Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଏସ ସି ବି’ ଠାରେ ନୂତନ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯିବ ନେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ…

କଟକ: ଏସ ସି ବି ନୁତନ ଭେଷଜ କୋଠାରେ କୋଭିଡ ହସ୍ପିଟାଲ କୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ସହିତ ଆବଶ୍ୟକ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ଅନିଲ କୁମାର ସାମଲଙ୍କ ଅଧକ୍ଷତାରେ ଏକ ଜରୁରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଉଭୟ ଜିଲ୍ଲାପାଳ ଶ୍ରୀ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୭୦୪ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୭୦୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଖୋର୍ଦ୍ଧାରୁ ୭୯୬, କଟକରୁ ୩୨୦, ପୁରୀରୁ ୨୫୬, ଝାରସୁଗୁଡାରୁ ୧୫୧, କେନ୍ଦ୍ରାପଡାରୁ ୧୪୭, ବଲାଙ୍ଗୀରରୁ ୧୩୬,…

ଆଇଆଇଏମ୍‍ସିରେ ଶ୍ରଦ୍ଧାଞ୍ଜଳି ଅର୍ପଣ; ‘ସଂସ୍ଥାନର ବଡ଼ ସ୍ତମ୍ଭ ଥିଲେ ଅଭୟ ପାଢ଼ୀ’

ଢେଙ୍କାନାଳ: ଭାରତୀୟ ଜନସଂଚାର ସଂସ୍ଥାନ(ଆଇଆଇଏମସି) ଯେଉଁ ଦିନରୁ ଆରମ୍ଭ ହୋଇଛି, ସେହିଦିନଠାରୁ ଅଭୟ ପାଢ଼ୀ ଏହା ସହ ଜଡ଼ିତ ହୋଇ ରହିଛନ୍ତି । ସଂସ୍ଥାନର ପ୍ରତିଟି କଥାରେ ସହଭାଗୀ ହୋଇଛନ୍ତି । ଦୀର୍ଘ ୨୮ ବର୍ଷ ଧରି ଆଇଆଇଏମସିର ଛାତ୍ରଛାତ୍ରୀଙ୍କୁ ସେ ପାଠ ପଢାଇଛନ୍ତି । ତାଙ୍କର ବିୟୋଗରେ…

ଓଡିଆ ପର୍ବତାରୋହୀ ନୀଳାଚଳଙ୍କ ନାଁ ଲେଖାଥିବା ଜର୍ସି ପିନ୍ଧିଲେ ଅନ୍ତର୍ଜାତୀୟ କ୍ରିକେଟର ଟିପ୍ପୋ ମୋରିସ୍

ଭୁବନେଶ୍ୱର: କରୋନା ଅନ୍ତର୍ଜାତୀୟ ପର୍ବତାରୋହୀ ନୀଳାଚଳ ପରିଡାଙ୍କୁ ସଜାଇଲା ପରିବା ବ୍ୟବସାୟୀ । କିନ୍ତୁ ଏ ଭିତରେ ସେ ବରିଷ୍ଠ ନାଗରିକଙ୍କ ପାଇଁ ଫ୍ରି ଡେଲିଭରିର ବ୍ୟବସ୍ଥା କରିଛନ୍ତି । ଏ ନେଇ ଜାତୀୟ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ତାଙ୍କୁ ଆଜିର ଆଇପିଏଲ ମ୍ୟାଚରେ ସମ୍ମାନ…

ବିଏସଏଫ୍ ଆଇଜି ହେଲେ ଓଡିଶା କ୍ୟାଡରର ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ଓଡିଶା-କ୍ୟାଡର ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ସୀମା ସୁରକ୍ଷା ବଳ (ବିଏସଏଫ)ର ଇନ୍ସପେକ୍ଟର ଜେନେରାଲ (ଆଇଜି) ଭାବେ କେନ୍ଦ୍ର ପକ୍ଷରୁ ନିଯୁକ୍ତ କରାଯାଇଛି । ଓଡିଶାର ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠିରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି, ୧୯୯୩ ବ୍ୟାଚ୍…

୨୪ ଘଣ୍ଟାରେ ଭୁବନେଶ୍ୱରରେ ୩୦୬ ପଜିଟିଭ; ୫୦୬ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୦୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଜଳକ୍ରୀଡ଼ା ହେଲା କାଳ: ପାଣିରେ ବୁଡି ପ୍ରାଣ ହରାଇଲେ ୨ ନାବାଳକ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପାଣିରେ ବୁଡି ପ୍ରାଣ ହରାଇଛନ୍ତି ୨ ନାବାଳକ । ବାଂଶଡା ଥାନା ମଝିସାହିର ଜଗନ ମହାଳିକ(୯) ଓ ମନୋଜ ମହାଳିକ(୧୨) ଏକ କେନାଲରେ ଗାଧୋଇବାକୁ ଯାଇ କେନାଲ ପାଣିରେ ବୁଡିଯାଇ ପ୍ରାଣ ହରାଇଥିବା ସୁଚନା ମିଳିଛି । ଆଜି…

କରୋନା ମହାମାରୀକୁ ପରାସ୍ତ କଲେ ୯୧ ବର୍ଷୀୟ ବୃଦ୍ଧ

ଭୁବନେଶ୍ୱର: କରୋନା ମହାମାରୀ ସହ ଯୁଦ୍ଧ କରି ପରାସ୍ତ କରିଛନ୍ତି ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ । ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ ଦାସ। ଶରୀରରେ ଅନେକ ସମସ୍ୟା ଥିବା ସତ୍ୱେ ସମ୍ କୋଭିଡ ହସ୍ପିଟାଲ୍‌ରେ ଡାକ୍ତର, ନର୍ସ ଏବଂ…

ମା’ ବିରଜାଙ୍କ ଶାରଦୀୟ ପୂଜାତ୍ସୋବର ଚୂଡ଼ାନ୍ତ କାର୍ଯ୍ୟସୂଚୀ…

ଯାଜପୁର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବର ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ସେପ୍ଟେମ୍ୱର ୧୦ ତାରିଖ ଗୁରୁବାର ମୂଳାଷ୍ଟମୀ ଦିନ, ମା’ ବିରଜାଙ୍କ ଘଟ ନିମଜ୍ଜନ ଏବଂ ରାତ୍ର ଘ. ୮.୨୧ ମିନିଟ୍ ରୁ ଘ. ୯.୦୮ ମିନିଟ୍ ମଧ୍ୟେ ଦେବୀଙ୍କର ମହାସ୍ନାନ…

ନଦୀକୁ ଖସିପଡ଼ିଲା ୩୦ ଜଣ ଯବାନଙ୍କୁ ନେଇ ଯାଉଥିବା ବସ୍

ବିଜାପୁର: ନଦୀ ଗର୍ଭକୁ ଖସିପଡ଼ିଲା ଯବାନଙ୍କୁ ନେଇ ଯାଉଥିବା ବସ୍‌ । ଛତିଶଗଡ଼ ବିଜାପୁର ଅଞ୍ଚଳରେ ନକ୍ସଲ ବିରୋଧି ଅପରେସନ୍ ସାରି ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଡିଆରଜି ଯବାନଙ୍କ ଗାଡ଼ି। ଏହି ବସରେ ପାଖାପାଖି ୩୦ ଜଣ ଯବାନ ଥିବା ବେଳେ ସୌଭାଗ୍ୟ ବଶତଃ ଏମାନେ ସମସ୍ତେ…