ ସାରା ଦେଶରୁ ୧୩ ଜଣ କେନ୍ଦ୍ରୀୟ ଡେପୁଟେସନରେ ଗଲେ ମିଳିବ ଏଡିଜି ପାହ୍ୟା । ଏଡିଜି ପାହ୍ୟାକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି । ଓଡିଶା କ୍ୟାଡରର ଏହି ଦୁଇ ଅଧିକାରୀ ହେଲେ ସୁଧାଂଶୁ ଷଢଙ୍ଗୀ ଓ…

ପର୍ଯ୍ୟଟକଙ୍କ ପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ହେଲା ହେଲପ ଲାଇନ ନମ୍ବର

ପୁରୀ: ପୁରୀ କୁ ଆସୁଥିବା ସମସ୍ତ ପର୍ଯ୍ୟଟକ କିଭଳି ସୁରକ୍ଷିତ ରହିବେ ସେ ନେଇ ପୋଲିସ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ୱର ଜାରି କରାଯାଇଛି। ଏହି ନମ୍ବରଟି ହେଉଛି ୬୩୭୦୯୬୭୧୦୦ । ଏଠାକୁ ଆସୁଥିବା ପର୍ଯ୍ୟଟକ କୌଣସି ଅସୁବିଧାରେ ପଡିଲେ ଏହି ନମ୍ବରରେ କଲ କରି ଜଣାଇ ପାରିବେ । ଏହି ନମ୍ବର ୨୪ ଘଣ୍ଟା…

ପାଳ ଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ

ରାୟଗଡ଼ା: ପାଳ ଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକରିସ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ଦୁଇ ଜଣ ଶିଶୁ ହେଲେ ୫ ବର୍ଷର କୁମାରୀ ମାଝୀ ଏବଂ ୩ ବର୍ଷର ବିଦ୍ୟା ମାଝୀ । ମିଳିଥିବା ସୂଚନା ଅନୁସାରେ ଗୁରୁବାର ମଧ୍ୟାହ୍ନ ସମୟରେ ଦୁ​‌​‌ର୍ଯ୍ୟାେଧନ…

ଡେଡ୍ ଲାଇନ:୨୦୨୩ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ, ବିସ୍ଥାପିତଙ୍କୁ ମିଳିବ ଉଚିତ ଥଇଥାନ ଓ…

ବଲାଙ୍ଗିର: ଅତି ଶୀଘ୍ର ସମ୍ପୂର୍ଣ୍ଣ ହେବ ବଲାଙ୍ଗୀର ଜିଲ୍ଲାର ଲାଇଫ ଲାଇନ ପ୍ରକଳ୍ପ ଲୋୟର ସୁକତେଲ । ଦିଆଗଲାଣି ଡେଡ୍ ଲାଇନ । ଆଗାମୀ ୨୦୨୩ ସୁଦ୍ଧା କାମ ସମ୍ପୁର୍ଣ୍ଣ କରିବାକୁ ନିର୍ଦେଶ ମିଳିସାରିଛି । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ବିସ୍ଥାପିତଙ୍କ ସମସ୍ୟାର ସମାଧାନ ସହ କାମକୁ…

ବନ୍ଦ କ୍ରସରରୁ ଆଇରନ ଚୋରି ଉଦ୍ୟମ ବିଫଳ

ବାଂଶପାଳ: ବନ୍ଦ ଥିବା କ୍ରସରରୁ ଆଇରନ ଚୋରି  ଉଦ୍ୟମ ବିଫଳ ହୋଇଛି । କ୍ରସର ଚୋରି କରିବା ସମୟରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ୬ଟି ଗାଡି ଅଟକ ରହିଥିବା ଜଣାପଡ଼ିଛି । ସଦର ଥାନା ଅନ୍ତର୍ଗତ ବାୟାକୁମୁଟିଆ ଗୋପାଳ ସାହି ଠାରେ ଏକ ବ୍ୟାଙ୍କ କବଜାରେ ଥିବା ବନ୍ଦ କ୍ରସରରୁ ଗତ ରାତ୍ରିରେ କିଛି ଲୋକ…

ବିମାନବନ୍ଦର ସ୍ଥାପନ ନେଇ ସପ୍ତମ ପଥପ୍ରାନ୍ତ ସଭା

ବ୍ରହ୍ମପୁର: ବ୍ରହ୍ମପୁର ଆଂକୁଲି ଛକଠାରେ ସପ୍ତମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ବ୍ୟାନେର ଦସ୍ତଖତ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିମାନ ବନ୍ଦର ସ୍ଥାପନ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଛି ।  ବ୍ରହ୍ମପୁରଠାରେ ବିମାନ ବନ୍ଦର ସ୍ଥାପନ ନେଇ…

କଟକ ମଙ୍ଗୁଳି ଛକରୁ ଗଞ୍ଜେଇ ଜବତ, ୨ ଗିରଫ

କଟକ: ବୌଦ୍ଧରୁ ବାଲେଶ୍ୱର ଗଞ୍ଜେଇ ଚାଲାଣ ବେଳେ କଟକ ମଙ୍ଗୁଳି ଛକରୁ ଧରାପଡ଼ିଲା । ଜବତ ହୋଇଛି ବିପୁଳ ପରିମାଣରେ ଗଞ୍ଜେଇ । ୧୦୫ କେଜି ଗଞ୍ଜେଇ ଜବତ କରିଛି କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ । ଏହି ଘଟଣାରେ ଦୁଇ ଜଣଙ୍କ ଗିରଫ କରାଯାଇଛି । କାର୍ ବି ଜବତ ହୋଇଛି । ଆଜି କୌଣସି ସୂତ୍ରରୁ ଅବକାରୀ…