Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ କୋଭିଡ ପରିସ୍ଥିତି ସମୀକ୍ଷା

ପୁରୀ: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ ଜିଲ୍ଲାରେ କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲା ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ସାମଲ ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସହ କରୋନା…

ଓଡିଶାରେ ୯୦୫ ପୋଲିସ ପଦବୀ ଓ ୬ ନୂଆ ଥାନା ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଓଡିଶା ପୋଲିସରେ ୯୦୫ଟି ପଦବୀ ଏବଂ ରାଜ୍ୟରେ ୬ ଟି ନୂତନ ଥାନା ପ୍ରତିଷ୍ଠାକୁ ଶୁକ୍ରବାର ଦିନ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ନାଗରିକ ମାନଙ୍କୁ ଯଥେଷ୍ଟ ସେବା ପ୍ରଦାନ କରିବା ଲାଗି ୨୨୦ ପୋଲିସ ଷ୍ଟେସନ୍ ପାଇଁ ୯୦୫ ପୋଲିସ…

ବ୍ରହ୍ମପୁରରେ ଦୁଃଖଦ ଘଟଣା, ନିର୍ମାଣଧୀନ ନାଳରେ ପଡି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକ ପଣ୍ଡା କଲୋନୀ ନିକଟରେ ଅଘଟଣ । ଲାଞ୍ଜିପଲ୍ଲୀ ତୋଟାସାହିର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ନାମକ ଜଣେ ଯୁବକ ସ୍କୁଟି ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ନିର୍ମାଣାଧୀନ ନାଳରେ ଖସି ପଡ଼ିଥିଲେ। ଫଳରେ ନାଳ ତିଆରିରେ ଲାଗିଥିବା…

ବଜ୍ରପାତ ସହ ବର୍ଷା ଆଶଙ୍କା; ୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କନ୍ଧମାଳ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, କଟକ ଓ…

ଅଗଷ୍ଟ ୧୦ ଯାଏଁ ଓଡିଶାର ଏହି ଜିଲ୍ଲାରେ ସଟଡାଉନ୍

ନବରଙ୍ଗପୁର: ନବରଙ୍ଗପୁରରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ ପ୍ରଶାସନ୍ ପକ୍ଷରୁ ଅଗଷ୍ଟ ୮ରୁ ୧୦ ତାରିଖ ଯାଏଁ ଜିଲ୍ଲାରେ ସଟଡାଉନ୍ ଘୋଷଣା କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର କହିଛନ୍ତି ଯେ ଏହି ସଟଡାଉନ୍ ଅଗଷ୍ଟ ୮ ତାରିଖ…

୨ କରୋନା ଯୋଦ୍ଧାଙ୍କୁ ମିଶାଇ ମାଲକାନଗିରିରେ ୮ ଶହ ଡେଇଁଲା ସଂକ୍ରମଣ

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୩୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୦୯ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମାଲକାନଗିରି…

ରାଜ୍ୟରେ ଆଉ ୧୨ କରୋନା ରୋଗୀଙ୍କ ମୃତ୍ୟୁ; କେଉଁ ଜିଲ୍ଲାରୁ କେତେ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୨ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୪୭ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ,…

୨୪ ଘଣ୍ଟାରେ ୧୮୩୩ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୪୨ ହଜାର ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୫ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୮୩୩ ଜଣ କରୋନା ପଜିଟିଭ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୧୧୧୮…

ଶକ୍ତି ବିଭାଗରେ ପଶିଲା କରୋନା

ଭୁବନେଶ୍ୱର: ପ୍ରଥମେ ସ୍ବାସ୍ଥ୍ୟ ଆଉ ଏବେ ଶକ୍ତି ବିଭାଗରେ ପ୍ରବେଶ କରିଛି କରୋନା।ଖାରବେଳ ନଗର ସ୍ଥିତ ଶକ୍ତି ବିଭାଗରେ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମିତ । ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ବିଭାଗର ଜଣେ ବିତ୍ତ ଅଧିକାର କରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୨ଜଣ…

ପଜିଟିଭ ଚିହ୍ନଟ ହେଲେ ଏମ୍ସର ଆଉ ଦୁଇ ସୁରକ୍ଷାକର୍ମୀ

ଭୁବନେଶ୍ୱର: କରୋନା ପଜିଟିଭ ଚିହ୍ନଟ ହେଲେ ଭୁବନେଶ୍ୱର ସ୍ଥିତ ଏମ୍‌ସ ହସ୍ପିଟାଲର ଦୁଇ ସୁରକ୍ଷାକର୍ମୀ । ମିଳିଥିବା ସୂଚନା ଅନୁସାରେ, ଏମ୍‌ସରୁ ପୂର୍ବରୁ ୨ଜଣ ସୁରକ୍ଷା କର୍ମୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସଂକ୍ରମିତ ଚିହ୍ନଟ ଏହି ଦୁଇ ସୁରକ୍ଷା କର୍ମୀଙ୍କ ସଂସ୍ପର୍ଶରେ ଆସି ଆଉ ୨…