Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଲିଠୁ ଗଂଜାମର କୌଣସି ଷ୍ଟେସନରେ ଟ୍ରେନ ରହିବ ନାହିଁ

ଭୁବନେଶ୍ୱର : ଗଂଜାମରେ କୋଭିଡ୧୯ ପରିସ୍ଥିତି ଦିନକୁ ଦିନ ଜଟିଳ ହବୋରେ ଲାଗିଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଇଷ୍ଟକୋଷ୍ଟ ରେଳବାଇକୁ ଆସନ୍ତାକାଲିଠାରୁ ଗଂଜାମର କୌଣସି ଷ୍ଟେସନରେ ଟ୍ରେନ ନ ଅଟକାଇବାକୁ ଅନୁରୋଧ କରିଛନ୍ତି । ଏଥି ସହ ବାଲୁଗାଁ ଷ୍ଟେସନରେ ମଧ୍ୟ ଟ୍ରେନ ଅଟକିବ ନାହିଁ ।…

୩ ଦିନ ପାଇଁ ପାରଳାଖେମୁଣ୍ଡି ସଟଡାଉନ୍

ଗଜପତି: ରାଜ୍ୟରେ ହୁ ହୁ ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ୩ ଦିନ ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରକୁ ସଟଡାଉନ୍ କରାଯାଇଛି । ଜିଲ୍ଲାପାଳ ଅନୁପମ୍‌ ଶାହା ଏପରି ପଦକ୍ଷେପ ନେଇଛନ୍ତି। ଆସନ୍ତା ଶୁକ୍ର, ଶନି ଓ ରବିବାର ସଟ୍‌ଡାଉନ୍‌ ସମୟରେ ସମସ୍ତ ଜରୁରୀକାଳିନ…

ଭାଙ୍ଗିଲା ରେକର୍ଡ, ଏକାଥରକେ ସୁସ୍ଥ ହେଲେ ୩୦୩ ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୪ ଘଂଟାରେ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି । ଗୋଟିଏ ଦିନରେ ୩୦୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତରୁ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୭୦୦୬ରେ ପହଂଚିଛି । 9 from Nabarangpur 7…

କାଠଯୋଡି ନଦୀକୁ ଡେଇଁଲେ ମା’-ଝିଅ, ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ତ୍ରିଶୁଳିଆ ବ୍ରିଜରୁ କାଠଯୋଡି ନଦୀକୁ ମା’-ଝିଅ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେତୁ ଉପରେ ସ୍କୁଟି ରଖି କିଛି ସମୟ କଥା ହେବା ପରେ ମା’-ଝିଅ ଏଭଳି ପଦକ୍ଷପ ନେଇଥିଲେ । ସ୍ଥାନୀୟ ପୁଲିସ ସହ ୧୦-୧୨ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳ‌ରେ ପହଞ୍ଚି…

ଡ୍ୟୁଟିରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଛୁରୀ ଭୁସି ହତ୍ୟା

ନିଆଳି: ଡ୍ୟୁଟିରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଛୁରୀ ଭୁସି ହତ୍ୟା କଲା ସ୍ୱାମୀ । ଏଭଳି ଅଭିଯୋଗ ଆସିଛି ନିଆଳିରୁ । ସମ୍ପୃକ୍ତ ନର୍ସ ଜଣକ ଜଣେ ଗର୍ଭବତୀ ମହିଳାଙ୍କୁ ଟିକା ଦେଉଥିବା ବେଳେ ନର୍ସଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ନର୍ସ ଜଣକ ଆଜି କଟକ ସଦର…

କଟକ ଶିଶୁଭବନରେ ଆଉ ଜଣେ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି କଟକ ଶିଶୁଭବନରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନାରେ ପୁଣି ଜଣେ ଶିଶୁ ସଂକ୍ରମିତ ହୋଇଛି । ସଂକ୍ରମିତ ଶିଶୁ ଜଣକ ଜଗତସିଂହପୁର ଅଞ୍ଚଳର ୬ ବର୍ଷର ଶିଶୁ ପୁତ୍ର…

ବାହାର କର୍ମଚାରୀଙ୍କୁ ଭୁବନେଶ୍ୱର ମନା

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି ନୂଆ କଟକଣା । ବାହାର କର୍ମଚାରୀଙ୍କ ପାଇଁ ଭୁବନେଶ୍ୱର ମନା ହୋଇଛି ।ଭୁବନେଶ୍ୱରରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପାଇଁ ଏହା ଲାଗୁ କରାଯିବ । କଟକ, ଖୋର୍ଦ୍ଧା ବାହାରେ ରହୁଥିବା କର୍ମଚାରୀ କାର୍ଯ୍ୟାଳୟ ଆସିବା ନେଇ ଅନୁମତି ନାହିଁ…

ପରମବ୍ରହ୍ମ ଶ୍ରୀଜଗନ୍ନାଥ…

''ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ'' ନୀଳାଚଳ ନିବାସୀ, ନିତି ଆନନ୍ଦ ଲୀଳାରେ ମଗ୍ନ ଥିବା ଜୀବ ପରମ ତତ୍ତ୍ୱର ସାକାର ନିରାକାର ପୂର୍ଣ୍ଣବ୍ରହ୍ମ ଏହି ଦିବ୍ୟ ବ୍ରହ୍ମଦାରୁ ବିଷୟରେ ସମ୍ୟକ ଶାସ୍ତ୍ରୀୟ ମତ । ଶ୍ରୀଜୀଉଙ୍କର ପୂଜାର୍ଚ୍ଚନାରେ…

ଆଇପିଏସ୍ ବସନ୍ତ ରଥ ସସ୍‌ପେଣ୍ଡ

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରରେ ଅବସ୍ଥାପିତ ଓଡ଼ିଆ ପୁଅ ଆପିଏସ୍ ବସନ୍ତ ରଥ ସସ୍‌ପେଣ୍ଡ ହୋଇଛନ୍ତି । ସେ ପଦବୀର ଅପବ୍ୟବହାର ଓ ଅଶୋଭନୀୟ ଆଚ୍‌ରଣ କରିଥିବା ଯୋଗୁଁ ୨୦୦୦ ମସିହା ବ୍ୟାଚ୍‌ର ଅଫିସର ବସନ୍ତ ରଥଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ମିଳିଛି ।ଡିଜିପିଙ୍କ ବିନା ଅନୁମତିରେ…

ଚିନ୍ତା ବଢ଼ାଇଲାଣି ସ୍ଥାନୀୟ ସଂକ୍ରମଣ, ପୁଣି ଭୁବନେଶ୍ୱରରେ ୪୬ ପଜିଟିଭ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଓ ୨୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୮ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ଟ୍ୱିଟ୍ କରି ସୂଚନା ଦେଇଛି । ଚିହ୍ନଟ…