Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାରତୀ ଚକ୍ରଙ୍କ କବିତା ସଂକଳନ ଲଫାଫା ଲୋକାର୍ପିତ

ଭୁବନେଶ୍ୱର : କବୀ ଭାରତୀ ଚକ୍ରଙ୍କ ପ୍ରଥମ କବିତା ସଂକଳନ ଲଫାଫା ଏଥେନା ବୁକସ ପରିସରରେ ଲୋକାର୍ପିତ ହୋଇଯାଇଛି। ଏହି ସଭାରେ କବୀ ମମତା ଦାଶ , କବି ହୃଷିକେଶ ମଲିକ, କବି ପ୍ରସନ୍ନ କୁମାର ମହାନ୍ତି ଯୋଗଦେଇ ପୁସ୍ତକରେ ସ୍ଥାନ ପାଇଥିବା କବିତାର ଧାରା ବିଷୟରେ ଆଲୋଚନା କରିଥିଲେ। କବି କେଦାର…

ହାପି ଏଣ୍ଡିଙ୍ଗ ଚଳଚିତ୍ରର ମ୍ୟୁଜିକ ରିଲିଜ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୋଟେଲରେ ଖୁବଶୀଘ୍ର ରିଲିଜ ହେବାକୁ ଥିବା ହାପି ଏଣ୍ଡିଙ୍ଗ ଚଳଚିତ୍ରର ମ୍ୟୁଜିକ ରିଲିଜ ହୋଇ ଯାଇଛି। ସମୁଦାୟ ୪ଟି ଗୀତ ଥିବା ଏହି ସିନେମାରେ ସରୋଜ ପଟ୍ଟନାୟକ ଓ ପୁଷ୍ପକ ପରିଡ଼ା ଗୀତ ରଚନା କରିଥିବା ବେଳେ ବିଶ୍ଵଜିତ ମହାପାତ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓ…

ଆସନ୍ତା ୬ରେ ଦେଶବ୍ୟାପୀ ଚକା ଜାମ୍ କରିବେ ଚାଷୀ

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିଲ୍ଲୀରେ ଦୁଇ ମାସରୁ ଅଧିକ ଦିନ ହେଲା ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଟ୍ରାକ୍ଟର ରାଲି ଓ ପ୍ରତିବାଦ ପରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ କିଷାନ ମୋର୍ଚ୍ଚା । ଏଥିପାଇଁ ଆସନ୍ତା ୬ ତାରିଖରେ ସାରା ଦେଶରେ…

ଆସନ୍ତା ୮ରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ୱର: ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା । ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା । ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠ ପଢା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । କରୋନା ଯେଗୁଁ…

ରାଜ୍ୟରେ ଅଧିକ ଶାଣିତ ହେବ ବିପର୍ଯ୍ୟୟ ପରିଚାଳନା ଦକ୍ଷତା

ଭୁବନେଶ୍ବର : ରାଜ୍ୟରେ ବ୍ୟାପକ ହେବ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା । ତୃଣମୂଳସ୍ତରରେ ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏଥିପାଇଁ ଗ୍ରାମ ସମୁଦାୟ, ପଞ୍ଚାୟତିରାଜ ପ୍ରତିନିଧି ଓ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ…

ଚଳିତ ବଜେଟ୍‌ ‘ରାଜ୍ୟ ଉପରେ ଗୁରୁତର ପ୍ରଭାବ ପକାଇବ’: ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ବଜେଟ୍‌ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଚଳିତ ବର୍ଷ ପାଇଁ କେନ୍ଦ୍ରୀୟ ଟିକସରେ ଅଂଶ ପ୍ରାୟ ଦଶ ହଜାର ଆଠ ଶହ ଚାଳିଶ କୋଟି ହ୍ରାସ ପାଇ ଓଡିଶା ପ୍ରଭାବିତ ହେବ । ୧୫ତମ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ ଭୂସମାନ୍ତର ଅଂଶ ୪.୬୨୯ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ…

ଐତିହାସିକ ଶିଶୁପାଳଗଡ଼ର ସୁରକ୍ଷା ଦାବି କଲା ବିଜେପି

ଭୁବନେଶ୍ବର : ଐତିହାସିକ ଶିଶୁପାଳଗଡ଼କୁ ରାଜ୍ୟ ସରକାରଙ୍କ ଜମି ଜବରଦଖଲରୁ ବଞ୍ଚାଇବାକୁ ଚିଠି । ଏନେଇ ଏଏସଆଇ ସୁପରିଟେଣ୍ଡେଣ୍ଟଙ୍କୁ ଭେଟି ଶିଶୁପାଳଗଡ଼କୁ ସଂରକ୍ଷଣ କରିବା ପାଇଁ ଦାବି କରିଛି ବିଜେପି । ଦୁଇ ହଜାର ବର୍ଷରୁ ଅଧିକ ଐତିହାସିକ ଶିଶୁପାଳଗଡ଼ରେ ଅନେକ ପୁରାତନ ମନ୍ଦିର ଓ ଐତିହ୍ୟ…

ଆମ୍ରି ହସ୍ପିଟାଲରେ ୯୨ ବର୍ଷୀୟ ବ୍ୟକ୍ତିଙ୍କର ସଫଳ ଆଣ୍ଠୁ ପ୍ରତିରୋପଣ

ଭୁବନେଶ୍ୱର : ପୂର୍ବ ଭାରତର ସବୁଠୁ ବୟସ୍କ ବ୍ୟକ୍ତିଙ୍କର ଆମ୍ରି ହସ୍ପିଟାଲରେ ସଫଳ ଆଣ୍ଠୁ ପ୍ରତିରୋପଣ କରାଯାଇଛି । ଏହି ବ୍ୟକ୍ତିଙ୍କର ବୟସ ୯୨ ବର୍ଷ ହୋଇଥିବା ବେଳେ ନାମ ଈଶ୍ୱର ଚନ୍ଦ୍ର ମହାନ୍ତି । ଅଭିଜ୍ଞ ଅସ୍ଥିସଲ୍ୟ ବିଶେଷଜ୍ଞ ଡାକ୍ତର ବସନ୍ତ ବେହେରା ତାଙ୍କର ଏହି ଅସ୍ତ୍ରୋପଚାର…

ଗ୍ରାମାଞ୍ଚଳର ମହିଳାମାନଙ୍କୁ ଟାଟା ଷ୍ଟିଲ ବିଏସଏଲ୍ ପକ୍ଷରୁ ଛତୁଚାଷ ତାଲିମ ପ୍ରଦାନ

କଳମଙ୍ଗା: ସୁନ୍ଦରଗଡ ଜିଲ୍ଲାର କୋଇରା ବ୍ଲକ ଅନ୍ତର୍ଗତ କଳମଙ୍ଗା ଗାଁରେ ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଛତୁ ଚାଷ ପାଇଁ ତାଲିମ ପ୍ରଦାନ କରାଯାଇଛି । ଗାଁର ମହିଳାମାନଙ୍କୁ ଉଦ୍ୟୋଗୀ ସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ କଲମାଙ୍ଗରେ ଥିବା ଟାଟା…

ଝରାଫୁଲ ମୃତ୍ୟୁ ମାମଲାରେ ତିନି ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ରାକେଶ ସ୍ୱାଇଁ

ଭୁବନେଶ୍ୱର: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ତିନି ଦିନିଆ ରିମାଣ୍ଡରେ ନେବ କୁଆଖିଆ ପୋଲିସ । ଏ ନେଇ ଆଜି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ତେବେ ୫ଦିନିଆ ରିମାଣ୍ଡରେ ନେବାକୁ ପୋଲିସ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇଥିଲା ।…