Latest Odisha News

BREAKING NEWS

Browsing Category

ଓଡିଶା

Odisha

କିଟ୍‍ ଓ ବିସିଆଇ ସହଭାଗିତାରେ ଭୁବନେଶ୍ୱରରେ ହେବ ‘ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ’

ଭୁବନେଶ୍ୱର: କିଟ୍‍ ଓ ବିସିଆଇ ସହଭାଗିତାରେ ଭୁବନେଶ୍ୱରରେ 'ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ' ପ୍ରତିଷ୍ଠା ହେବ। ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (ବିସିଆଇ) ଦେଶରେ ଆଇନ୍‍ ଶିକ୍ଷା ଓ ଆଇନ୍‍ ବୃତ୍ତିର ପ୍ରୋତ୍ସାହନ ଓ ନିୟନ୍ତ୍ରଣ ନିମନ୍ତେ ଅଧିବକ୍ତା ଆଇନ ୧୯୬୧ ଅନୁସାରେ ସଂସଦ…

ଆଇଆଇଏମ୍‍ସିରେ ଭାରତୀୟ ଖବରକାଗଜ ଦିବସ ପାଳିତ; ପ୍ରଥମ ଲ୍ୟାବ୍‍ ଜର୍ଣ୍ଣାଲ୍‍ ଉନ୍ମୋଚିତ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ୨୦୨୦-୨୦୨୧ ଶିକ୍ଷା ବର୍ଷର ପ୍ରଥମ ଲ୍ୟାବ୍‍ ଜର୍ଣ୍ଣାଲ୍‍ ଉନ୍ମୋଚିତ ହୋଇଛି । ସ୍ନାତକୋତ୍ତର ଓଡ଼ିଆ ସାମ୍ବାଦିକତା ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ଅଭ୍ୟାସ ପ୍ରକାଶନ ଉନ୍ମୋଚନ କରି…

ଓଡ଼ିଶାରୁ ଦିନକରେ ୧୫୭ କରୋନା ରୋଗୀ ସୁସ୍ଥ, ସୁନ୍ଦରଗଡ଼ରୁ ସର୍ବାଧିକ ୩୦ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୫୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥିମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୩୦ ଜଣ ରହିଛନ୍ତି। ତା' ତଳକୁ ପୁରୀ ଓ ସମ୍ବଲପୁରରୁ ୨୩ ଜଣ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ଫେବୃଆରୀ ୨ରୁ ଖୋଲିବ ରାଜ୍ୟର ଦୁଇ ପ୍ଲାନେଟୋରିୟମ୍

ଭୁବନେଶ୍ୱର: ରାଜ୍ୟର ଦୁଇଟି ପ୍ଲାନେଟୋରିୟମ୍ ଆସନ୍ତା ଫେବୃଆରୀ ୨ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବାକୁ ଯାଉଛି। ସୂଚନା ଅନୁଯାୟୀ, ଫେବୃଆରୀ ୨ରୁ ପର୍ଯ୍ୟଟକ ମାନଙ୍କ ପାଇଁ ଭୁବନେଶ୍ୱରର ପଠାନି ସାମନ୍ତ ପ୍ଲାନେଟୋରିୟମ୍ ଏବଂ ସମ୍ବଲପୁର ଜିଲ୍ଲାର ବୁର୍ଲା ସ୍ଥିତ ଡ. ଅବଦୁଲ କଲାମ…

କାର- ଅଟୋ ମୁହାଁମୁହିଁ ଧକ୍କା, ୧୨ରୁ ଅଧିକ ଯାତ୍ରୀ ଗୁରୁତର

ମୋରଡା: ମୟୁରଭଞ୍ଜ ଜିଲ୍ଲା ଚିତ୍ରଡା-ଷ୍ଟେସନ ଅମରଦା ରୋଡ଼ ରାସଗୋବିନ୍ଦପୁର ଥାନା ନାକିଚୁଆ ନିକଟ ବାଙ୍କ ଜଙ୍ଗଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ରୁ ଯାତ୍ରୀ ଗୁରୁତର ହୋଇଛନ୍ତି ।  ସୂଚନାନୁଯାୟୀ, ଅଟୋରେ ବସି ଯାତ୍ରୀମାନେ ରାସଗୋବିନ୍ଦପୁର…

ଫେବୃଆରୀ ୬ରୁ ଧଉଳି-କଳିଙ୍ଗ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୬ରୁ ବିଶ୍ଵ ପ୍ରସିଦ୍ଧ ଧଉଳି ପାହାଡର ପାଦ ଦେଶରେ ଧଉଳି-କଳିଙ୍ଗ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର…

୬ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଫେବୃଆରୀ ୬ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ପଢ଼ୁଥିବା ଅଣ୍ଡର ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ କଲେଜ ଯାଇ ଶ୍ରେଣୀ ଗୃହରେ ପଢ଼ିବାକୁ ଅନୁମତି ମିଳିଛି । ଦୀର୍ଘ ୧୧ ମାସ ପରେ କଲେଜ…

କାରଖାନା ଭିତରେ ଦନ୍ତା ହାତୀ, ଜୀବନ ବିକଳରେ ଧାଇଁଲେ ଶ୍ରମିକ

ଢେଙ୍କାନାଳ: କାରଖାନାରେ ପଶିଲା ଦନ୍ତା ହାତୀ । ଏପରି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଢେଙ୍କାନାଳ ହିନ୍ଦୋଳ ଉପଖଣ୍ଡର ଝାଡବନ୍ଧ ଠାରେ ନିର୍ମାଣଧୀନ ରୁଙ୍ଗଟା ଷ୍ଟିଲ କାରଖାନା ପରିସରକୁ ଆଜି ଏକ ଦନ୍ତା ହାତୀ ପଶି ଯାଇଥିବା ଦେଖିବାକୁ ମିଳିଛି । ହାତୀଟିକୁ ଦେଖି…

ଅନୁଗୁଳରେ ନକଲି ପାମୋଲିନ କାରଖାନା ଠାବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାର ନିକଟରେ ଥିବା ଏକ ନକଲି ପାମୋଲିନ ତେଲ କାରଖାନା ଠାବ କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ପୋଲିସର ସ୍ପେସିଆଲ ସ୍କ୍ବାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢ଼ାଉ କରି ନକଲି ପାମୋଲିନ ତେଲ ବିଭିନ୍ନ କମ୍ପାନୀର ବ୍ରାଣ୍ଡରେ ପ୍ୟାକିଂ ହୋଇ ବଜାରକୁ…

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିଜେପିର ଧାରଣା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ 

ବରଗଡ: ବରଗଡ଼ ଜିଲ୍ଲାରେ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ବିଜେପି । ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଗଣଧାରଣା ସହିତ ଘେରାଉ କରାଯାଇଛି ।…