Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବୀନ ପାଠାଗାର ପକ୍ଷରୁ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର : ସ୍ଥାନୀୟ ନବୀନ ଭବନ ପରିସରରେ" ନବୀନ" ପକ୍ଷରୁ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି  ଅବସରରେ ବିଶିଷ୍ଟ ବକ୍ତା ମାନେ ମତ ରଖିଛନ୍ତି ଯେ, କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱ ଦରବାରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ସଂଗ୍ରାମୀ ନେତା ବିରଳ । ଏହି…

ଅସାବଧାନତା ଯୋଗୁଁ ଆଙ୍ଗୁଠି ହରାଇ ପାରନ୍ତି ସାପ ଉଦ୍ଧାରକାରୀ

ବାରିପଦା: ସାମାନ୍ୟ ଅସାବଧାନତା ସୃଷ୍ଟି କରେ ଅନେକ ସମସ୍ୟା । ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ନିକଟସ୍ଥ ବଡ଼ ସାହି ଗାଁଣରେ । ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଏକ ସାଢ଼େ ୩ ଫୁଟ ଲମ୍ବର ବଡ଼ ଚନ୍ଦନ ବୋଡା ସାପ ଉଦ୍ଧାର କରିଥିଲେ ସାପ ଉଦ୍ଧାରକାରୀ ଯତୀନ ନାୟକ । ଏହା ପରେ ଏକ…

ଘନ କୁହୁଡି ନେଇ ଓଡ଼ିଶାର ୯ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଓଡ଼ିଶାର ୯ଟି ଜିଲ୍ଲାରେ ଆସନ୍ତା ଦୁଇ ଦିନ ଧରି ଘନ କୁହୁଡ଼ି ଜାରି ରହିବ। ଏନେଇ ଶନିବାର ଦିନ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡିର ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରୀ ୨୪ ତାରିଖରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କନ୍ଧମାଳ,…

ନକଲି ପାନ ମସଲା ଜବତ, ଦୁଇ ଅଭିଯୁକ୍ତ ଅଟକ 

ଜଳେଶ୍ବର : ଜଳେଶ୍ବରରୁ ନକଲି ସାମଗ୍ରୀ ଜବତ । ଜଳେଶ୍ବର ଷ୍ଟେସନ ବଜାରରେ ଚଢାଉ କରି ନକଲି ପାନ ମସଲା ଜବତ କରିଛି ଏସଟିଏଫ୍ । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଅଟକ ଦୁଇ ଜଣ ହେଲେ ଚନ୍ଦନ ଚୌରାସିଆ ଓ ଅଶୋକ ସାହୁ । ଦୁଇ ବେପାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଏସଟିଏଫ ଟିମ ।…

ଏକାଦଶାହରେ ସ୍ବର୍ଗତ ଡ.ପ୍ରକାଶ ରାଓଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ 

କଟକ : ଏକାଦଶାହରେ ସ୍ବର୍ଗତ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ବକ୍ସିବଜାର ସ୍ଥିତ ବାସଭବନରେ ପହଁଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ । ଏକାଦଶ ଉପଲକ୍ଷେ ବାସଭବନ ଯାଇ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ…

ଦ୍ୱିତୀୟ କିସ୍ତିରେ ଓଡ଼ିଶା ଆସିଲା କୋଭାକ୍ସିନ, ଟିକାକରଣରେ ଓଡ଼ିଶା ଦେଶରେ ତୃତୀୟ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁ ଓ ସଫଳତାର ସହ ଚାଲିଛି ଟିକାକରଣ । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ପହଞ୍ଚିଛି ଭାରତ ବାୟୋଟେକର କୋଭାକ୍ସିନ୍ ଟିକା । ଭୁବନେଶ୍ୱରକୁ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା ଆସିଛି  । ଏହାକୁ କେବଳ ଭୁବନେଶ୍ୱରର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ।…

କିଡନୀ ଠକ ହିମାଂଶୁକୁ ତିନି ଦିନିଆ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ଥାନା ପୋଲିସ

ଭୁବନେଶ୍ୱର: ରିମାଣ୍ଡ ପରେ ରିମାଣ୍ଡ । ଜଣଙ୍କର ସରିଲେ ଆଉ ଜଣେ ନେଉଛି । ଭୁବନେଶ୍ୱରରୁ ଗିରଫ କିଡନୀ ଠକ ହିମାଂଶୁ ନନ୍ଦକୁ ଆଜିଠୁ ତିନି ଦିନିଆରିମାଣ୍ଡରେ ନେଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ଅନ୍ତରାଜ୍ୟ କିଡନୀ ଠକେଇ ରାକେଟରେ ତାକୁ ଜେରା କରାଯିବ । ସତ ଉଗାରିବ କିଙ୍ଗପିନ୍ ହିମାଂଶୁ ନନ୍ଦ…

ବୋଲେରୋ ଧକ୍କାରେ ସାଇକେଲ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ 

ବଲାଙ୍ଗିର : ବଲାଙ୍ଗିର ଟିଟିଲାଗଡ଼ ରୋଡ ଜଳିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଣେ ସାଇକେଲ ଆରୋହୀଙ୍କୁ ବୋଲେରୋ ଧକ୍କା ଦେଇଛି ।  ଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ସାଇକେଲ ଆରୋହୀଙ୍କ ନାଁ କୃଷ୍ଣଚନ୍ଦ୍ର ସାହୁ ।   କୃଷ୍ଣଚନ୍ଦ୍ର ସାଇକେଲରେ…

ମୋ ସ୍କୁଲ ଅଭିଯାନ: ସରକାରୀ ସ୍କୁଲକୁ ପୌଷ୍ୟ ଭାବରେ ଗ୍ରହଣ କରୁଛନ୍ତି ଆଇଏଏସ୍ ଅଫିସର

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ସରକାରୀ ସ୍କୁଲକୁ ପୌଷ୍ୟ ଭାବରେ ଗ୍ରହଣ କରୁଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର । ମୋ ସ୍କୁଲ କାର୍ଯ୍ୟକ୍ରମ ଅଧୀନରେ ଏହି ମହତ ଅଭିଯାନରେ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଅନେକ ଅଫିସର ନିଜକୁ ସାମିଲ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ଶାସନ…

କଟକରେ ନେତାଜୀ ବସ୍‌ ଟର୍ମିନାଲକୁ ଦେଶରେ ମଡେଲ ଟର୍ମିନାଲ ଭାବରେ ଗଢାଯିବ: ମୁଖ୍ୟମନ୍ତ୍ରୀ

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ କଟକରେ ତାଙ୍କ ନାଁରେ ଅତ୍ୟାଧୁନିକ ବସ୍ ଟର୍ମିନାଲର ଶିଳାନ୍ୟାସ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାନନଗରଠାରେ ପ୍ରସ୍ତାବିତ ବସ୍ ଟର୍ମିନାଲର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ତାପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଆ ବଜାର…