Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ କରୋନା ନେଲା ଆଉ ୧୩ ଜୀବନ, କୋରାପୁଟରୁ ଗଡ଼ିଲା ପ୍ରଥମ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ବଢୁଛି ମୃତ୍ୟୁ ସଂଖ୍ୟା । କୋରାପୁଟ ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି ପ୍ରାଣଘାତୀ ଭାଇରସ୍ । ଦୁଇ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏହାସହ ଗତ ୨୪ ଘଣ୍ଟାରେ କରୋନା ନେଇ ୧୩ ଜୀବନ । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୭୨କୁ…

ରାଜ୍ୟରେ ବଢୁଛି ସଂକ୍ରମଣ: ୨୪ ଘଣ୍ଟାରେ ୧୭ ଶହ ପାର, ୪୫ ହଜାର ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୫ ଶହ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୭୩୪ ଜଣ କରୋନା ପଜିଟିଭ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ…

ଭୁବନେଶ୍ୱରରେ ଧରାପଡିଲା ନକଲି ନାବାର୍ଡ ଅଫିସର

ଭୁବନେଶ୍ୱର: ନିଜକୁ ନ୍ୟାସନାଲ ବ୍ୟାଙ୍କ ଫର ଫାର୍ମିଂ ଏବଂ ରୁରାଲ ଡେଭଲପମେଣ୍ଟ (ନାବାର୍ଡ)ର ଅଧିକାରୀ ଭାବେ ପରିଚୟ ଦେଇ ଲୋକଙ୍କୁ ଠାକୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନାମ ସ୍ମିଥ ସେଠୀ ବୋଲି ଜଣାପଡିଛି। ସୂଚନାନୁସାରେ , ଏହି ବ୍ୟକ୍ତି ଜଣଙ୍କ ନିଜକୁ…

ରାଜଧାନୀରେ ବିଏମସି ବଢାଇଛି କୋଭିଡ୍‌ ପରୀକ୍ଷା ସୁବିଧା

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ଲାଗି ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟେଷ୍ଟ ସୁବିଧା ବଢାଇ ଦିଆଯାଇଛି । ବୁଧବାର ୨୨୮୫ ଜଣଙ୍କର ଟେଷ୍ଟ କରାଯାଇଥିଲା ବେଳେ ଏହା ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ୨୦୧୦ ଜଣଙ୍କର ଟେଷ୍ଟ କରାଯାଇଥିଲା । ଗତକାଲି ବିଏମସି ପକ୍ଷରୁ…

ବରଗଡ଼ରେ ମାଓବାଦୀ କ୍ୟାମ୍ପ ଠାବ; ସର୍ଚ୍ଚ ଅପରେସନ ଜାରି

ବରଗଡ଼: ବରଗଡ ଜିଲ୍ଲାର ପାଇକମଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଏକ ମାଓବାଦୀ ଶିବିର ନିର୍ମାଣ କରାଯାଇଥିବା ପୋଲିସକୁ ସୂଚନା ମିଳିଥିଲା। ସୂଚନାନୁସାରେ, ସଶସ୍ତ୍ର ସୁରକ୍ଷାବଳ କମ୍ବିଂ ଅପରେସନ୍ କରି ଜଙ୍ଗଲରେ ଥିବା ଏହୂ ନିଛାଟିଆ କ୍ୟାମ୍ପକୁ ଠାବ କରିଛନ୍ତି । ସର୍ଚ୍ଚ…

ଖୋଲିଲା ହୀରାକୁଦର ଆଉ ୮ ଟି ଗେଟ୍

ହୀରାକୁଦ: ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ୬୦୮.୫୦ ଫୁଟରେ ପହଞ୍ଚିଛି। ଶନିବାର ରାତି ୯ ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ୮ ଗେଟ୍‌ ଖୋଲା ଯାଇଥିବା ସୂଚନା ମିଳିଛି। ଜଳଭଣ୍ଡାରର ଉପର ମୁଣ୍ଡରେ ୩.୪୬ ମିଲିମିଟର, ତଳ ମୁଣ୍ଡରେ ୫.୪୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପ୍ରତି ସେକେଣ୍ଡରେ…

ଭିଣୋଇକୁ ହତ୍ୟା ପରେ କଟାମୁଣ୍ଡ ଧରି ବୁଲିଲା ଶଳା

ନବରଙ୍ଗପୁର: ଅନୈତିକ ସମ୍ପର୍କ ସନ୍ଦେହ ହେଲା କାଳ । ଭିଣୋଇକୁ ହତ୍ୟା କରି କଟାମୁଣ୍ଡ ଧରି ଗାଁରେ ବୁଲିବା ପରେ ଥାନାରେ ଆତ୍ମସମର୍ପଣ କଲା ଶଳା । ଘଟଣାଟି ଘଟିଛି ନବରଙ୍ଗପୁର ଝରିଗାଁ ଥାନା ହାତିବାଡି ଗାଁରେ । ସୂଚନା ଅନୁଯାୟୀ, ଗାଁର ଡମ୍ବରୁ ଗୌଡଙ୍କ ପିଉସୀ ଝିଅ ଭଉଣୀଙ୍କୁ ବିବାହ…

ସଡ଼କ ଦୁର୍ଘଟଣାରେ ସମ୍ବଲପୁର ଏସ୍‌ଡିପିଓ ଆହତ

ସମ୍ବଲପୁର: ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ସମ୍ବଲପୁର ଏସଡିପିଓ। ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର କିଶୋରନଗର ଥାନା ଇଲାକା ଆମ୍ବପାଳଠାରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଥିଲେ ସମ୍ବଲପୁର ଏସ୍‌ଡିପିଓ ତପନ ମହାନ୍ତି। ଜ଼ଏ ଏଥିରେ ଆହତ ହୋଇଥିବା ଜଣାପଡ଼ିଛି…

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ୧୩ ଯାଏଁ ଲଗାଣ ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୦ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢ଼ିବ। ଏହି ଦୁଇ ଦିନ ପା‌ଇଁ ପାଣିପାଗ ବିଭାଗ…

ବରିଷ୍ଠ କଂଗ୍ରେସ ନେତା ଅଶୋକ ବରିହାଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର: ସମ୍ବଲପୁରର ବରିଷ୍ଠ କଂଗ୍ରେସ ନେତା ଅଶୋକ ବରିହାଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। । ସ୍ୱର୍ଗତ ବରିହାଙ୍କ ତିନି ପିଢ଼ି କଂଗ୍ରେସ ଦଳ ସହିତ ଜଡିତ ରହି କଂଗ୍ରେସ ଦଳକୁ ମଜବୁତ କରିବାରେ ସହାୟକ ହୋଇଥିଲେ । ସେ ଜଣେ ମିଷ୍ଟଭାସୀ,…