Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ସଂକ୍ରମଣ ସଂଖ୍ୟା ଅଧିକ’

କଟକ: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସିଲିଭର ସିଟି କଟକରେ ମଧ୍ୟ ବିପଦ ବଢ଼ୁଛି । ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗ୍ରାମାଂଚଳରେ ୬୪.୯% ଏବଂ ସହରାଂଚଳରେ ୫୩.୦୧% ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଆଜି ସାମ୍ବାଦିକ…

କାଲିଠୁ ପ୍ରବଳ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ରୁ ଊର୍ଧ୍ୱ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା…

ନୂଆଁଖାଇ ପାଳନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସୁରେଶ ପୂଜାରୀଙ୍କ ଚିଠି

ଭୁବନେଶ୍ୱର: ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । କରୋନା ମହାମାରୀ ସଂକଟ ଭିତରେ କଟକଣା ମାନି ନୂଆଖାଇ କିଭଳି ପାଳନ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । କୋଭିଡ୍ କଟକଣା ଓ ଗାଇଡଲାଇନ୍ ଭିତରେ…

ପିପିଇ କିଟ୍ କିଣା ଦୁର୍ନୀତି: ବିଜେପି-ବିଜେଡି ତୁ ତୁ ମେଁ ମେଁ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚାଳନା ନେଇ ରାଜନୀତି ଜୋର୍ ଧରିଛି । କରୋନା ପରିଚାଳନାରେ ଦୁର୍ନୀତି ହୋଇଥିବା ନେଇ ବଡ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ପିପିଇ କିଟ୍ କିଣାରେ ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଏହି ଦୁର୍ନୀତିରେ…

ଖସିଗଲେ ୧୦-୧୫ ମାଓବାଦୀ, ଗୁଳି ଓ ମାଓ ସାମଗ୍ରୀ ଜବତ

ବରଗଡ଼: ପାଇକମାଳ ଗନ୍ଧମାର୍ଦ୍ଦନ ପାହାଡ଼ରେ ଚାଲିଥିଲା ମାଓ କ୍ୟାମ୍ପ । ଖବର ପାଇ ଚଢ଼ାଉ କରିଥିଲେ ଏସଓଜି ଯବାନ । ଏତିକିବେଳେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାଓ କ୍ୟାମ୍ପରେ ରହିଥିଲେ ୧୦ରୁ ୧୫ ଜଣ ମାଓବାଦୀ । ସୁରକ୍ଷାବାହିନୀ ସହ ଗୁଳି ବିନିମୟ ବେଳେ ଘଟଣାସ୍ଥଳରୁ…

ଚାନ୍ଦା ମାଗିବା ଅଭିଯୋଗରେ ୩ ନକଲି ମାଓବାଦୀ ଗିରଫ

କୋକସରା: ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ୩ ନକଲି ମାଓବାଦୀଙ୍କୁ ଗିରଫ କରିଛି ପୋଲିସ । କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅଂଚଳରେ ଘଟିଛି ଏଭଳି ଘଟଣା । ଜଣେ ଚାଷୀଙ୍କ ଠାରୁ ମାଓବାଦୀ ପରିଚୟ ଦେଇ ଏହି ୩ ନକଲି ମାଓବାଦୀ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି ।…

ଫେରାଇବାକୁ ପଡିବନି କାଳିଆ ଟଙ୍କା

ଭୁବନେଶ୍ୱର: କଳିଆ ଟଙ୍କା ଫେରସ୍ତ ଉପରେ ଲାଗିଲା ରୋକ । ଆଉ ଫେରାଇବାକୁ ପଡିବନି କାଳିଆ ଟଙ୍କା । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ କାଳିଆ ଟଙ୍କା ଫେରାଇ ନେବା ଉପରେ କଟକଣା ଲଗାଇଛନ୍ତି ସରକାର । ବର୍ତ୍ତମାନ ପାଇଁ ଟଙ୍କା ଫେରାଇ ନନେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କୃଷି ଓ…

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ସ୍ୱର୍ଗତଃ ଅସୀମ ବସୁଙ୍କୁ ପ୍ରଦାନ କରାଯିବ ‘ଧର୍ମପଦ ପୁରସ୍କାର’

ଭୁବନେଶ୍ୱର: ବର୍ଷ ୨୦୧୦ ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ମଞ୍ଚ ନିର୍ଦ୍ଦେଶକ ସ୍ୱର୍ଗତଃ ଅସୀମ ବସୁଙ୍କୁ ପ୍ରଦାନ କରାଯିବ 'ଧର୍ମପଦ ପୁରସ୍କାର' । ଓଡ଼ିଶା ଚାରୁକଳା କ୍ଷେତ୍ରରେ ନିରବଚ୍ଛିନ୍ନ ସାଧନା ଓ ଅବଦାନ ପାଇଁ ତାଙ୍କୁ ଏକାଡେମୀର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ ।…

କାଲିଠୁ ତିନି ଦିନ କାମାକ୍ଷାନଗର NAC ସଟଡାଉନ୍

କାମାକ୍ଷାନଗର(ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ କାମାକ୍ଷାନଗର ଏନଏସିରୁ ଅଛନ୍ତି କେବଳ ୧୯ ଜଣ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ତିନି ଦିନ ସଟଡାଉନ୍ ରହିବ କାମାକ୍ଷାନଗର ଅଞ୍ଚଳ । ଏହି ନିର୍ଦ୍ଦେଶନାମା…

ଶତକ ସହ ୧୦୦୦ ଟପିଲା ନୟାଗଡ଼ରେ କରୋନା କେସ୍

ନୟାଗଡ଼: ଗୋଟିଏ ଦିନରେ ନୟାଗଡ଼ ଜିଲ୍ଲାରେ ଶତକ ମାରିଛି କରୋନା ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୬ ନୂଆ ଆକ୍ରାନ୍ତ । ଯାହାକି ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ନୟାଗଡ଼ ଜିଲ୍ଲାରେ ହଜାରେ ଟପିଛି କରୋନା କେସ୍ । ମୋଟ୍…