Latest Odisha News

BREAKING NEWS

Browsing Category

ଓଡିଶା

Odisha

ରେଖାପଞ୍ଚମୀରେ ବାଘ ପାଇଁ ପିଠା ବଢ଼ା ପ୍ରଥା

ଓଡିଶାର ଗ୍ରାମ୍ୟ ପର୍ବପର୍ବାଣୀ, ପରମ୍ପରାକୁ ନେଇ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସ୍ୱତନ୍ତ୍ର ଆଲେଖ୍ୟ ପିଲାବେଳୁ ରେଖାପଞ୍ଚମୀ ପାଳନ ସବୁବେଳେ ଥିଲା ଏକ ଅଲଗା ଉତ୍ସାହ ଓ ଅନୁଭୂତି । ଏଇ ପର୍ବକୁ ନେଇ ବିଶେଷ ପ୍ରସ୍ତୁତି ଆଉ ଶେଷରେ ବାଡିପଟେ କବାଟ ବାହାରେ ବାଘ ଉଦ୍ଦେଶ୍ୟରେ କଦଳୀ ପତ୍ରରେ…

ଏଥର ଧୁମଧାମରେ ପାଳନ ହେବନି ଗଣେଶ ପୂଜା

କଟକ: ଏଥର କଟକରେ ଫିକା ପଡିବ ଗଣେଶ ପୂଜା । କରୋନା ମହାମାରୀ ଯୋଗୁଁ ଧୁମଧାମରେ ପାଳନ ହେବନି ଅଗ୍ରପୂଜ୍ୟଙ୍କ ପୂଜା । କେବଳ ନିରାଡମ୍ବର ଭାବେ ପୂଜା ପାଇବେ ବିଘ୍ନହର୍ତା ବିଘ୍ନେଶ । ଯେଉଁମାନେ ଚାହିଁବେ ଘରେ ଗଣେଶ ପୂଜା କରିପାରିବେ । କେବଳ ସେତିକି ନୁହେଁ ସର୍ବସାଧାରଣ ସ୍ଥାନରେ ମଧ୍ୟ ଗଣେଶ…

ଭିମ୍‌ସାରରେ ବଢ଼ୁଛି ସଂକ୍ରମଣ, ଆଉ ୭ ଡାକ୍ତରଙ୍କ ସମେତ ୯ କରୋନା ଯୋଦ୍ଧା କୋଭିଡ ପଜିଟିଭ

ବୁର୍ଲା: ବୁର୍ଲା ଭିମସାର୍‌ରୁ ପୁଣି ୭ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡାକ୍ତରଖାନାର ୭ ଡାକ୍ତରଙ୍କ ସମେତ ୯ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କେବଳ ଏଚ୍‌ଡିୟୁ ଲିଙ୍କରେ ଆକ୍ରାନ୍ତ କର୍ମଚାରୀଙ୍କ ସଂଖ୍ୟା ୨୮ ହୋଇଥିବା ଭିମ୍‌ସାର ନିର୍ଦେଶକ ପ୍ରଫେସର ଲଲିତ…

ସୁସ୍ଥ ହେଲେ ଆଉ ୧୫୪୪ ସଂକ୍ରମିତ, ୩୦ ହଜାର ଡେଇଁଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସୁସ୍ଥ ହାର । ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୫୪୪ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୦,୨୪୧ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଦୋଛକିରେ ମାଟ୍ରିକ୍ ଟପ୍ପର ସୌମ୍ୟଙ୍କ ଭବିଷ୍ୟତ !

ଅନୁଗୁଳ: ସୌମ୍ୟ ରଂଜନ ସାମନ୍ତ । ଘର ଅନୁଗୁଳ ତାଳଚେରର ରେମୁଁଆ ଅଂଚଳ । ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ରଖିଛନ୍ତି । ଭବିଷ୍ୟତର ଆଇଏସ ହେବାକୁ ସ୍ୱପ୍ନ ଦେଖିଛନ୍ତିି । ହେଲେ ଅର୍ଥାଭାବ ତାଙ୍କ ଉଜ୍ୱଳ ଭବିଷ୍ୟତରେ ବାଧକ ସାଜିଛି । ସୌମ୍ୟଙ୍କ ବାପା ଜଣେ ଠିକା ଶ୍ରମିକ ।…

ଭୁବନେଶ୍ୱରରେ ବଢ଼ୁଛି ସଂକ୍ରମଣ, ପୁଣି ୧୯୦ ପଜିଟିଭ

ଭୁବନେଶ୍ୱର: ରାଜଧାନୀରେ କ୍ଷିପ୍ର ଗତିରେ ବଢ଼ିଚାଲିଛି ସଂକ୍ରମଣ । ଆଜି ପୁଣି ଭୁବନେଶ୍ୱରରୁ ୧୯୦ ପଜିଟିଭ ବାହାରିଛନ୍ତି । ଏହାମଧ୍ୟରୁ ୧୩୮ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫୨ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।ସେହିପରି ୧୦୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା…

ଚିନ୍ତା ବଢ଼ାଇଲା କଟକର ବେହେରା ସାହି, ପୁଣି ୪୬ ପଜିଟିଭ ଚିହ୍ନଟ

କଟକ: ସିଲଭର ସିଟିରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଆଜି ପୁଣି ୭୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କଂଟେନମେଂଟ ଜୋନ୍ ଘୋଷଣା ହୋଇଥିବା ବେହେରା ସାହି ଓ ମାଲଗୋଦାମ ଅଂଚଳରୁ ୪୬ ଜଣ ଅଛନ୍ତି । ସେହିପରି କ୍ୱାରେଂଟାଇନ୍ ସେଂଟରରୁ ୭, ହୋମ୍ କ୍ୱାରେଂଟାଇନ୍‌ରୁ ୭ ଓ ସ୍ଥାନୀୟ…

ସାଂସଦ ସୁରେଶ ପୂଜାରୀଙ୍କୁ କରୋନା

ବରଗଡ: ବରଗଡ ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । #COVID19 ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି II ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ…

‘୧୦ ଦିନରେ ଭୁବନେଶ୍ୱରରେ ୧୨୬୨ ସଂକ୍ରମିତ’

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କିରିବାରେ ଲାଗିଛି । ସ୍ଥିତି ପୁରା ଅଣାୟତ୍ତ ହେବାରେ ଲାଗିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବଢ଼ୁଛି । ଗତ ୧୦ ଦିନରେ ଭୁବନେଶ୍ୱରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ଗଂଜାମରେ କରୋନା ସୁସ୍ଥ ହାର ୭୮ ପ୍ରତିଶତ

ଗଂଜାମ : ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ହେଉଛି ଗଂଜାମ । କିନ୍ତୁ ଜିଲ୍ଲାରେ ଦିନକୁ ଦିନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ ଗଂଜାମରେ କରୋନା ସୁସ୍ଥହାର ୭୮ ପ୍ରତିଶତ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ…