Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆରମ୍ଭ ହେଲା ‘ସୁଦକ୍ଷ’ କାର୍ଯ୍ୟକ୍ରମ, ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି ଦକ୍ଷତା ବଢ଼ାଇବାକୁ ଅଭିନବ ପଦକ୍ଷେପ

ସୁନ୍ଦରଗଡ଼: ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି ଦକ୍ଷତା ବଢ଼ାଇବାକୁ ପ୍ରୟାସ । ଆରମ୍ଭ ହୋଇଛି ‘ସୁଦକ୍ଷ’ କାର୍ଯ୍ୟକ୍ରମ । ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ସୁଦକ୍ଷ’ କାର୍ଯ୍ୟକ୍ରମ ।…

ଦାବି ସତ୍ବେ ରାଉରକେଲା ବିମାନଘାଟିରୁ ଦୈନିକ ଆରମ୍ଭ ହୋଇପାରିନାହିଁ ବିମାନ ସେବା

ରାଉରକେଲା: ପ୍ରତିଶ୍ରୁତି ପାଲଟୁଛି ପାଣିର ଗାର । ବାରମ୍ବାର ଦାବି ସତ୍ବେ ରାଉରକେଲା ବିମାନଘାଟିରୁ ଦୈନିକ ଆରମ୍ଭ ହୋଇପାରିନାହିଁ ବିମାନ ସେବା । ଗତ ତିନି ବର୍ଷ ହେଲା ଉଡାନ ଯୋଜନା ଆରମ୍ଭ ହେବ ବୋଲି ବାରମ୍ବାର ପ୍ରତିଶୃତି ଦିଆଯାଉଛି । ହେଲେ ଆଜି ପର୍ଯ୍ୟନ୍ତ ବିମାନ ଚଳାଚଳ ଆରମ୍ଭ…

ଚମକିବ ପୁରୀ ଭୁବନେଶ୍ବର ବାଇପାସ୍, ଆସନ୍ତାକାଲି ଆଲୋକୀକରଣକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଲୋକରେ ଚମକିବ ପୁରୀ ଭୁବନେଶ୍ବର ବାଏପାସ୍ । ଆଲୋକିତ ହେବ ୧୨ କିଲୋମିଟର ମୁଖ୍ୟ ରାସ୍ତା । ଉପକୃତ ହେବେ ଏକାମ୍ର, ମଧ୍ୟ, ଉତ୍ତର ଓ ଜୟଦେବ ଭୁବନେଶ୍ବର ବାସିନ୍ଦା । ବୁଧବାରଠାରୁ ୧୨ କିଲୋମିଟର ବିସ୍ତୃତ ଏହି ରାସ୍ତା ଆଲୋକରେ ଝଲସିବ । ଆସନ୍ତାକାଲି ସଂଧ୍ୟା ୫ଟାରେ…

ପାରାଦୀପ ବ୍ୟାଙ୍କରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଗାୟବ

ପାରାଦୀପ: ପାରଦୀପ ନିକଟସ୍ଥ ପାରାଦୀପ ଗଡ଼ ବଜାରରେ ଥିବା ୟୁନିୟନ ବ୍ୟାଙ୍କରୁ ୧୪ ଲକ୍ଷ ୮୬ ହଜାର ୭ ଶହ ୮୦ ଟଙ୍କାର କଏନ୍ ଗାୟବ । ଏ ସଂପର୍କରେ ବ୍ୟାଙ୍କ ପରିଚାଳକ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ୨୦୧୬ ବର୍ଷଠାରୁ ୨୦୨୧ ବର୍ଷ ମଧ୍ୟରେ ଏଭଳି ଘୋଟାଲା ହୋଇଥିବା ବ୍ୟାଙ୍କ…

ଆଦିତ୍ୟ ଦାସ ମୃତ୍ୟୁ ମାମଲା:ସତ୍ୟପାଠ ମାଧ୍ୟମରେ ପକ୍ଷ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୨୬ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଉପରୁ ହଟୁନି ପରଦା । ପୂର୍ବରୁ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଆଦିତ୍ୟଙ୍କ ମାଆ । ଆଜି ଆଦିତ୍ୟ ମୃତ୍ୟୁ ମାମଲାରେ ସତ୍ୟପାଠ ମାଧ୍ୟମରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବେଦନକାରୀ ପକ୍ଷ ରଖିବାକୁ ହାଇକୋର୍ଟ…

ପିପିଲି ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ, ଚାଲିଛି ଆଲୋଚନା

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ । ଏ ନେଇ ପିପିଲି ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ନେତୃତ୍ୱରେ ଆଲୋଚନା ହୋଇଛି । ନିର୍ବାଚନରେ ମହାରଥୀଙ୍କ ପରିବାରର କେହି ସଦସ୍ୟ କି ଅନ୍ୟ କେହି ଟିକେଟ୍ ପାଇବେ ତା ଉପରେ ସମସ୍ତଙ୍କ ନଜର…

କାଲିଠୁ ପୁଣି ଚାଲିବ ପ୍ରଥମ ପର୍ଯ୍ୟାୟ ଟୀକାକରଣ

ଭୁବନେଶ୍ବର:ଆସନ୍ତାକାଲିଠାରୁ ପୁଣି ଚାଲିବ ପ୍ରଥମ ପର୍ଯ୍ୟାୟ ଟୀକାକରଣ । ୫୯ ସେସନ ସାଇଟରେ ୬୪୯୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ । ଏଥିରୁ ଭୁବନେଶ୍ୱରର ୧୦ଟି ସାଇଟ ରହିବ । ସେହିପରି ଫେବୃଆରୀ ୬ ତାରିଖରୁ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦିଆଯିବ ।  ଆମେ ସେମାନଙ୍କ ପାଇଁ ଅଲଗା ସ୍ଥାନ,…

ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ବୁଧବାର ଦିନ ତଥା ମାଘ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ଅନୁଷ୍ଠିତ ହେବ। ଯେଉଁଥିପାଇଁ କାଲି ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ବନକ ଲାଗି ନୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ବାରା ଏହା କରାଯାଇଥାଏ।…

ମା’ ସମଲେଶ୍ବରୀଙ୍କ ଶେଷ ଦର୍ଶନ ନାଁରେ ଶୋଭାଯାତ୍ରା, ବିସ୍ଥାପିତ ଲୋକଙ୍କ ନିଆରା ପ୍ରତିବାଦ

ସମ୍ବଲପୁର: ବିସ୍ଥାପିତ ଲୋକ ନିଆରା ଢ଼ଙ୍ଗରେ ପ୍ରତିବାଦ । ସମ୍ବଲପୁରର ଅଧିଷ୍ଟାତ୍ରି ଦେବୀ ମା’ ସମଲେଶ୍ବରୀ ଦେବୀଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ଘର ଉଚ୍ଛେଦ ହେଉଥିବା ବିସ୍ଥାପିତ ଲୋକ ନିଆରା ପ୍ରତିବାଦ କରିଛନ୍ତି । ମା’ଙ୍କ ଶେଷ ଦର୍ଶନ ନାଁରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି…

୨୪ ଘଣ୍ଟା ଯାଏଁ ଓଡ଼ିଶାର ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ଯାଏଁ  ଓଡିଶାର ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ,…