Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନା ପଜିଟିଭ ଚିହ୍ନଟ ହେଲେ ଆଇଆଇସି: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଥାନା

ଆଠଗଡ଼: କରୋନା ପଜିଟିଭ ଚିହ୍ନଟ ହେଲେ ଥାନା ଅଧିକାରୀ । କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଥାନା ପରିସର । ମିଳିଥିବା ସୂଚନା ଅନୁସାରେ,କରୋନା ପଜିଟିଭ ଚିହ୍ନଟ ହେଲେ ବଡ଼ମ୍ବା ଥାନା ଆଇଆଇସି । ଏହାପରେ ଥାନା ପରିସରକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି।ଥାନା ଆଇଆଇସି ପଜିଟିଭ ଚିହ୍ନଟ…

ଜୁଲାଇ ୯ରୁ ଆରମ୍ଭ ହେବ ବିପିୟୁଟି ଅନଲାଇନ ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୯ରୁ ଆରମ୍ଭ ହେବ ବିପିୟୁଟି ଅନଲାଇନ ପରୀକ୍ଷା । ଏନେଇ ସମ୍ଭାବ୍ୟ ତାରିଖ ଘୋଷଣା ହୋଇଛି । ଜୁଲାଇ ୯ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନଲାଇନ ପରୀକ୍ଷା ହେବା ନେଇ ସୂଚନା ମିଳିଛି। ଘରେ ବସି ନହେଲେ…

ଆଜି ତିନି ରଥର ଦକ୍ଷିଣ ମୋଡ଼

ପୁରୀ: ଆଜି ପୁରୀରେ ତିନି ରଥର ହେବ ଦକ୍ଷିଣ ମୋଡ଼ । ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ହେବ । ଆଜି ସାଢ଼େ ୧୨ଟା ପରେ ଶରଧାବାଲିରେ ଥିବା ତିନି ରଥକୁ ବିଜେ ହେବ ମହାପ୍ରଭୁଙ୍କ ଆଜ୍ଞାମାଳ । ଏହାପରେ ଆରମ୍ଭ ହେବ ରଥଟଣା । ନାକଚଣା ଦ୍ୱାର ଆଗରେ ଲାଗିବେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ…

ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ପୁରୀର ଏହି ସ୍ଥାନ

ପୁରୀ: ପୁରୀ ଜିଲ୍ଲା ଗୋପ୍ ବ୍ଲକ ଅନ୍ତର୍ଗତ କାହ୍ନପୁର ଗ୍ରାମରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । କପିଲେଶ୍ୱର ବଜାର ଛକ ଠାରୁ କାହ୍ନପୁର ବସ୍ତି, କପିଲେଶ୍ୱର ଠାରୁ କାହ୍ନପୁର ବାଇପାସ୍, କୁଶଭଦ୍ରା…

ମୁଣ୍ଡୁଳିରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ: ସେକେଣ୍ଡ ପ୍ରତି ୧ ଲକ୍ଷ ୭୨ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ

କଟକ: କଟକ ଉପକଣ୍ଠସ୍ଥ ମୁଣ୍ଡଳି ବ୍ୟାରେଜରେ ମହାନଦୀର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି । ରବିବାର ସକାଳ ୬ଟା ସୁଦ୍ଧା ସେକେଣ୍ଡରେ ୧ ଲକ୍ଷ ୭୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହୋଇଛି। ମୁଣ୍ଡଳୀର ଉପରମୁଣ୍ଡରେ ଜଳସ୍ତର ୮୧.୩୦, ତଳମୁଣ୍ଡରେ ୭୭.୩୦ ଫୁଟ୍ ରହିଛି। ଶନିବାର ଦିନ…

ରାଜ୍ୟରେ ଦୁର୍ବଳ ହୋଇଛି ମୌସୁମୀ: ଜୁନ ମାସ ଶେଷ ୩ ଦିନ ଅଳ୍ପ ‌କିଛି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଦୁର୍ବଳ ଥିବାରୁ କିଛି କିଛି ସ୍ଥାନରେ ବର୍ଷା ହେଉଛି । ଫଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ମଧ୍ୟ ଜାରି ରହିଛି।ଚଳିତ ବର୍ଷ ଠିକ୍ ସମୟରେ ମୌସୁମୀ ଓଡ଼ିଶା ସ୍ପର୍ଶ କରିଥିଲେ ମଧ୍ୟ ଜୁନ୍‌ ମାସରେ ମାତ୍ର ୭/୮ ଦିନ ମୌସୁମୀ ବର୍ଷା ହୋଇଛି। ଉପକୂଳ…

ସ୍ୱଉଦ୍ୟମରେ ନିଜ ଅଞ୍ଚଳରେ ସିସିଟିଭି ଲଗାଇଲେ ସ୍ଥାନୀୟ ଲୋକେ

ବ୍ରହ୍ମପୁର: ଲକଡାଉନରେ ବଢୁଛି ଚୋରି ଡକାୟତି ମାମଲା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ । ସରକାରୀ ସହାୟତାକୁ ଅପେକ୍ଷା ନକରି ନିଜ ଅଞ୍ଚଳର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ସାହି ବାସିନ୍ଦା । ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁର ସହରର ନେହୁରୁ ନଗର ୯ମ ଲାଇନର ସମସ୍ତ…

ବଜ୍ରାଘାତରେ ଦୁଇ ବଳଦ ଜୀବନ୍ତ ଦଗ୍ଧ

ପୋଲସରା: ଦୁଇଟି ବଳଦ ବଜ୍ରାଘାତରେ ଜିଅନ୍ତା ପୋଡି ମାରିଯାଇଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ । ସୂଚନାନୁସାରେ, ଢୁଙ୍କାପଡା ଗ୍ରାମର ବୃନ୍ଦାବନ ଦାସଙ୍କ ଦୁଇ ବଳଦ ତାଙ୍କ ଗୁହାଳ ମଧ୍ୟରେ ଥିଲେ । ଶନିବାର ଅପରାହ୍ନରେ…

ଡକାୟତି ଉଦ୍ୟମ ପଣ୍ଡ: ମାରଣାସ୍ତ୍ର ସହ ୬ ଡକାୟତ ଗିରଫ 

ଅନୁଗୁଳ: ପଣ୍ଡ ହେଲା ଡକାୟତି ଯୋଜନା । ଗିରଫ ହେଲେ ୬ ଡକାୟତ । ମିଳିଥିବା ସୂଚନା ଅନୁସାରେ, ଅନୁଗୁଳ ସହର ଉପଖଣ୍ଡ ହାଟଛକ ପେଟ୍ରୋଲ ପମ୍ପ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଅନୁଗୁଳ ପୋଲିସ ଧରା ପଡିଛନ୍ତି ୬ ଡକାୟତ । ସେମାନଙ୍କ ନିକଟରୁ ଦୁଇଟି ମୋଟରସାଇକେଲ ସହ ଛୁରା ଓ କଟୁରି ଜବତ କରା…

ରାଗ ଅଭିମାନରେ ମହାପ୍ରଭୁଙ୍କ ରଥ ଭାଙ୍ଗିଦେଲେ ଲକ୍ଷ୍ମୀ ସାଆନ୍ତାଣୀ; ସମ୍ପନ୍ନ ହେଲା ହେରାପଞ୍ଚମୀ ନୀତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଆଜି ହେଉଛି ପଞ୍ଚମ ଦିବସ । ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ଦାମ୍ପତ୍ୟ ଲୀଳାର ପାରମ୍ପରିକ ‘ହେରାପଞ୍ଚମୀ’ ନୀତି । ଶ୍ରୀମନ୍ଦିରସ୍ଥିତ ରତ୍ନବେଦୀରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ…