Latest Odisha News

BREAKING NEWS

Browsing Category

ଓଡିଶା

Odisha

ଝରାଫୁଲ ଡେଥ ମିଷ୍ଟ୍ରି; ଶେଷଦିନ ରିମାଣ୍ଡରେ ରାକେଶ, ଆଜି ଖୋଲିପାରେ ସସପେନ୍ସ

ଯାଜପୁର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଆଜି ଖୋଲିବକି ସସପେନ୍ସ। ଘଟଣାକୁ ୮ ଦିନ ବିତି ଯାଇଥିଲେ ବି ଘଟଣାରେ ଏଯାଏଁ କୌଣସି ସ୍ପଷ୍ଟତା ଆସିନାହିଁ। ଝରାଫୁଲ ମୃତ୍ଯୁ ମାମଲାର ମୁଖ୍ଯ ଅଭିଯୁକ୍ତ ରାକେଶର ରିମାଣ୍ଡ ଅବଧି ମଧ୍ୟ ଆଜି ଶେଷ ହେଉଛି । ୩ ଦିନିଆ…

କୋରାପୁଟରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ 

କୋରାପୁଟ: କୋରାପୁଟ ଲମତାପୁଟରୁ ପୁଣି ଜବତ ହୋଇଛି ଗଞ୍ଜେଇ। ଗତ ରାତିରେ ପେଟ୍ରୋଲିଂ ରାତ୍ର ସମୟରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ । ଏହା ସହ ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ବୋଲେର ପିକପ ଭ୍ୟାନକୁ ମଧ୍ୟ ପୁଲିସ ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ପାର୍ସଲ୍‌ ଟ୍ରେନ ଧକ୍କାରେ ୨ ହାତୀ ମୃତ  

ରାଉରକେଲା: ରାଉରକେଲା ଠାରୁ ପ୍ରାୟ ୩୦ କିମି ଦୂରରେ ଅବସ୍ଥିତ ହାଓଡ଼ା-ମୁମ୍ବାଇ ରେଳମାର୍ଗର ନିକଟରେ ପାର୍ସଲ୍‌ ଟ୍ରେନ ଧକ୍କା ଦେବାରୁ ଦୁଇଟି ହାତୀଙ୍କର ମୃତ୍ୟୁ ଘଟିଛି। ହାତୀଙ୍କ ସହ ଧକ୍କାଖାଇବା ପରେ ଉକ୍ତ ପାର୍ସଲ୍‌ ଟ୍ରେନର ଦୁଇଟି ବଗି ଧାରଣାଚ୍ୟୁତ ହୋଇଯାଇଥିବା ସୂଚନା। ଗତକାଲି…

ଅନୁଗୁଳରୁ ଜବତ ହେଲା ଚୋରା କୋଇଲା ଟ୍ରକ; ୮ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବ୍ୟାପକ ଚୋରା କୋଇଲା ଖଣି ଥିବା ସହିତ ସେଥିରୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରା କୋଇଲା ଚାଲାଣ କରାଯାଉଥିବା ସୂଚନା ମିଳିଛି । ଛେଣ୍ଡିପଦା ଥାନା ବାହାଳସାହି ଅଞ୍ଚଳରେ ଏହି କୋଇଲା ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ।…

ରଜରେ ରିଲିଜ ହେବ ‘ଚୁମ୍‌କି’

ଭୁବନେଶ୍ୱର: ଖୋଲିଗଲାଣି ସିନେମା ହଲ । ଦର୍ଶକ ବି ଶହେ ପ୍ରତିଶତ ବସିବା ପାଇଁ ଅନୁମତି ମିଳିଲାଣି । ଏବେ ଅପେକ୍ଷା ବଡ ସିନେମାକୁ । ଏହାକୁ ଦୃଷ୍ଟି ରଖି ରଜରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ଚୁମ୍‌କି-ସେ ତ ପାଣିରେ ବୁଡିବ ନାହିଁ କି’ । ଭଦ୍ରା ମୋଶନ ଷ୍ଟୁଡିଓ ନିବେଦିତ ତଥା ଉପହାର…

ଭାଉଜକୁ ଶିଳପୁଆରେ ଛେଚି ହତ୍ୟା କଲା ଦିଅର

ଅନୁଗୁଳ : ଅନୁଗୁଳ ସଦର ଥାନା ସୁସୁଡା ଗାଁରେ ଅଭାବନୀୟ ଘଟଣା । ଭାଉଜକୁ ଶିଳପୁଆରେ ଛେଚି ହତ୍ୟା କଲା ଦିଅର । ଏହା ପରେ ଅଭିଯୁକ୍ତ ସୁବାସ ଭୋଇ ଅନୁଗୁଳ ଥାନାରେ ଆତ୍ମସମର୍ପଣ କରିଛି । ସୂଚନା ଅନୁସାରେ ସୁସୁଡା ସ୍କୁଲ ସମ୍ମୁଖରେ ରହୁଥିବା ସଙ୍ଗୀତା ଭୋଇଙ୍କ ସ୍ୱାମୀ ନୀଳମଣି ବ।।ହାରକୁ କାମ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେଲ୍‌ର ଅଧ୍ୟକ୍ଷ

ଭୁବନେଶ୍ୱର: ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ସୋମା ମଣ୍ଡଳ ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦୁହିଁଙ୍କ ମଧ୍ୟରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଜିଲ୍ଲାରେ ସେଲ୍ ଅଧିକରୁ ଅଧିକ ସିଏସଆର କାର୍ଯ୍ୟକ୍ରମ କରିବା…

ଚାଷୀଙ୍କ ଦୁଃଖ ବୁଝିଲେ ସଂଜୟ ଦାସବର୍ମା

ନବରଙ୍ଗପୁର: ଚାଷୀ ଙ୍କୁ କଥା ଦେଇ କଥା ରଖିଲେ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାସବର୍ମା । ଗତକାଲି ନବରଙ୍ଗପୁର ସ୍ଥିତ RMC ପରିସର ରେ କୃଷକ ସୂଚନା କେନ୍ଦ୍ର ର ଉଦଘାଟନ ସମୟରେ ମଣ୍ଡିରୁ ଧାନ ଉଠିବା ଦାବି ରେ ଧାରଣା ରେ ବସିଥିଲେ ଶହ ଶହ ଚାଷୀ । ଆଉ ଚାଷୀଙ୍କୁ ସମର୍ଥନ ଜଣେଇ ଧାରଣାରେ ସାମିଲ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟାଙ୍କ ଗଞ୍ଜାମ ଜିଲ୍ଲା ପରିଦର୍ଶନ

ଭୁବନେଶ୍ବର : ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟ ଗୁଡ଼ିକରେ ସମୀକ୍ଷା କରାଯାଇଛି । ଏସପିଡି ଲିଙ୍ଗରାଜ ପଣ୍ଡା ଓ ଅଧିକାରୀଙ୍କ ଉପସ୍ଥିତିରେ ସ୍କୁଲ ଖୋଲିବା ନେଇ ସମୀକ୍ଷା କରିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁ…

କଟକ-ପୁରୀ ବାଇପାସ୍‌ ରୋଡରେ ଏଲ୍‌ଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚମକିଲା କଟକ-ପୁରୀ ବାଇପାସ୍‌ ରୋଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ବରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍‌ ରୋଡରେ ଏଲ୍‌ଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି । ଏହି ଆଲୋକୀକରଣ ବ୍ୟବସ୍ଥା…