Latest Odisha News

BREAKING NEWS

Browsing Category

ଓଡିଶା

Odisha

ପବିତ୍ର ମହାଳୟା

''ମହାନ୍ମହାତ୍ମା ମହିତୋ ମହିମାବାନ୍ମହାବଲଃ । ଗଣାଃ ପଞ୍ଚ ତଥୈବୈତେ ପିତୄଣାଂ ପାପନାଶନାଃ ॥ ସୁଖଦୋ ଧନଦଶ୍ଚାନ୍ୟୋ ଧର୍ମଦୋନ୍ୟଶ୍ଚ ଭୂତିଦଃ । ପିତୄଣାଂ କଥ୍ୟତେ ଚୈବ ତଥା ଗଣଚତୁଷ୍ଟୟମ୍ ॥'' ମହାଳୟା ଅମାବାସ୍ୟା ଭାରତର ଏକ ଧର୍ମଭିତ୍ତିକ ପର୍ବ । ଏହା ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ…

ତୁରନ୍ତ ହଜାରେ ଆଇସିୟୁ ବେଡ୍ ବ୍ୟବସ୍ଥା କରନ୍ତୁ ସରକାର: ବିଜୟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚଳନା ଦେଇ ରାଜ୍ୟ ସରକାରଙ୍କ ଉପରେ ବିର୍ଷିଲା ବିଜେପି । ଆଜି ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର କୋଭିଡ ରଣନୀତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କଟକ ଓ ଭୁବନେଶ୍ୱରରେ କୋରନା ଅବସ୍ଥା  ଭୟଙ୍କର ରୁପ ନେଇଛି। ଆଗକୁ ମଧ୍ୟ…

ନୂଆ ଲକ୍ଷଣ: ଜ୍ୱର ନଥିଲେ ବି ହୋଇପାରେ କରୋନା

ଭୁବନେଶ୍ୱର: ଦେଶରେ କରୋନା ମିଟରର କଂଟା ଉପର ମୁହାଁ ରହିଛି । ତଳକୁ ଖସିବାର ନାନେଉ ନାହିଁ । ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସାମାନ୍ୟ ଥଣ୍ଡା, ଜ୍ୱର, ଲାଗିରହିଲେ ହାତଗୋଡ ବିନ୍ଧା ହେଲେ କରୋନା ହୋଇଥାଇପାରେ ବୋଲି ଆମେ ଭାବିଥାଉ ଏବଂ ଏହା  କରୋନାର ଲକ୍ଷଣ ମଧ୍ୟ…

ରାସ୍ତାରୁ ଉଦ୍ଧାର ହେଲା ନବଜାତ ଶିଶୁର ମୁଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମିଶ୍ରପଡା ଅଞ୍ଚଳର ଏକ ରାସ୍ତା ଉପରେ ନବଜାତ ଶିଶୁର ମୁଣ୍ଡ ପଡ଼ିଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ନଜରକୁ ଆସିଛି। ଆଜି ସକାଳେ ଏଭଳି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୁଣ୍ଡଟିକୁ ଜବତ କରି ତଦନ୍ତ କରୁଥିବା…

ଟ୍ରେନ୍ ଧକ୍କାରେ ହାତୀ ମୃତ

ରାଉରକେଲା:ରାଉରକେଲା ଠାରୁ ୩୩ କିମି. ଦୂର ବିଶ୍ରା ଅଞ୍ଚଳର ଜରେଇକେଲା ଏବଂ ମନୋହରପୁର ମଧ୍ୟରେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଗୋଟିଏ ମାଈ  ହାତୀର ମୃତ୍ୟୁ ଘଟିଛି। ସୂଚନାନୁସାରେ,  ଉକ୍ତ ହାତୀଟି ରାଉରକେଲାରୁ ଝାଡଖଣ୍ଡର ଚକ୍ରଧରପୁର ଆଡକୁ ଯାଉଥିଲା ବେଳେ ଗତକାଲି ରାତି ପ୍ରାୟ ୯ଟା ବେଳେ…

୨୮ରେ ବସିବ ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ମୌସୁମୀ ଅଧିବେଶନ ପୂର୍ବରୁ ଶାସକ ଦଳକୁ ଘେରିବା ପାଇଁ ଅଂଟା ଭିଡିବ ବିଜେପି । ଏନେଇ ରଣନୀତି ପ୍ରସ୍ତୁତ କରିବ ଦଳ । ୨୮ରେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସମସ୍ତ ବିଧାୟକ ଦଳର ସଭାପତି ଉପସ୍ଥିତ ରହିବେ । ଦଳୀୟ କାର୍ଯ୍ୟାଳୟରେ ବସିବ ବୈଠକ । କୋଭିଡ୍…

ବିଧାନସଭା ବର୍ଜନ ଚେତାବନୀ ଦେଲେ ସୁର

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଏହାପୂର୍ବରୁ କୋଭିଡ କଟକଣା ଯୋଗୁଁ ବୟସ୍କ ତଥା ୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକଙ୍କୁ ବିଧାନସଭା ପ୍ରବେଶ ମନା ହୋଇଛି । ଏହାକୁ ନେଇ ଆଜି ଗର୍ଜିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ସେ…

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କୁ ଦିଆଗଲାଣି ହଜାରେ ପ୍ଲାଜମା ଥେରାପି

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୧୦୦୦ରୁ ଅଧିକ ପ୍ଲାଜମା ଥେରାପିର ବ୍ୟବହାର କରି ଓଡିଶା ସରକାର ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହି ମାଇଲଖୁଣ୍ଟ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ଲାଜମା ଦାତାଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

କଂଗ୍ରେସ ଛାଡିଲେ ରାଜକିଶୋର ବେହେରା

ଭୁବନେଶ୍ୱର: କଂଗ୍ରେସ ନେତା ରାଜକିଶୋର ବେହେରା ଗୁରୁବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ବେହେରା ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । “ମୋ ଇସ୍ତଫା ପତ୍ର ଗ୍ରହଣ କରନ୍ତୁ ବୋଲି ଉକ୍ତ ଚିଠିରେ ସେ…

ଆରମ୍ଭ ହେଲା IGNOU ଫାଇନାଲ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ର ଅଣ୍ଡର ଗ୍ରାଜୁଏଟ୍ (ୟୁଜି), ସ୍ନାତକୋତ୍ତର (ପିଜି), ଡିପ୍ଲୋମା ଏବଂ ସାର୍ଟିଫିକେଟ୍ ପାଠ୍ୟକ୍ରମର ଅନ୍ତିମ ସେମିଷ୍ଟାର ପରୀକ୍ଷା ଗୁରୁବାର ଦିନ ଓଡିଶାର ୩୩ଟି କେନ୍ଦ୍ରରେ ଆରମ୍ଭ ହୋଇଛି। IGNOU ଆଞ୍ଚଳିକ କେନ୍ଦ୍ର…