Latest Odisha News

BREAKING NEWS

Browsing Category

ଓଡିଶା

Odisha

କଲରାପତରିଆ ବାଘ ଛାଲ ଜବତ; ୪ ଅଟକ

ନବରଙ୍ଗପୁର: ନବରଙ୍ଗପୁରରୁ ଶନିବାର ଦିନ ବନ ବିଭାଗ କର୍ମଚାରୀ କଲରାପତରିଆ ବାଘ ଛାଲ ଜବତ କରିଛନ୍ତି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୪ ଜଣଙ୍କୁ ଗିରଫ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ୱାଇଲ୍ଡଲାଇଫ୍ ପିସିସିଏଫ୍ ହରି ଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ନବରଙ୍ଗପୁର ଫରେଷ୍ଟ ରେଞ୍ଜ…

କନ୍ଧମାଳରେ ମାଓ ପୋଷ୍ଟର, ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ

ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । କନ୍ଧମାଳ ଜିଲ୍ଳା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବୁର୍ତ୍ତମଗଡ ନିକଟରେ ମାଓ ପୋଷ୍ଟର ଓ ବ୍ୟାନର ମରାଯାଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟର ବ୍ୟାନର ଜରିଆରେ ମାଓବାଦୀମାନେ ପୂର୍ବତନ ସରପଞ୍ଚ ଶିରିଶ ମଲ୍ଲିକଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏହାସହ…

ଓଡିଶା କଂଗ୍ରେସ ପ୍ରଭାରୀଙ୍କୁ କରୋନା

ଭୁବନେଶ୍ୱର: ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ଏ. ଚେଲ୍ଲା କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନମୁନା ପରୀକ୍ଷା ପରେ ସେ ପଜିଟିଭ୍ ଥିବା ଜଣାପଡିଛି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ନମୁନା ଟେଷ୍ଟ କରାଇନେବାକୁ ସେ ପରାମର୍ଶ…

ମନେ ରହିବେ ହାକିମ ବାବୁ…

ଭୁବନେଶ୍ୱର: କିଏ କହୁଥିଲା ହାକିମ ବାବୁ ତ ଆଉ କିଏ ସରପଂଚ ବାବୁ । ଓଲିଉଡକୁ ଭେଟି ଦେଇଥିଲେ କପାଳ ଲିଖନ ଓ ସିନ୍ଦୁର ବିନ୍ଦୁ ଭଳି କାଳଜୟୀ ସିନେମା । ଜଣେ ମଂଚ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟଗୁରୁ ଏବଂ ଜଣାଶୁଣା ଓଡ଼ିଆ ନାଟ୍ୟକାର ଅଜିତ ଦାଶ । ମଂଚ ଅଭିନୟ ଶିକ୍ଷାନୁଷ୍ଠାନ, ଅଭିନୟ ଜାଗୃତ…

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ: ଅଣ୍ଟା ଭିଡିଲେ ବିଜେଡି ଓ କଂଗ୍ରେସ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି କସରତ । ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ବିଜେଡିରେ ଜୋରଦାର ରଣନୀତି ଚାଲିଛି । ତିର୍ତ୍ତୋଲ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ସରିଛି । ୫ ଜଣ ନେତା ତିର୍ତ୍ତୋଲ ଦାୟିତ୍ୱରେ ଅଛନ୍ତି । ଦେବାଶିଷ ସାମନ୍ତରାୟ,…

ଓଲିଉଡର ବର୍ଷିୟାନ ଅଭିନେତା ଅଜିତ ଦାଶଙ୍କ ପରଲୋକ

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ଅଜିତ ଦାସ ଆଉ ନାହାଁନ୍ତି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି । ୭୧ ବର୍ଷିୟ ଅଜିତ ଦାସ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ଥିଲେ । ଏଥିସହ ତାଙ୍କର ଅନ୍ୟାନ୍ୟ ରୋଗ ମଧ୍ୟ ଥିଲା । ହସପିଟାଲରେ ତାଙ୍କର ଚିକିତ୍ସା ଜାରି…

ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯାହାର ପ୍ରଭାବରେ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ତେବେ ୧୫…

ସୁବର୍ଣ୍ଣପୁର: ୪୮୦ କେଜି ଗଞ୍ଜେଇ ସହ ପାଖାପାଖି ୧୦ ଲକ୍ଷ ଟଙ୍କା ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଂଚଳରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏକ ଗାଡିରୁ ୪ କୁଇଣ୍ଟାଲ ୮୦ କେଜି ଓଜନର ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇଥିଲା ଏସଟିଏଫ। ଖବର ଅନୁସାରେ ସଂପୃକ୍ତ ବ୍ୟବସାୟୀଙ୍କ ଘରେ ଚଢାଉକରି ଗଞ୍ଜାଇ ସହ ଟାଟା ପିକଅପ ଓ ହୋଣ୍ଡା…

କେନ୍ଦୁଝରରେ ମା’ ଓ ଝିଅଙ୍କୁ ହତ୍ୟା ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଏକ ଗ୍ରାମରେ ଜଣେ ମହିଳା ଏବଂ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସୂଚନାନୁସାରେ, ଗତ ଶନିବାର ରାତିରେ ଚମ୍ପୁଆ ଥାନା ଅଧୀନରେ ଥିବା ଧଲଡିହି ଗ୍ରାମରେ ସରସ୍ୱତୀ ମୁଣ୍ଡା (୩୫) ଏବଂ…

ରାଜ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୨୬ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୨, କଟକରୁ ୨, ଗଞ୍ଜାମରୁ ୧, କଳାହାଣ୍ଡିରୁ ୧,…