Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଗୋଟିଏ ଦିନରେ ୫୧ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୧,୩୨୦ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୨,୨୦୨ ଜଣଙ୍କର ଆଣ୍ଟିଜେନ, ୯୦୦୬ ଟି ଆରଟିପିସିଆର୍ ଓ ୧୧୨ ଟି ଟ୍ରୁନଟ୍‌ ପରୀକ୍ଷା…

ଆଜି ମା” କଟକ ଚଣ୍ଡୀଙ୍କ ରାଜରାଜେଶ୍ୱରୀ ବେଶ 

କଟକ: ଶାରଦୀୟ ପୂଜା ପାଇଁ ଚଳଚଂଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ ମାନ । ସବୁଠି ଚାଲିଛି ମା'ଙ୍କ ଷୋଡଶ ଉପଚାର ପୂଜା ବିଧି। କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ମଧ୍ୟ ପ୍ରତ୍ୟେକ ଦିନ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି। ଷୋଡଶ ଦିନାତ୍ମକ ପୂଜାର ଷଷ୍ଠ ଦିବସରେ ମା" କଟକ ଚଣ୍ଡୀଙ୍କ…

ଦେଶର ୩୭ଟି ମେଗା ଫୁଡ଼ ପାର୍କକୁ ମିଳିଲା ମଂଜୁରୀ

ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରର ୩୭ଟି ମେଗା ଫୁଡ଼୍ ପାର୍କକୁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ୧୯ଟି ମେଗା ଫୁଡ଼ ପାର୍କ ଏବେସୁଦ୍ଧା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇସାରିଛି । ପ୍ରତ୍ୟେକ ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ…

ପୁରୀରୁ ସେକ୍ସ ରାକେଟ ଠାବ : ଆପାର୍ଟମେଣ୍ଟରୁ ୨ ଯୁବତୀ ଉଦ୍ଧାର, ୨ ଯୁବକ ଗିରଫ

ପୁରୀ: ବଳିଆପଣ୍ଡାର ଏକ ଆପାର୍ଟମେଣ୍ଟରେ ଚାଲିଥିଲା ଅନୈତିକ କାମ । କୌଣସି ସୂତ୍ରରୁ ଖବର ପାଇ ପୋଲିସ କଲା ଚଢଉ । ଚଢଉ ବେଳେ ସେଠାରେ ସେକ୍ସ ରାକେଟ ଠାବ ହୋଇଛି । ଏଥି ସହ ସେକ୍ସ ରାକେଟ ସହ ଜଡ଼ିତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟ ଜଣେ କୌଶଳ କ୍ରମେ ପୋଲିସ ଠାରୁ ଖସି ଫେରାର…

ଆଦିବାସୀ ଝିଅ ନମିତାକୁ ବ୍ରେକ୍ ଦେବେ ବର୍ଷା !

ଭୁବନେଶ୍ୱର: ମାଓ ଇଲାକାର ସିଙ୍ଗିଙ୍ଗ ସେନ୍‌ସସନ୍ । ଆଦିବାସୀ ଝିଅ ନମିତା ମେଲେକା । ତାଙ୍କ କଣ୍ଠରେ ରହିଛି କୁହୁକ ଭରା ଯାଦୁ । ଯିଏ ଶୁଣିବ ସିଏ ମତୁଆଲା ହୋଇଯିବ । ଆଦିବାସୀ ଝିଅ ହେଲେ ବି ଭଏସ୍ ତାଙ୍କର କୌଣସି ବଲିଉଡ ସିଙ୍ଗରଠାରୁ କମ୍ ନୁହେଁ । ଗାଁଠାରୁ ସହର ଚାରିଆଡେ କେବଳ ନମିତାଙ୍କର…

ଓଡ଼ିଶା ସମେତ ୩ଟି ରାଜ୍ୟକୁ ଯୋଗ ଓ ନେଚରପ୍ୟାଥି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନ ପାଇଁ ପାଣ୍ଠି ପ୍ରଦାନ

ଭୁବନେଶ୍ୱର: ଓଡିଶା, ହରିଆନା ଓ କର୍ଣ୍ଣାଟକରେ କେନ୍ଦ୍ରୀୟ ଯୋଗ ଓ ନେଚରପ୍ୟାଥି ପ୍ରତିଷ୍ଠାନ କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ପାଣ୍ଠି ଯୋଗାଣ ଆରମ୍ଭ କରିଛନ୍ତି । ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, କର୍ଣ୍ଣାଟକ ଏବଂ ହରିଆନା…

ରାଜ୍ୟରୁ ସୁସ୍ଥ ହେଲେ ପୁଣି ୩୭୧୪ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୭୧୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ ୭୪୪, ବରଗଡରୁ ୩୯୭, କଟକରୁ ୩୭୫,…

ଓଡିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ଆକ୍ଟ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯କୁ ରାଜ୍ୟ ବିଧାନସଭାରେ ବିନା ଆଲୋଚନାରେ ରାଜ୍ୟ ସରକାର ଏଥିରେ ବ୍ୟାପକ ପରିବର୍ତନ ଆଣିବା ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପଖୋରାୟାଲ ନିଶଙ୍କଙ୍କ ପାଖକୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀ…

ତମନ୍ନା ଅଭିନୀତ ତେଲୁଗୁ ଫିଲ୍ମ ‘ଭେଇ ଶୁଭାମୁଲୁ କାଲୁଗୁ ନିକୁ’ର ଟିଜର ରିଲିଜ୍‌

ଭୁବନେଶ୍ୱର: ଅଭିନେତ୍ରୀ ତମନ୍ନାଙ୍କ ଅଭିନୀତ ତେଲୁଗୁ ଫିଲ୍ମ ‘ଭେଇ ଶୁଭାମୁଲୁ କାଲୁଗୁ ନିକୁ’ର ପ୍ରଥମ ଟିଜର ରିଲିଜ ହୋଇଛି । ଟିଜରରୁ ଦର୍ଶକ ଏହି ଫିଲ୍ମଟିକୁ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଏହାର ପ୍ରଯୋଜକ । ତମନ୍ନାଙ୍କ ବିପକ୍ଷରେ ବିଜୟ ରାଜା ଅଭିନୟ କରିଥିବା ବେଳେ ଏହାର…

୨୪ ଘଣ୍ଟାରେ ଭୁବନେଶ୍ୱରରୁ ୩୪୨ ଆକ୍ରାନ୍ତ, ୩୮୭ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୪୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…