Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶାରେ ୧.୫ ଲକ୍ଷ ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୩୯୧୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

କୋଭିଡ ପଜିଟିଭ ଚିହ୍ନଟ ହେଲେ ବିଜେଡିର ଆଉ ଜଣେ ବିଧାୟକ

ଫୁଲବାଣୀ: କୋଭିଡ ପଜିଟିଭ ଚିହ୍ନଟ ହେଲେ ବାଲିଗୁଡା ବିଧାୟକ ଚକ୍ରମଣି କଅଁର । ଏହି ବିଧାୟକଙ୍କୁ ମିଶାଇ ରାଜ୍ୟରେ କୋଭିଡ ପଜିଟିଭ ବିଧାୟକଙ୍କ ସଂଖ୍ୟା ୨୬ ରେ ପହଞ୍ଚିଛି । ଗଣମାଧ୍ୟମକୁ ସୂଚନା ଦେଇ ଚକ୍ରମଣି କହିଛନ୍ତି ଯେ, ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବା ପରେ ବାଲିଗୁଡାର…

ସାରସ୍ୱତ ସାଧକ, ଗାୟକ ଭୂଷଣ ଗୋବିନ୍ଦ ଚନ୍ଦ୍ର ପାଢୀ

ସେଦିନ ଥିଲା ଦୋଳ ପୂର୍ଣ୍ଣିମା, ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନୂଆଶାସନ ଗାଁ ଦାଣ୍ଡରେ ରାଧାକୃଷ୍ଣଙ୍କର ଯାତ୍ରା ଚାଲିଥାଏ । ଘଣ୍ଟ, ଘଣ୍ଟା, ଶଙ୍ଖ, ମୃଦଙ୍ଗର ତାଳେ ତାଳେ, ଆଲଟ, ଚାମର ଭିତରେ ରାଧାକୃଷ୍ଣଙ୍କ ବିମାନ ଆଗକୁ ବଢୁଥିଲା । ଏହି ସମୟରେ ଗାଁର ଜଗବନ୍ଧୁ ପାଢୀ ଓ ସରସ୍ୱତୀ ଦେବୀଙ୍କ କୋଳ…

ପ୍ରଯୋଜନାକୁ ଓହ୍ଲାଇଲେ ଓଲିଉଡର ଡ୍ରିମ୍ ଗାର୍ଲ ପ୍ରିୟା ଚୌଧୁରୀ

ଭୁବନେଶ୍ୱର: ବହୁ ଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ପ୍ରିୟା ଚୌଧୁରୀ । ପ୍ରିୟା ପୁଣି ଥରେ ନାୟିକା ଭାବେ ଆସୁଛନ୍ତି , ଏଥି ସହ ସେ ଫିଲ୍ମର ପ୍ରଯୋଜନା ବି କରିବେ । ଗତ ୭ ତାରିଖରେ ଏହି ଫିଲ୍ମର ମହୁରତ ହୋଇଛି । ଫିଲ୍ମରେ ପ୍ରିୟାଙ୍କ ବିପକ୍ଷରେ ନାୟକ ଅଛନ୍ତି ବବି…

ମହାତ୍ମା ଗାନ୍ଧୀ ନରେଗା ଅଧୀନରେ ଲାଠିକଟାରେ ‘ଲେମନ ଗ୍ରାସ’ ଚାଷ ଶୁଭାରମ୍ଭ କଲେ ଜିଲ୍ଲାପାଳ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକରେ ଶନିବାର ଦିନ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ‘ଲେମନ ଗ୍ରାସ’ ବା ‘ଧନ୍ୱନ୍ତରୀ ଘାସ’ ଚାଷ ଶୁଭାରମ୍ଭ ହୋଇଛି। ଏହାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗର…

ଅଜଣା ଟ୍ରକ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ଜଣେ ଆହତ

ଛତ୍ରପୁର: ଗଂଜାମ ଛତ୍ରପୁରରେ ଶନିବାର ଟ୍ରକ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଛାତ୍ର ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେବ ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା ଅନୁଯାୟୀ, ସ୍ଥାନୀୟ ଶିଳ୍ପାଞ୍ଚଳର ହରିଶଙ୍କର ପଣ୍ଡାଙ୍କ ଏକମାତ୍ର ପୁଅ ହରିଶଙ୍କର, ତାର…

କୃଷି କ୍ଷେତ୍ରରେ ଯୁବ ବ୍ୟବସାୟୀଙ୍କ ପାଇଁ ବହୁ ସୁଯୋଗ ରହିଛି: ସୌରଭ ଗର୍ଗ

ଭୁବନେଶ୍ୱର: ଓଡିଶାରେ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ଆବଶ୍ୟକ ରହିଛି । ଓଡ଼ିଶାର କୃଷି କ୍ଷେତ୍ରକୁ ଉନ୍ନତ କରିବା ନିମନ୍ତେ କୃଷି ଉତ୍ପାଦ ତଥା ଏହି କ୍ଷେତ୍ରରେ ନିବେଶ ନିମନ୍ତେ ଯୁବ ଉଦ୍ୟୋଗୀମାନଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ କିପରି ସୁବିଧା…

ପୁଣି ଥରେ ବାପା ହେଲେ ତଥାଗତ ସତପଥୀ

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ଧରିତ୍ରୀ ଖବର କାଗଜର ମୁଖ୍ୟ ସମ୍ପାଦକ ତଥାଗତ ସତପଥୀ ଆଜି ପୁଣି ଥରେ ବାପା ହୋଇଛନ୍ତି । ଆଜି ଅପରାହ୍ନ ୪ଟା ୪୨ ମିନିଟରେ ତାଙ୍କର ଏକ ଝିଅ ଜନ୍ମ ହୋଇଛି । ଏ ନେଇ ନିଜେ ତଥାଗତ ଟ୍ୱିଟ୍ କରିଛନ୍ତି । ଏଥିରେ ଝିଅର ନାଁ ଆଭ୍ୟା ନନ୍ଦିନୀ ସତପଥୀ ବୋଲି ଲେଖିଛନ୍ତି…

ରାଜ୍ୟର ଆଉ ଦୁଇ ବିଧାୟକ କରୋନା ପଜିଟିଭ୍‌

ଭୁବନେଶ୍ୱର: ପୁଣି ଦୁଇ ବିଧାୟକ କରୋନା ପଜଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଓ ପାଟଣାଗଡ ବିଧାୟକ ସରୋଜ ମେହେର କରୋନା ସଂକ୍ରମିତ ହୋଇଛନ୍ତି । ଏ ନେଇ ଦୁହେଁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ନିଜର…

ସମ୍ କୋଭିଡ ଓ ସମ୍ ଅଲ୍ଟିମେଟରେ ୮୭ ବର୍ଷୀୟ ବରିଷ୍ଠ ନାଗରିକଙ୍କର ସଫଳ ଚିକିତ୍ସା

ଭୁବନେଶ୍ୱର: କରୋନା ମହାମାରୀକୁ ହରାଇଛନ୍ତି ୮୭ ବର୍ଷର ବରିଷ୍ଠ ନାଗରିକ। ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଚିକିତ୍ସିତ ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବରିଷ୍ଠ ନାଗରିକ କୃପାସିନ୍ଧୁ ସାହୁ। ବରିଷ୍ଠ ନାଗରିକ ସଂଘର…