Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କୋରାପୁଟ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ…

ଗଞ୍ଜାମ ଜିଲ୍ଲାରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଭୂମିକମ୍ପ । ଆଜି ସକାଳ ୭ଟା ୧୦ ମିନିଟରେ ମୃଦୁ କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୩.୮ । ବ୍ରହ୍ମପୁରଠାରୁ ୭୩ କିଲୋମିଟର ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ । ସ୍ୱଳ୍ପ ସମୟ ପାଇଁ ଥରିଥିଲା ଗଞ୍ଜାମ…

ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୦ରେ ସି.ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ବିଭାଗ ଏବଂ ଏଆଇସିଟିଇ ଦ୍ୱାରା ଅନୁଷ୍ଠିତ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ,୨୦୨୦ (ସଫ୍ଟୱେର ଏଡିସନ୍‌)ରେ ସି.ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସଫଳତା ଅର୍ଜନ କରିଛନ୍ତି। ବିଶ୍ୱବିଦ୍ୟାଳୟର ଦୁଇଟି ଗ୍ରୁପ୍…

ଜାତୀୟ ହସ୍ତତନ୍ତ ଦିବସ: ସୋସିଆଲ ମିଡିଆରେ ଟ୍ରେଣ୍ଡରେ ହସ୍ତତନ୍ତ ପୋଷାକ

ଭୁବନେଶ୍ୱର: ଆଜି ଜାତୀୟ ହସ୍ତତନ୍ତ ଦିବସ । ଏଥି ପାଇଁ ସୋସିଆଲ ମିଡିଆରେ ରାଜନେତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ଓ ସାଧାରଣ ଲୋକେ ସମସ୍ତେ ହସ୍ତତନ୍ତର ପୋଷାକ ଓ ଶାଢୀ ପିନ୍ଧି ଫଟୋ ସେୟାର କରିଛନ୍ତି । ହସ୍ତତନ୍ତର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ୨୦୧୫ ମସିହାରୁ ଆଜିର ଦିନକୁ ଜାତୀୟ…

ଓଡିଶାରୁ ସୁସ୍ଥ ହେଲେ ୧୮୧୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୮୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୮୧୦ ଜଣଙ୍କ ମଧ୍ୟରୁ ୭୦୦ ଜଣ ଗଞ୍ଜାମରୁ, ୨୦୨ ଜଣ ଖୋର୍ଦ୍ଧା, ୧୪୭ ଜଣ କଟକରୁ, ୧୩୬ ଜଣ ଗଜପତିରୁ, ୧୧୬…

ଓଡିଶା କ୍ୟାଡର ଆଇପିଏସ୍ ଅଫିସର ସିଆରପିଏଫ୍ ଆଇଜି ଭାବେ ନିଯୁକ୍ତ

ଭୁବନେଶ୍ୱର: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଇନ୍ସପେକ୍ଟର ଜେନେରାଲ (ଆଇଜି) ଭାବେ ଓଡିଶା କ୍ୟାଡର ଆଇପିଏସ୍ ଅଧିକାରୀ ପି.ଏସ୍ ରଣପିସଙ୍କୁ ନିଯୁକ୍ତ କରାଯାଇଛି। ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ସହ କାର୍ଯ୍ୟରେ ଯୋଗଦେବା ଦିନ ଠାରୁ ୫ ବର୍ଷ ପାଇଁ କେନ୍ଦ୍ରୀୟ ରିଜର୍ଭ…

କାଲିଠୁ ୧୧ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁ ଚାପ । ଏହାର ପ୍ରଭାବରେ କାଲିଠୁ ଆସନ୍ତା ୧୧ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଶନିବାର ୪ଟି ଜିଲ୍ଲା ପାଇଁ ଏଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୧୦୧ ଆକ୍ରାନ୍ତ, ୧୦୬ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୦୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ହୋଟେଲ୍ ଶିଳ୍ପ କ୍ଷେତ୍ରରେ ପ୍ରଭୁତ ଗବେଷଣାର ସୁଯୋଗ ରହିଛି: ବିଶେଷଜ୍ଞ

ଭୁବନେଶ୍ୱର: ହୋଟେଲ ଶିଳ୍ପ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବୃହତ ଗବେଷଣାର ପ୍ରଭୁତ ସୁଯୋଗ ରହିଥିବା ବେଳେ ତାହା ସମ୍ଭବ ହୋଇନାହିଁ । ମାତ୍ର କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ କ୍ଷେତ୍ରରେ ଯୋଜନା ଏବଂ କ୍ଷତି ପରିଚାଳନା ଜରୁରୀ ବୋଲି ଜଣେ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।…

ମ୍ୟାଡାମ ୪୨୦, ତାଳଚେରରେ ଡାକ୍ତରଙ୍କଠାରୁ ଟଙ୍କା ଠକେଇ ଅଭିଯୋଗରେ ଗିରଫ

ତାଳଚେର: ମହଙ୍ଗା ପଡିଲା ଅବସରପ୍ରାପ୍ତ ହୋମିଓ ପାଥିକ ଡାକ୍ତରଙ୍କଠାରୁ ସାଢେ ୪ ଲକ୍ଷ ଟଙ୍କା ଠକିବା ଘଟଣା । ପୋଲିସ ନିକଟରେ ଅଭିଯୋଗ ହେବା ପରେ ପୋଲିସ ଯୁବତୀଙ୍କୁ ଗିରଫ କରିଛି । ଘଟଣାଟି ଘଟିଛି ତାଳଚେର ଅଂଚଳରେ । ସୂଚନା ଅନୁଯାୟୀ, ଗିରଫ ଯୁବତୀଙ୍କ ନାଁ ଦୀପା ଓରଫ ସୁପ୍ରିୟା ସ୍ୱାଇଁ ।…