Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାୟକ ବିଷ୍ଣୁ ଦାସ ଗୁରୁତର

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଦିନ ତଳେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣାଯାଇଥିଲା ।…

ଆଜି ଶ୍ରୀଜୀଉଙ୍କ ଆଡପ ମଣ୍ଡପ ବିଜେ

ପୁରୀ : ତିନି ରଥ ଗତକାଲି ଠାରୁ ଗୁଣ୍ଡିଚା ମନ୍ଦିରରେ ଲାଗିଛି । ଆଜି ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ଦିନ ଦୁଇଟା ସୁଦ୍ଧା ପହଣ୍ଡି କରି ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । କରୋନା କଟକଣା ମଧ୍ୟରେ ସବୁ ରୀତିନୀତି କରାଯିବ । ଶ୍ରୀଜୀଉଙ୍କୁ ଆଡପମଣ୍ଡପରେ ଦର୍ଶନ ପାଇଁ…

କାହିଁକି ରଥଯାତ୍ରା ଉତ୍ସବ କେବଳ ଏକ ରୀତିନୀତି ବା ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରୟାସ ନୁହେଁ?

ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ କାହିଁକି ଏତେ ହୋହଲ୍ଲା? ଏପରି ପରସ୍ଥିତିକୁ କ’ଣ ସ୍ୱାଭାବିକ ଭାବେ ପରିଚାଳନା କରାଯାଇ ପାରିନଥାନ୍ତା? ମଙ୍ଗଳବାର ଦିନ ଯେଉଁ ବିଶେଷ ଉତ୍ସବ ଅନୁଷ୍ଠିତ ହେଉଛି ତାହା ପୂର୍ବରୁ ଯାହା ସବୁ ଘଟିଗଲା ତାହାକୁ କ’ଣ ଏଡ଼ାଇ ଦିଆଯାଇ ପାରିନଥାନ୍ତା?…

କାଳ ହେଲା ଟିକଟକ୍ ନିଶା: ନଦୀରେ ବୁଡି ଜଣେ ମୃତ, ୨ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମାଛଗାଁ ପଞ୍ଚାୟତ ମଙ୍ଗପୁର ଗାଁରେ ଅଘଟଣ । ଦେବୀ ନଦୀରେ ପଶି ଟିକଟକ କରିଥିବା ବେଳେ ବୁଡି ଗଲେ ୩ ଛାତ୍ରୀ ଓ ଜଣେ ଛାତ୍ର ।ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଛାତ୍ରୀ ଓ ଛାତ୍ର…

ଆଜ୍ଞାମାଳ ନେବା ବେଳେ ରଥଯାତ୍ରା ହେବ ବୋଲି ବିଶ୍ୱାସ ଥିଲା: ପୂଜାପଣ୍ଡା ସାମନ୍ତ ଗଣେଷ

ପୁରୀ: ରଥଯାତ୍ରା ହେବା ନେଇ ସମସ୍ତେ ସନ୍ଦେହରେ ଥିଲେ । ଶ୍ରୀଜଗନ୍ନାଥ ମହାପ୍ରଭୂ ପୁନର୍ବାର ତାଙ୍କ ଆଲୌକିକ କରାମତି ଦେଖାଇଲେ । ସବୁ କିଛି ଏପଟ ସେପଟ ହୋଇଗଲା । ପ୍ରବଳ ଖରାରେ ସେବକମାନେ ଯେଉଁଭଳି ଭାବେ ରଥକୁ ଭିଡି ନେଲେ ତାହାକୁ ଯେତେ ପ୍ରଶଂସା କରାଯିବ କମ୍ ହେବ । ଆମେ ପୂଜାପଣ୍ଡା ସାମନ୍ତ…

ଦାରୁପ୍ରାପ୍ତି ସ୍ଥାନ ଦଧିମାଛ ଗାଡ଼ିଆରେ ରଥରେ ପୂଜା ପାଇଲେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର: ଆଜି ପାଳିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ଗୁଣ୍ଡିଚା ଯାତ୍ରା କରିଛନ୍ତି । ଶ୍ରୀଜଗନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଦଧିମାଛ ଗାଡ଼ିଆ ଠାରେ ଶ୍ରୀଜଗନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା…

ସେବାୟତ କରୋନା ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ପୁରୀ: ପୁରୀରେ ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେବାୟତ ରହୁଥିବା ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତିରେ ଜିଲ୍ଲାପାଳ କହିଛନ୍ତି, ପୁରୀ ପୌରପାଳିକା ଅନ୍ତର୍ଗତ ସୁଆର…

ଆଜି ସନ୍ଧ୍ୟା ୭ରୁ ପୁରୀରେ କୋହଳ ହେଲା କର୍ଫ୍ୟୁ

ପୁରୀ: ରଥଟାଣା ପରେ ପୁରୀରେ କୋହଳ ହୋଇଛି କର୍ଫ୍ୟୁ । ସନ୍ଧ୍ୟା ୭ଟାରେ ପରେ କଟକଣା ହଟିଛି । ତେବେ ବଡ଼ଶଙ୍ଖ, ମାଟିଆପଡ଼ାରୁ ମାଉସୀ ମା ମନ୍ଦିର ଯାଏ କର୍ଫ୍ୟୁ ବଳବତ୍ତର ରହିବ । ଆସନ୍ତାକାଲି ରାତି ୧୦ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ଅଞ୍ଚଳକୁ ନଯିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ…

ଅନୁଭୂତିରେ ଶ୍ରୀଜଗନ୍ନାଥ: ବିଷମକଟକ, ମୁଁ, ମୋ ଭାଇ ଓ ମୋ ଠାକୁର…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଦୁଇ ମାସ ତଳର କଥା। ମୋ ଜନ୍ମଦିନର ଗୋଟେ ଦିନ ପରେ। ଭାଇ ଆସି ଥାଏ ବିଶ୍ଵନାଥପୁର (ଲାଞ୍ଜିଗଡ଼)। ସେଦିନ ସକାଳେ ଥୁଆମୂଳ ରାମପୁର ଯିବୁ କହି ଭାଇ ର ମୋର ପ୍ରସ୍ତୁତ ହେଲୁ। କିନ୍ତୁ ଘରୁ ବହାରିଛୁ କି ନାହିଁ…