Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୭୦୧ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବଲାଙ୍ଗିରରୁ ୧, କଟକରୁ ୨, ଗଞ୍ଜାମରୁ ୧, କଳାହାଣ୍ଡିରୁ ୧, ଖୋର୍ଦ୍ଧାରୁ ୧,…

ଓଡିଶାରେ ଆଉ ୪୩୩୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୪୩୩୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଏସିଆ ରଗ୍‌ବି ଅନଷ୍ଟପେବଲ୍‌‌ ଅଭିଯାନ’ରେ ଭାରତର ପ୍ରତିନିଧିତ୍ଵ କରିବେ ଓଡ଼ିଆ ଝିଅ ସୁମିତ୍ରା

ଭୁବନେଶ୍ୱର: ଏସିଆ ରଗ୍‌ବି ଅନଷ୍ଟପେବଲ୍’ ଅଭିଯାନରେ ଦେଶର ତିନି ଜଣ ମହିଳା ରଗ୍‌ବି ଖେଳାଳି ଭାରତର ପ୍ରତିନିଧିତ୍ବ କରିବେ। ଏଥିରେ ସ୍ଥାନ ପାଇଛନ୍ତି ଓଡ଼ିଶା ଝିଅ ସୁମିତ୍ରା ନାୟକ। ଅନ୍ୟ ଦୁଇ ଜଣ ହେଉଛନ୍ତି ବାହାଭିଜ୍ ବରୁଚା ଓ ସଂଧ୍ୟା ରାଏ। ଏସିଆ ରଗ୍‌ବି ଅନଷ୍ଟପେବଲ୍ ଅଭିଯାନ ପାଇଁ…

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ନିଧନ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ରବିବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେହାନ୍ତ ଘଟିଛି। ସୂଚନାନୁସାରେ, ରବିବାର ସକାଳେ ହଠାତ୍ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଆଜିଠୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସାଇକ୍ଲୋନିକ ସର୍କୁଲେସନ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜିଠାରୁ ବର୍ଷା ସମ୍ଭାବନା ରହିଥିବା ପଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା କାରଣରୁ…

ରାଜ୍ୟରେ ୨୪ ଘଣ୍ଟାରେ ପରୀକ୍ଷଣ ହୋଇଛି ୫୧ ହଜାରରୁ ଉର୍ଦ୍ଧ୍ବ ନମୁନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୧,୧୫୪ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୩,୦୩୧ ଜଣଙ୍କର ଆଣ୍ଟିଜେନ, ୭୯୬୦ ଟି ଆରଟିପିସିଆର୍ ଓ ୧୬୩ ଟି ଟ୍ରୁନଟ୍‌ ପରୀକ୍ଷା…

ବାପାଙ୍କୁ ହରାଇବା ଦୁଃଖ କରିଦେଲା ଅକାମି: ରୋଗ ଶଯ୍ୟାରେ ଛଟପଟ ହେଉଛି ପୁଅ  

ଯାଜପୁର: ଦଇବ ସାଜିଛି ଦାଉ । ଜୀବନ ପାଲଟିଛି ଜନ୍ତ୍ରଣା । ରୋଗ ଯନ୍ତ୍ରଣାରେ ଛଟପଟ ବିଛଣାରେ ପଡି ଛଳଛଳ ଆଖିରେ ଚାହିଁ ରହିଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କୃଷ୍ଣନଗର ଗାଁର ୩୦ ବର୍ଷୀୟ ଯୁବ ଇଂଜିନିୟର ପ୍ରତ୍ୟୁଷ କୁମାର ସାହୁ । ଆଉ ଏକମାତ୍ର ପୁଅର ଏଭଳି ଅବସ୍ଥା ଦେଖି ଭାଙ୍ଗି…

ଆରମ୍ଭ ହୋଇଛି ପାର୍ବଣ; ମା’ଙ୍କ ଆଗମନର ବାର୍ତ୍ତା ନେଇ ହସୁଛି କାଶତଣ୍ଡି

ଭୁବନେଶ୍ୱର: କାଶତଣ୍ଡି ଫୁଲେ ମହୀ ଦିଶଇ ଧବଳ, ସରୋବରେ ଫୁଟିଅଛି କୁମୁଦ କମଳ’ । ମା’ଙ୍କ ଆଗମନରେ ପୁଲକିତ ଧରଣୀ ରାଣୀ । ଶସ୍ୟ ଶ୍ୟାମଳା ଧରଣୀରେ ନିଜ ପତିଆରା ବିସ୍ତାର କରି ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ ଫୁଲ  । ନଦୀ ପଠା ଠାରୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ ସବୁଠି…

କାଳିଆ ପ୍ରେମରେ ଋଷୀୟ ଦମ୍ପତି, ଭିସା ସରିଯାଇଥିଲେ ବି ନିଜ ଦେଶକୁ ଫେରିବାକୁ ଅମଙ୍ଗ

ବାଲେଶ୍ୱର: କୁହାଯାଏ ସେ ଭାବର ଠାକୁର ତା ପ୍ରେମରେ ଭକ୍ତ ଅନ୍ଧ ହୋଇଯାଏ । ସିଏ ଯାହା ସାଙ୍ଗେ ଥରେ ଭାବ ଲଗାଇଲା ତାକୁ ସେ ଛାଡି ପାରିବ ନାହିଁ । ଏ କଥା ପ୍ରମାଣ କରିଛନ୍ତି ଏକ ଋଷୀୟ ଦମ୍ପତ୍ତି । ଆଣ୍ଡ୍ରି ନୋଭା ତାତିଆନା ଓରଫ ତେଜସ୍ୱୀନି ଦେବଦାସୀ ଓ ଭୋରୋନୋଭ ଓରଫ ଶକ୍ତି ତତ୍ୱ ଦାସ ଲକ୍…

ରାଜ୍ୟରେ ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ଖୋଲିବ ୪୦ଟି ଇକୋଟୁରିଜିମ୍ ସ୍ଥଳ

ଭୁବନେଶ୍ୱର : କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନକୁ ପ୍ରଭାବିତ କରିଛି । ତେଣୁ ମହାମାରୀ ପରେ ସମୁଦ୍ରକୂଳ ରିସର୍ଟ, ଆଦିବାସୀ ଅଞ୍ଚଳ, ପାହାଡିଆ ସ୍ଥାନ, ଜଙ୍ଗଲ ଓ ପ୍ରକୃତି ଶିବିରରେ ଥିବା ୪୦ ଟି ଇକୋଟୁରିଜିମ୍ ସ୍ଥଳକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବାକୁ ଯୋଜନା ରହିଥିବା କହିଛନ୍ତି ରାଜ୍ୟ…