Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆମେ ଗାନ୍ଧିଜୀଙ୍କ ପୂଣ୍ୟତିଥି ପାଳନ କରିବୁ, କଂଗ୍ରେସକୁ ଅଟକାଇଲେ ଆନ୍ଦୋଳନ ହେବ: ବାହିନୀପତି 

ବ୍ରହ୍ମପୁର : ଆସନ୍ତାକାଲି ବ୍ରହ୍ମପୁର ଠାରେ କଂଗ୍ରେସ ଦଳ ପକ୍ଷରୁ ମହାତ୍ମାଗାନ୍ଧିଙ୍କ ତିରୋଧାନ ଦିବସ ପାଳନ କରାଯିବ । ଖଲିକୋଟ କଲେଜ ଷ୍ଟାଡିୟମରେ ପୂର୍ବାହ୍ନ ୧୧ଟାରେ ଏହି କାର୍ଯ୍ୟକ୍ରମ ହେବ । କାର୍ଯ୍ୟକ୍ରମରେ ଆସିବାକୁ ଥିବା କଂଗ୍ରେସ କର୍ମୀଙ୍କୁ ରାସ୍ତାରେ ଅଟକାଗଲେ ରାଜ୍ୟ ସାରା…

 ଶିକ୍ଷୟିତ୍ରୀଙ୍କୁ ଟଙ୍କା ମାଗି ନକଲି ମାଓବାଦୀ ଗିରଫ

ଲକ୍ଷ୍ମୀପୁର: ଶିକ୍ଷୟିତ୍ରୀଙ୍କୁ ମାଓବାଦୀ ନାଁ ନେଇ ମାଗୁଥିଲା ଟଙ୍କା, ନକଲି ମାଓବାଦୀକୁ ଗିରଫ କରିଛି ପୋଲିସ । କୋରାପୁଟ ଜିଲ୍ଲା ସୁନାବେଡା ଅଞ୍ଚଳରୁ ଜଣଙ୍କୁ ଗିରଫ କରିଛି କାକିରିଗୁମା ପୋଲିସ । ଗିରଫ ଜଣଙ୍କ ହେଲେ ନରେନ୍ଦ୍ର କୁମାର ବାଘ । ସୂଚନା ଅନୁସାରେ, ଲକ୍ଷ୍ମୀପୁର ବ୍ଲକ ପଞ୍ଚଡା…

ରାସ୍ତା କଡରେ ପଡିଛି ଗଞ୍ଜେଇ, ଗୋଟାଇବାରେ ବ୍ୟସ୍ତ ଲୋକେ

ସମ୍ବଲପୁର: ରାସ୍ତା କଡରେ ପଡିଛି ଗଞ୍ଜେଇ । ଲୋକେ ମଧ୍ୟ ଗଞ୍ଜେଇ ଗୋଟାଇବାରେ ବ୍ୟସ୍ତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଝାଂକରପାଲି ଅଂଚଳରେ । ସୂଚନାଅନୁସାରେ, ଝାଂକରପାଲିରୁ ହାଲିପାଲି ମଧ୍ୟରେ ଯାଇଥିବା ରାସ୍ତାକଡରେ କେହି ଜଣେ ଗଞ୍ଜେଇ ଫିଙ୍ଗି ଦେଇଛି । ସ୍ଥାନୀୟ ଲୋକେ ମଧ୍ୟ…

ଡକାୟତି ଯୋଜନା କରୁଥିବା ବେଳେ ୫ ଜଣକୁ ବାନ୍ଧିଲା ପୋଲିସ

କଟକ:ଡକାୟତି ଯୋଜନା ପଣ୍ଡ । ୫ ଜଣକୁ ବାନ୍ଧିଲା ପୋଲିସ। ଡକାୟତି ଯୋଜନା କରୁଥିବା ବେଳେ ବିଦ୍ୟାଧରପୁର ତେଲି ସାହି ଅଞ୍ଚଳରୁ ୫ ଜଣକୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ । ମାଛ ପରିବହନ କରୁଥିବା ଗାଡିକୁ ଡକାୟତି କରିବାକୁ ଯୋଜନା କରୁଥିଲେ ଡକାୟତ । ଡକାୟତଙ୍କ ନିକଟରୁ ଏକ…

ବନ୍ଧୁକ ଛଡାଇ ସହଯୋଗୀଙ୍କୁ ଗୁଳି କଲେ ଯବାନ, ନିଜକୁ ଗୁଳି ମାରି ଗୁରୁତର

ମାଲକାନଗିରି: ଯବାନଙ୍କ ଉନ୍ମତକାଣ୍ଡ । ସହଯୋଗୀଙ୍କଠାରୁ ବନ୍ଧୁକ ଛଡାଇ ଆଣି ଦୁଇ ଜଣଙ୍କୁ ଗୁଳି କରି ନିଜକୁ ଗୁଳି ମାରି ଗୁରୁତର ହୋଇଛନ୍ତି ଯବାନ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ । ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ…

ତ୍ରୟୋମାସିକ ପତ୍ରିକା ବୋଉର ବନ୍ଧୁ ମିଳନ

ଭୁବନେଶ୍ୱର : ଭୁବନେଶ୍ବର ୟୁନିଟ ୯ ସ୍ଥିତ ଜନକଲ୍ୟାଣ ଭବନରେ ତ୍ରୟୋମାସିକ ପତ୍ରିକା "ବୋଉ"ର ବନ୍ଧୁମିଳନ ଓ "ରାଷ୍ଟ୍ରର ପ୍ରଗତିରେ ମାତୃଶକ୍ତିର ଭୂମିକା" ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବନମାଳୀ ସାମନ୍ତରାୟ, ସଂଜୟ କୁମାର ଚୌଧୁରୀ, ସମିତା ମହାରଣା,…

ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ : ଭାରରେ ବୁହାହେଲେ ଗର୍ଭବତୀ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୃଶ୍ୟ । ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳା ଭାରରେ ବୁହା ହୋଇ ପହଞ୍ଚିଛନ୍ତି ମେଡିକାଲରେ । ସୂଚନାଅନୁସାରେ, କାଶୀପୁର ବ୍ଲକ୍ ସିରିପିଇ ପଞ୍ଚାୟତ ଅନ୍ତର୍ଗତ ବଣ୍ଡାଦୋରା ଗାଁର ଲକ୍ଷ୍ମୀ…

ଲାଞ୍ଚ ନେବା ବେଳେ ମେଡିକାଲ ଅଫିସରଙ୍କୁ ଧରିଲା ଭିଜିଲାନ୍ସ

ସୁନ୍ଦରଗଡ଼: ଲାଞ୍ଚ ନେଉଥିଲେ ମେଡିକାଲ୍ ଅଫିସର । ରେଡ୍ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ । ସୁନ୍ଦରଗଡ଼ ହେମଗିରି ସିଏସିର ମେଡିକାଲ୍ ଅଫିସର ଇନଚାର୍ଜ ଡାକ୍ତର ଶ୍ରଦ୍ଧାକର ଗଡତିଆ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ହେମଗିରି ହସ୍ପିଟାଲର ଜଣେ ମହିଳା…

ଓଡ଼ିଶା ପାଇଁ JSPLର ଭିଜନ୍ -୨୦୩୦, ଅନୁଗୁଳରେ ପ୍ରତିଷ୍ଠା ହେବ ବିଶ୍ବର ସର୍ବବୃହତ୍ତ ଇସ୍ପାତ କାରଖାନା 

ଅନୁଗୁଳ : ଅନୁଗୁଳରେ ବିଶ୍ବର ସର୍ବବୃହତ୍ତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ JSPL ।  ଏନେଇ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ ପାୱାର୍ ଲିଃର ଅଧ୍ୟକ୍ଷ ନବୀନ ଜିନ୍ଦଲ କମ୍ପାନୀର ଭିଜନ୍ ୨୦୩୦ ଉପସ୍ଥାପନ କରିଛନ୍ତି ।  ଓଡ଼ିଶାକୁ ୧୦୦ ନିୟୁତ ଟନ୍ ଇସ୍ପାତ ନିର୍ମାଣ ହବ୍ ଭାବରେ ପ୍ରତିଷ୍ଠା କରିବା…

ରାଜ୍ୟର ୨୦ ଜିଲ୍ଲାରୁ ଆଜି ୭୦ କରୋନା ପଜିଟିଭ୍, ନୂଆପଡ଼ାରୁ ସର୍ବାଧିକ ୧୧

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୦ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୪୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮ଟି । ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୧୧…