Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀ ବିଧାୟକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବିଜେପି ନେତା ତଥା ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । “ଆଜି ମୋର କରୋନା ଟେଷ୍ଟ ପଜିଟିଭ ବାହାରିଛି । ମୁଁ ଏବେ ସଙ୍ଗରୋଧରେ ଅଛି । ନିକଟ ଅତୀତରେ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି…

ଯୁବତୀଙ୍କୁ ଘରୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ପୁଣି ଲଜ୍ୟା । ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ଭଳି ଆସିଛି ସଂଙ୍ଗୀନ ଅଭିଯୋଗ । ୩ ଯୁବକ ଘରୁ ଉଠାଇନେଇ ଗଣଦୁଷ୍କର୍ମ କରିଥିବା ଖୋଦ ଯୁବତୀଙ୍କ ପରିବର ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ନ୍ୟାୟ ପାଇଁ ପରିବାର ଲୋକେ ଛେଣ୍ଡ ଥାନାର ଦ୍ୱାରସ୍ଥ…

ଆଜି ରାତିରେ କେଉଁ ସବୁ ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ଆଜି ରାତିରେ ଓଡିଶାର ପ୍ରାୟ ୧୦ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ କନ୍ଧମାଳ, କୋରାପୁଟ, ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡା,…

ହୋମ୍‌ ଆଇସୋଲେସନ୍‌ରେ କ’ଣ କରିବେ, କ’ଣ କରିବେନି? ଭିଡିଓ କନ୍‌ଫରେନ୍ସିଂରେ କଥା ହେବେ ଡାକ୍ତର

ଭୁବନେଶ୍ୱର: ଏଣିକି ହୋମ୍‌ଆଇସୋଲେସନ୍‌ରେ ଥିବା ରୋଗୀ କ’ଣ କରିବେ ଏବଂ କ’ଣ ନକରିବେ ସେ ନେଇ ପରାମର୍ଶ ଦେବେ ଡାକ୍ତର । କେବେଳ ସେତିକି ନୁହେଁ କରୋନା ଆକ୍ରାନ୍ତଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେବେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରୋଗୀଙ୍କ ସହ ସିଧାସଳଖ କଥା ହେବେ ଡାକ୍ତର । ଏନେଇ ବିଏମ୍‌ସି…

ପୁରୀର ଚା ଦୋକାନୀ ଅକ୍ଷୟ ମାଗଣାରେ ଚା, ରସଗୋଲା ବାଂଟି ନିଆରା ଢ଼ଙ୍ଗରେ ପାଳିଲେ ମୋଦିଙ୍କ ଜନ୍ମଦିନ

ପୁରୀ: ପୁରୀର ଚା ଦୋକାନୀ ଅକ୍ଷୟ ଜୟସିଂହ (ଅକ୍ଷୁ ଭାଇ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ଜବରଦସ୍ତ ପ୍ରଶଂସକ । ସବୁ ବର୍ଷ ପରି ଏଥର ମଧ୍ୟ ସେ ତାଙ୍କ ପ୍ରିୟ ତଥା ଆଦର୍ଶ ନେତା ମୋଦିଙ୍କ ଜନ୍ମଦିନ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ସକାଳୁ ତାଙ୍କ ସହ ଛୋଟ ଛୋଟ ପିଲାମାନେ ମୋଦିଙ୍କୁ…

ଆଜି ଭୁବନେଶ୍ୱରରୁ ୩୨୫ କରୋନା ପଜିଟିଭ; ୪୨୦ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୦୧…

କୋଭିଡ୍ ନିୟମ ମାନି ନିଆରା ଢଙ୍ଗରେ ଜନ୍ମ ଦିନ ପାଳିଲେ ଅଭିନେତା ଆକାଶ

ଭୁବନେଶ୍ୱର : ଓଲିଉଡର ହ୍ୟାଣ୍ଡସମ୍ ହିରୋ ତଥା ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କ ଆଜି ଜନ୍ମଦିନ । ଆଜି ସେ ୩୯ ବର୍ଷରେ ପାଦ ଥାପିଛନ୍ତି । ପ୍ରତିବର୍ଷ ଆକାଶ ଅନାଥ ଆଶ୍ରମ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହ ଜନ୍ମଦିନ ପାଳିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସେ ସମ ଦୂରତା…

ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ୧୪ ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଚାରିଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ତିନି ଦିନିଆ ସାଧାରଣ ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏକ ବିଜ୍ଞପ୍ତିରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡିଶା (ସିୟୁଏ) ର…

ଚା’ ବିକିଲେ, ପ୍ରତିବାଦ କଲେ

କଟକ: ଚା’ ବିକୁଛନ୍ତି ଶିକ୍ଷିତ ଯୁବକ । ଆଜି ଏଭଳି ଏକ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି କଟକ ସହରରେ । ଆଜି ସାରା ବିଶ୍ୱରେ ବିଜେପି କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ କଟକ ଜିଲ୍ଲାପାଳଙ୍କ ଅଫିସ ଆଗରେ କିନ୍ତୁ ଦେଖିବାକୁ ମିଳିଛି ନିଆରା ପ୍ରତିବାଦ…

ଟ୍ୱିନ୍‌ସିଟିରେ କଡାକଡି ହେବ କୋଭିଡ ଯାଞ୍ଚ

ଭୁବନେଶ୍ୱର: ଏଣିକି ଟ୍ୱିନ୍‌ସିଟିରେ କଡାକଡି ହେବ କୋଭିଡ ଯାଂଚ । କଟକ-ଭୁବନେଶ୍ୱର କରୋନା କଟକଣାକୁ ଜୋରଦାର କରାଯିବ । ବଜାର ଅଂଚଳ ଓ ହଟ୍‌ସ୍ପରେ କୋଭିଡ ଚେକିଂ ଜୋରଦାର ହେବ । ଏଥିପାଇଁ ଭୁବନେଶ୍ୱରୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ଡିସିପି,…