Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିଶା ସ୍ପ୍ରେ କରି ଘରେ କଳାକନା ବୁଲାଇଲେ ଲୁଟେରା

ଅନୁଗୋଳ: ଘର ମାଲିକ ନ ଥିବାବେଳେ ବଡ଼ ଧରଣର ଡକାୟତି । ନିଶା ସ୍ପ୍ରେ କରି ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଧରି ଚମ୍ପଟ ମାରିଲେ ଲୁଟେରା । ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରେ । ଦୁର୍ବୃତ୍ତ ୧୦ ଲକ୍ଷ ଟଙ୍କା ଓ ୫୦ ଭଳି ସୁନା ଅଳଙ୍କାର ଲୁଟ୍ କରିଥିବା ଅଭିଯୋଗ ହୋଇଛି ।…

ଲୁଟ ବେଳେ ଦେଖିଦେଲେ ବୋଲି ମାଆ-ପୁଅଙ୍କୁ ଜୀଅନ୍ତା ଜାଳିଦେଲେ

କେନ୍ଦୁଝର: ଅମାନୁଷିକ କାଣ୍ଡ । ବର୍ବରତାର ସୀମା ଟପିଗଲେ ଲୁଟେରା । ଚୋରି କରିବାକୁ ଆସିବା ଲୁଟେରା ମାଆ ଓ ପୁଅଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ନନ୍ଦିପଡ଼ା ଥାନା ଅନ୍ତର୍ଗତ କାଳିଗାଁରେ । ଘଟଣାସ୍ଥଳରୁ ଦୁଇ…

ଗଜପତି ଜିଲ୍ଲାରୁ ଜବତ ହେଲା ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଏକ କଣ୍ଟେନର ଟ୍ରକରୁ ପାଖାପାଖି ୧୦୦୦ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ ମଧ୍ଯ କରିଛି। ଖବର ଅନୁଯାୟୀ ୧୦.୨୭ କ୍ୱିଣ୍ଟାଲ ଗଞ୍ଜେଇ ନେଇ ଏହି ଗାଡି ବୁରିପଦର ଅଞ୍ଚଳରୁ…

ରାଜଧାନୀରେ ବୁଲୁଛି ଦନ୍ତା ହାତୀ

ଭୁବନେଶ୍ୱର : ପୁଣି ରାଜଧାନୀରେ ପଶିଲା ହାତୀ । ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଭରତପୁର ଜିଏ କଲୋନୀରେ ଗୋଟିଏ ଦନ୍ତା ହାତୀ ପଶିଯାଇଛି । କଲୋନୀ ପରିସରରେ ଥିବା ଏକ ଘରର ପାଚେରୀ ଭାଙ୍ଗି ଦେଇଥିବା ଜଣା ପଡିଛି । କିଛି ଗଛକୁ ବି ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ଭରତପୁର…

ରାଜ୍ୟରେ ୨୪ ଘଣ୍ଟାରେ ହୋଇଛି ୪୭ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୭ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୭,୧୬୧ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୭,୦୪୩ ଜଣଙ୍କର ଆଣ୍ଟିଜେନ, ୬୦୪୭ ଟି ଆରଟିପିସିଆର୍ ଓ ୩୦୪ ଟି ଟ୍ରୁନଟ୍‌ ପରୀକ୍ଷା…

ଅନୁଗୁଳରେ ହାତୀ ଆକ୍ରମଣ; ଜଣେ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ କଡରେ ଥିବା ମୂଷାପାପୁଲି ଗାଁରେ ହାତୀ ଆକ୍ରମଣ। ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତକ ଜଣଙ୍କ ହେଉଛନ୍ତି ସେହି ଗାଁର ପାଣ୍ଡବ ସାହୁ । ସୂଚନୁସାରେ, ରାତିରେ ବଡ଼କେରଜାଙ୍ଗ ପଟରୁ କିଛି ହାତୀ ଗାଁ ମୁଣ୍ଡକୁ ଆସିଥିଲେ ।…

ଚଳଚ୍ଚିତ୍ର ନିର୍ମାତା ସାରଦା ପ୍ରସାଦ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ଗୀତିକାର ସାରଦା ପ୍ରସାଦ ନାୟକ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି, ‘ତାଙ୍କ ଦେହାନ୍ତ ଓଡିଆ ସିନେମା ଜଗତରେ ଗୋଟିଏ ଯୁଗରେ ଅବସାନ ଘଟାଇଛି । ‘ଲକ୍ଷ୍‌ମୀ’, ‘କା’, ‘ସ୍ତ୍ରୀ’,…

ବହୁଚର୍ଚ୍ଚିତ ସୁବର୍ଣ୍ଣପୁର ହତ୍ୟାକାଣ୍ଡର ଖୋଲିଲା ଗୁମର !

ସୁବର୍ଣ୍ଣପୁର: ଶେଷରେ ସାମ୍ନାକୁ ଆସିଲା ହତ୍ୟାକାରୀ । ଶାନ୍ତିରେ ନିଃଶ୍ୱାସ ମାରିଲା ପ୍ରଶାସନ ଓ ସାଧାରଣ ଜନତା । ଫିଟିଲା ବହୁଚର୍ଚ୍ଚିତ ମୁଣ୍ଡ ବିହୀନ ମୃତଦେହର ଗୁମର । ତେବେ କିଏ ଓ କାହିଁକି ଘଟାଇଥିଲା ଏପରି ନିର୍ମମ ହତ୍ୟାକାଣ୍ଡ ? ଶନିବାର ଲୁତୁରପଙ୍କ ନିକଟରେ ଏକ ବିଲରୁ ମିଳିଥିଲା…

କାହିଁକି ବଦଳିଲେ ଯାଜପୁର ଜିଲ୍ଲାପାଳ ?

ଯାଜପୁର: ବଦଳିଲେ ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ । ତାଙ୍କ ସ୍ଥାନରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ନୂଆ ନିଯୁକ୍ତି ମିଳିଛି । କାହିଁକି ବଦଗଳିଲେ ରଞ୍ଜନ ଦାସ, ଏହାକୁ ନେଇ ଏବେ ଚର୍ଚ୍ଚା । ଯାଜପୁର ଜିଲ୍ଲାରେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ବଢ଼ିବାରେ…

ଅନୁଭବ ମହାନ୍ତିଙ୍କ ସପକ୍ଷରେ ବାହାରିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ବିଚ୍ଛେଦକୁ ନେଇ ବାକବିତର୍କ ଲାଗି ରହିଛି । ଏଭଳି ସମୟରେ ଅନୁଭବଙ୍କ ସପୋର୍ଟରେ ବାହାରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।…