Latest Odisha News

BREAKING NEWS

Browsing Category

ଓଡିଶା

Odisha

୧ କୋଟିର ଗଂଜେଇ ଜବତ, ୫ ଗିରଫ

କୋରାପୁଟ: ବିଫଳ ହେଲା ଉଦ୍ୟମ । ଧରାପଡିଲା ବିପୁଳ ପରିମାଣ ଗଂଜେଇ ।  କେରାପୁଟ ଜିଲ୍ଲା ସମିଳିଗୁଡ଼ା ଅଂଚଳରୁ ୧୦୦୦ କେଜି ତଥା ୧ଟନ ଗଂଜେଇ ଜବତ ହୋଇଛି । ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ କୁନ୍ଦୁଲିର ପରମେଶ ଓରଫ ଦୀପୁ , ପଟାଙ୍ଗୀ ଅଚଂଳର…

‘କରୋନାରୁ ସୁସ୍ଥ ପରେ ବି ଆକ୍ରାନ୍ତ ହେବା ଆଶଙ୍କା ଅଧିକ’

ଭୁବନେଶ୍ୱର: କରୋନା ସହ ଲଢ଼ୁଛି ସାରା ଦେଶ । ତଥାପି ମହାମାରୀର ପ୍ରକୋପ କମୁନି । ତେବେ ସାରା ଦେଶରେ କରୋନା ଆକ୍ରାନ୍ତଠାରୁ ସୁସ୍ଥ ସଂଖ୍ୟା ଅଧିକ ବୋଲି ରିପୋର୍ଟ କହୁଛି । କିନ୍ତୁ କରୋନା ସୁସ୍ଥ ହେଲା ପରେ ବି ଆମକୁ ସଜାଗ ରହିବାକୁ ହେବ । ସୁସ୍ଥ ପରେ ବି ଆକ୍ରାନ୍ତ ଆଶଙ୍କା ଅଧିକ ରହିଛି ।…

ପୋଲାଭରମ ପ୍ରକଳ୍ପ: ପ୍ରଭାବିତ ରାଜ୍ୟର ଚିନ୍ତା ଦୂର ପାଇଁ ଆନ୍ଧ୍ରକୁ ଏନ୍‌ଜିଟିର ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପ ଉପରେ ନିଜ ରାୟ ଶୁଣାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ । ଏହି ପ୍ରକଳ୍ପ ସଂପର୍କରେ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ଚିନ୍ତା ଦୂରକରିବାକୁ ସେମାନଙ୍କ ସହ ଆଲୋଚନା କରିବାକୁ ଆନ୍ଧ୍ରପ୍ରଦେଶ ସରକାର ଓ ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ…

ଅନୁଭବଙ୍କ ଓକିଲ କହିଲେ ‘ବର୍ଷାଙ୍କ ରହିଛି ନିଜସ୍ୱ ଆୟ’

ଭୁବନେଶ୍ୱର: ଜୋର୍ ଧରିଛି ଓଲିଉଡ ଷ୍ଟାର ଯୋଡି ଅନୁଭବ-ବର୍ଷାଙ୍କ ବିବାଦ । କଥା ଯାଇ ଏବେ ସୁପ୍ରିମକୋର୍ଟାରେ ପହଂଚିଲାଣି ।  ଦିଲ୍ଲୀ ପଟିଆଲାରେ ଅନୁଭବ କରିଥିବା ମାମଲାକୁ କଟକ ସ୍ଥାନାନ୍ତର ପାଇଁ ବର୍ଷା ଆଜି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ…

ବହୁ ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ମନା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କରୋନା ଲକ୍ଷଣ ଦେଖାଦେଲେ କଣ କରିବେ ଓ ଘରେ ରହି ନିଜେ ନିଜେର କିପରି ଚିକିତ୍ସା କରିବେ ସେନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ବହୁରୋଗରେ ପୀଡ଼ିତ ଥିଲେ କରୋନା ପଜିଟିଭ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ…

ଭୁବନେଶ୍ୱରରୁ ଆଜି ପୁଣି ବାହାରିଲେ ୩୪୨ ପଜିଟିଭ

ଭୁବନେଶ୍ୱର: ବେଲଗାମ ହେଲାଣି କରୋନା । ଦିନକୁ ଦିନ କରୋନା ମିଟର କଂଟା ଉପରମୁହାଁ ହେଉଛି । ରାଜଧାନୀ ଭୁବନେଶ୍ୱରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ଆଜି ପୁଣି ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୦୪ ଜଣ…

ଆସନ୍ତାକାଲିଠୁ ପ୍ରବଳ ଛେଚିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗର ଉତ୍ତରପୂର୍ବ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ୧୦ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଜଗତସିଂହପୁର,…

ଶାରଦା ପ୍ରସନ୍ନଙ୍କ ନାଁରେ ପୁରସ୍କାର ଘୋଷଣା

ଭୁବନେଶ୍ୱର: ବିଶିଷ୍ଟ ଗୀତିକାର ଓ ଚଳଚ୍ଚିତ୍ର ନିର୍ମାତା ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ଆଜି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ପ୍ରତିବର୍ଷ ଶାରଦାଙ୍କ ନାଁରେ ଦିଆଯିବ ‘ଶାରଦ ପ୍ରସନ୍ନ ନାୟକ ଗୀତ କବିତା ପୁରସ୍କାର’ । ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏନେଇ…

ଚିଲିକା ଓ ଅଂଶୁପା ପାଇଁ ୪.୭ କୋଟି ସହାୟତା ଘୋଷଣା

ଭୁବନେଶ୍ୱର: ଚିଲିକା ଓ ଅଂଶୁପା ରକ୍ଷଣାବେକ୍ଷଣା ପାଇଁ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର । ଏ ଦୁଇ ପର‌୍ୟ୍ୟଟନସ୍ଥଳୀର ବିକାଶ ପାଇଁ ୪.୭ କୋଟି ଟଙ୍କାର ସହାୟତା ରାଶି ଦିଆହୋଇଛି । ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଏବଂ ଓଡିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପାର ରକ୍ଷଣାବେକ୍ଷଣ…

ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଓଡ଼ିଆ ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ଆସନନରେ ଓଡ଼ିଆ ସାଂସଦ । ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଗୃହକାର୍ଯ୍ୟ ତୁଲାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ମହାମାରୀ ରୋଗ ସଂଶୋଧନ ବିଲ୍‌-୨୦୨୦ର ଆଲୋଚନା ବେଳେ ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବା ସହ ଗୃହକାର୍ଯ୍ୟ…