Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀରେ ପ୍ରତିଦିନ ଦୁଇ ଶହ ପଜିଟିଭ୍, ୯ ହଜାର ଟପିଲା କରୋନା କେସ୍

ପୁରୀ: ସେପ୍ଟେମ୍ବରରେ ପୁରୀ ଜିଲ୍ଲାରେ କରୋନା ସ୍ଥିତି ଉଦବେଗଜନକ । ବେକାବୁ ମହାମାରୀ । ଏବେ ପ୍ରତିଦିନ ଦୁଇ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୨୦୩ ନୂଆ ପଜିଟିଭ୍ ବାହାରିଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ପାର କରିଛି ।…

ଆଜି ସର୍ବାଧିକ ସଂକ୍ରମିତ, ସର୍ବାଧିକ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଗତ ୬ ମାସ ମଧ୍ୟରେ ଆଜି ରାଜ୍ୟରେ ସର୍ବାଧିକ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଲଗାତାର ୯ମ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଛି । ଗତ ୨୪ ଘଂଟାରେ ରାଜ୍ୟରେ ୪,୩୪୦ ନୂଆ ମାମଲା…

ମୁଣ୍ଡ ନେଉଛି ମହାମାରୀ: ରାଜ୍ୟରେ ଆଉ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ କରୋନା ନେଇଛି ଆଉ ୧୬ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ବିଭିନ୍ନ କୋଭିଡ ହସ୍ପିଟାଲରେ ୮ ଜିଲ୍ଲାର କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଭୁବନେଶ୍ୱରରୁ ଅଛନ୍ତି ୩ ଜଣ । Regret…

ମନ୍ଦିର ପରିସରରେ ମର୍ଡର, ପଥରରେ ଛେଚି ହତ୍ୟା

ବ୍ରହ୍ମପୁର: ମନ୍ଦିର ପରିସରରେ ମର୍ଡର । ଯୁବକଙ୍କୁ ପଥରରେ ଛେଚି ବିଭତ୍ସ ହତ୍ୟା । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଳା ବଡବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିରରେ । ମନ୍ଦିର ପ୍ରାଙ୍ଗଣରେ ଥିବା ରୋଷେଇଘର ବାରଣ୍ଡାରେ ପଡିଛି ବ୍ୟକ୍ତିଙ୍କ…

ପୂର୍ବତନ ମନ୍ତ୍ରୀ ଶେଖ ମତଲୁବଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶେଖ ମତଲୁବଙ୍କ ଆଜି ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଇଟ୍ କରି…

କୋଭିଡ ମୁକାବିଲା: ଆଜିଠୁ ଗଂଜାମରେ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ କ୍ୟାମ୍ପେନ୍

ଗଞ୍ଜାମ: ରାଜ୍ୟରେ ବଢ଼ି ଚାଲିଛି କୋଭିଡ ମାମଲା । ଏହାର ମୁକାବିଲା ପାଇଁ ଜୋରଦାର ପ୍ରୟାସ । ଗଂଜାମକୁ କରୋନା ମୁକ୍ତ କରିବା ପାଇଁ ଆଜିଠୁ ସେଠାରେ କ୍ୟାମ୍ପେନ ଆରମ୍ଭ ହୋଇଛି । ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍ ମାଧ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ସ୍ୱେଚ୍ଛାସେବୀ ଓ ଜନପ୍ରତିନିଧି ଘରକୁ ଘର…

ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲିଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଏନେଇ ତାଙ୍କ ପୁଅ ମାସୁଦ ଅଲ୍ଲି ସୂଚନା ଦେଇଛନ୍ତି । ଗତ ୧୪ ତରିଖରେ ଅସୁସ୍ଥତା ଅନୁଭବ କରିବାକୁ ସେ ହସ୍ପିଟାଲରେ…

ଶିକାର ବେଳେ ଶିକାରୀଙ୍କ ଗୁଳିରେ ଗଲା ଜୀବନ, ୧୮ ଅଟକ

ରାୟଗଡା: ଶିକାର ବେଳେ ପଶୁ ଶିକାରୀ ଗୁଳିମାଡରେ ଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଅଣ୍ଡରାକାଂଚ ଥାନା ଖାଇଲାଯୋଡି ଅଂଚଳରେ । ସୂଚନାନୁସାରେ ମଙ୍ଗଳବାର ରାତିରେ କିଛି ଯୁବକ ନିକଟସ୍ଥ ଜଙ୍ଗଲକୁ ବାରାହା ଶିକାର କରିବାକୁ ଯାଇଥିଲେ । ଏହି ସମୟରେ କୌଣସି କାରଣବଶତଃ ଜଣେ…

ବିଜେଡି ଯୁବ ବାହିନୀର ନୂଆ କର୍ମକର୍ତ୍ତା, ଏମାନଙ୍କ ନାଁରେ ମୋହର ମାରିଲେ ସୁପ୍ରିମୋ

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ରାଜ୍ୟ କର୍ମକର୍ତ୍ତା ନିଯୁକ୍ତିକୁ ଅନୁମୋଦନ । ତାଲିକା ଘୋଷଣା ହୋଇଛନ୍ତି । ନୂଆ କର୍ମକର୍ତ୍ତାଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ଜିଲ୍ଲା ସଭାପତିଙ୍କ ନିଯୁକ୍ତିକୁ ବି ସଭାପତି ମଞ୍ଜୁରୀ ଦେଇଛନ୍ତି । ବୈକୁଣ୍ଠ ନାୟକ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ଅଧିକ ଲୋକ ଆରୋଗ୍ୟ ଲାଭ ବି କରୁଛନ୍ତି । ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୪ ହଜାର ୫୨ କରୋନା ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ୨୮ ଜିଲ୍ଲାର ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୬ ଜିଲ୍ଲାରୁ…