Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ୧୩ ହଜାର ଛୁଇଁବ କରୋନା ସଂକ୍ରମିତଙ୍କ ସଂଖ୍ୟା । ସେହି ହିସାବରେ ଅଧିକ ଆକ୍ରାନ୍ତ ସୁସ୍ଥ ବି ହେଲେଣି । ବେକାବୁ କରୋନା ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ବେଳେ ଆସନ୍ତାକାଲି ଜିଲ୍ଲାର ସବୁ ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ସାହିତ୍ୟ ପିଲାମାନଙ୍କୁ ରୁଦ୍ଧିମନ୍ତ କରେ ବୋଲି ଗଣେଶ୍ୱର ମିଶ୍ରଙ୍କ ବିଶ୍ୱାସ ରହିଥିଲା : ଦାଶ ବେନହୂର

ଭୁବନେଶ୍ୱର: ‘ସାହିତ୍ୟ ପିଲାମାନଙ୍କୁ ଗଢେ, ସଂସ୍କାର ଦିଏ, ଦିଗ୍‌ଦର୍ଶନ ଦିଏ ଓ ଏଥି ସହିତ ମୌଳିକ ପରିଚୟ ଦେଇଥାଏ । ତେଣୁ ପିଲାମାନଙ୍କ ସାହିତ୍ୟ ଅବହେଳିତ ହେବା କଥା ନୁହେଁ । ଓଡିଶାରେ ପିଲାଙ୍କ ସାହିତ୍ୟର କିପରି ଉନ୍ନତି ହୋଇପାରିବ ସେ ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ଏହି…

ଗଞ୍ଜାମରେ ୧୦ ହଜାର ପାର କଲା କରୋନା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟର କରୋନା ପ୍ରଭାବିତ ଜିଲ୍ଲା ଗଞ୍ଜାମ । ସଂକ୍ରମିତ ଜିଲ୍ଲା ତାଲିକାର ଟପ୍ ପୋଜିସନରେ ଅଛି । ସେହିପରି ଜିଲ୍ଲାରୁ ଅଧିକ ଲୋକ ସୁସ୍ଥ ବି ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ରାଜ୍ୟ ତୁଳନାରେ ଗଞ୍ଜାମ ଜିଲ୍ଲାରେ ସୁସ୍ଥତା ହାର…

ସରଳ କବିତା

(ଭାବାନୁବାଦ - ପ୍ରଶାନ୍ତ କୁମାର ଦାଶ) ଦିନେ ମୁଁ ଲେଖିଲି, ଏକ ସରଳ କବିତା। ବିଜ୍ଞାନୀ ଭାବିଲେ, ଏହା କେତେ ଜଟିଳ ! ଅଗୁଁଆର ପାଠକ କହିଲେ, ଭାରି ସହଜିଆ। ଏମିତି ........... କେହିବି ପଢିଲେନି ତାହାକୁ। କବିତାଟି ଏତେ ସହଜ ଥିଲାଯେ , ଶବ୍ଦରାଜି ମୋ ମୁହଁରେ ଝଲସି…

ଅନୁଗୁଳରେ ଷ୍ଟେଟ ବ୍ୟାଙ୍କ ATM ଭାଙ୍ଗି ଲୁଟ୍ ଘଟଣାର ଖୋଳତାଡ

ଅନୁଗୁଳ: ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍ । ଅନୁଗୁଳ ସହର କରଡ଼ାଗାଡ଼ିଆ ଛକ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ ଭାଙ୍ଗି ଟଙ୍କା ଲୁଟ୍ ଘଟଣାର ଖୋଳତାଡ କରୁଛି ପୋଲିସ । ଏଯାଏଁ କାହାରିକୁ ଗିରଫ କରାଯାଇ ନାହିଁ । ଗତକାଲି ରାତିରେ ଏହି ଡକାୟତି ହୋଇଥିଲା । ଏମଟିଏମର ସଟର୍ ପକାଇ ଦେଇଥିଲେ…

ରାଜ୍ୟରେ ସୁସ୍ଥ ହେଲେ ୨୭ ଜିଲ୍ଲାରୁ ୧୫୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନା ସଂକ୍ରମଣ ସହ ରାଜ୍ୟରେ ବଢୁଛି ସୁସ୍ଥତା ସଂଖ୍ୟା । ଆଜି ଆରୋଗ୍ୟ ଲାଭ କରିଛନ୍ତି ଆଉ ୧୫ ଶହ ୪୩ ଜଣ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହେଲେଣି ୩୧ ହଜାର ୭୮୪ ଜଣ । ମୋଟ୍ ୬୯ ପ୍ରତିଶତ ଭୂତାଣୁ ସଂକ୍ରମିତ ଆରୋଗ୍ୟ ଲାଭ କଲେଣି । ଗଞ୍ଜାମ ଜିଲ୍ଲାରୁ…

ଚିନ୍ତା ବଢ଼ାଇଲା କଟକର କଂଟେନମେଂଟ ଜୋନ୍‌, ପୁଣି ଆଉ ୩୨ ଚିହ୍ନଟ

କଟକ: ଆଜି କଟକରୁ ପୁଣି ଆଉ ନୂଆ ୧୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେବଳ ମାଗୋଦାମ, ବେହେରା ସ।।ହି ଓ ଜଲୁଆ ସାହି କଂଟେନମେଂଟ ଜୋନ୍‌ରୁ ୩୨ ଜଣ ଆକ୍ରାନ୍ତ ଅଛନ୍ତି । ଏହି ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୧ ଜଣ ପୁରୁଷ ଥିବା ବେଳେ ଅଛନ୍ତି ୧୧ ଜଣ ମହିଳା ।…

ଓଡ଼ିଶା-ମୋ ପରିବାର ଓ ଜୀବନ ବିନ୍ଧୁର ମେଗା ରକ୍ତଦାନ ଶିବିର ଆରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଧୁ ପକ୍ଷରୁ ମେଗା ରକ୍ତ ଦାନ ଶିବିର ଆରମ୍ଭ ହୋଇଯାଇଛି । ଆସନ୍ତା ସପ୍ତାହେବ୍ୟାପୀ ରାଜ୍ୟର ୩୦ଟି ଜିଲ୍ଲା ଓ ସଦରମହକୁମାରେ ଏହି ରକ୍ତଦାନ ଶିବିର ଅଭିଯାନ ଚାଲିବ । ଆଜି ପ୍ରଥମ ଦିନରେ ୨୯ଟି…

କଟକର କଂଟେନମେଂଟ ଜୋନ୍‌ରୁ ଅଧିକ କୋଭିଡ ପଜିଟିଭ ଚିହ୍ନଟ: ସିଏମ୍‌ସି କମିଶନର

କଟକ: କଟକର କଂଟେନମେଂଟ ଜୋନ୍‌ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସହରର ଜଟି କଂଟେନମେଂଟ ଜୋନ୍‌ରୁ ୪୦୪ଟି କରୋନା ଆକ୍ରାନ୍ତ ବାହାରିଛନ୍ତି । ବେହେରା ସାହିରେ ୧୨୦୦ ଲୋକ ରହୁଥିବା ବେଳେ ଏଠାରୁ ୬୮୯ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି। ଏଥିରୁ ୨୮୦ ଜଣଙ୍କର ନମୁନା ପଜିଟିଭ ଆସିଛି…

ଆଜି ଭୁବନେଶ୍ୱରୁ ପୁଣି ୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଧୀରେ ଧୀରେ ରାଜଧାନୀ ଭୁବନେଶ୍ୱରରେ କରୋନା ବିପଦ ବଢ଼ିବାରେ ଲାଗିଛି । ଏଠାରେ କରୋନା ଗ୍ରାଫ ଉପର ମୁହାଁ ରହିଛି । ଆଜି ପୁଣି ଭୁବନେଶ୍ୱରରୁ ୧୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୬୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।…