Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତାକାଲି ରଥଯାତ୍ରା, ଆଜି ସୁପ୍ରିମ ଫଇସଲାକୁ ଅପେକ୍ଷା

ନୂଆଦିଲ୍ଲୀ: ପୁରୀରେ ରଥଯାତ୍ରା ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ରହିଛି । ମାମଲାରେ ପକ୍ଷଭୁକ୍ତ ପାଇଁ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ହେବ । ବିଚାରପତି ଜଷ୍ଟିସ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହାର ବିଚାର କରିବେ । ଦିନ ୧୧ଟାରେ ଏହାର ଶୁଣାଣି ରହିଛି । କୋର୍ଟ…

ଝାରସୁଗୁଡ଼ାରେ ଜଣେ ସଂକ୍ରମିତ ବାଣ୍ଟିଲେ ୧୭ଜଣଙ୍କୁ କରୋନା

ଝାରସୁଗୁଡ଼ା: ଜନ୍ମଦିନ ଓ ବିବାହ ବାର୍ଷିକୀ ପାର୍ଟିରେ ସାମିଲ ଝାରସୁଗୁଡ଼ା ଜିଲ୍ଲାର ଜଣେ ଭୂତାଣୁ ସଂକ୍ରମିତ ୧୭ ଜଣଙ୍କୁ ବାଣ୍ଟିଛନ୍ତି କରୋନା । ଗତକାଲି ଜିଲ୍ଲାରୁ ୨୫ ପଜିଟଭ କେସ ବାହାରିଥିଲା । ଏମାନଙ୍କ ଭିତରୁ ୧୭ ଜଣ ଥିଲେ କେବଳ ତିନିଟି ପରିବାରର ସଦସ୍ୟ । ଝାରସୁଗୁଡ଼ା ଜିଲ୍ଲାପାଳ…

ଭଗବାନ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ଥିବା ବାଧକ ହଟିଯିବା ଆବଶ୍ୟକ : ବିଶ୍ୱହିନ୍ଦୁ ପରିଷଦ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦର ଜାତୀୟ ସାଧାରଣ ସମ୍ପାଦକ ମିଲିନ୍ଦ ପରାନ୍ଦେ କହିଛନ୍ତି ଯେ, ପୁରୀଧାମରେ ଅନୁଷ୍ଠିତ ହେଉଥିବା ଭଗବାନ ଶ୍ରୀ ଜଗନ୍ନାଥଙ୍କର ପାରମ୍ପରିକ ରଥଯାତ୍ରା, ଯାହା ଶତାବ୍ଦୀ ଶତାବ୍ଦୀ ଧରି ନିରବଚ୍ଛିନ୍ନ ଭାବରେ ଅନୁଷ୍ଠିତ ହେଉଥିଲା, ତାହା ଏ ବର୍ଷ ମଧ୍ୟ ପାରମ୍ପରିକ…

ରଥଯାତ୍ରା ନିମନ୍ତେ ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ

ପୁରୀ: ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ରୀତି ନୀତି ନିର୍ବିଘ୍ନରେ ସମ୍ପନ୍ନ ହେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ରବିବାର ଦିନ ପୁରୀ ସହରର ବିଭିନ୍ନ ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ଶ୍ରୀମନ୍ଦିରର ସେବକମାନେ ଏକାଠି ହୋଇ ଦୀପଦାନ କରି ପ୍ରାର୍ଥନା କରିଛନ୍ତି । ଶ୍ରୀଜୀଉଙ୍କ…

ପୁରୀ ରଥଯାତ୍ରା: ଗଜପତିଙ୍କ ଅନୁରୋଧ ସପକ୍ଷରେ ସୁପ୍ରିମକୋର୍ଟରେ ଆଇନ ଅନୁଯାୟୀ କାର୍ଯ୍ୟ କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ଚିଠିରେ ଉଲ୍ଲେଖ କରାଯାଇଥିବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ରାଜ୍ୟ ସରକାର ଏହା ସପକ୍ଷରେ ଆଇନ ଅନୁଯାୟୀ କାର୍ଯ୍ୟ କରିବେ । ଏ ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ପରିଚାଳନା…

ପୁରୀରେ ରଥଯାତ୍ରା ହେବାନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପୁରୀ ବିଧାୟକ

ପୁରୀ: ଜୁନ୍ ୨୩ ତାରିଖରେ ପବିତ୍ର ରଥଯାତ୍ରା । ପୁରୀରେ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାନେଇ ସୁପ୍ରିମକୋର୍ଟ ଆସନ୍ତାକାଲି ତାଙ୍କର ଶୁଣାଣି ପ୍ରକାଶ କରିବେ । ପୁରୀରେ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହେବାନେଇ ଆବେଦନ କରିବାକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓଡ଼ିଶାର…

କରୋନା ଲକ୍ଷଣ ଦେଖାଯିବା ପରେ ଗଞ୍ଜାମର ୨ ସାମ୍ବାଦିକଙ୍କ ନମୂନା ପରୀକ୍ଷା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ରବିବାର ୨ ଜଣ ସାମ୍ବାଦିକଙ୍କର କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେମାନଙ୍କର ନମୂନା ପରୀକ୍ଷା କରାଯାଇଛି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କୁହାଯାଇଛି ଯେ, ସିଟି ହସ୍ପିଟାଲରେ ୨୬ଜଣ ସାମ୍ବାଦିକଙ୍କର ହେଲଥ…

ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷିବ: ପାଣିପାଗ ବିଭାଗ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ରବିବାର ଦିନ ୧୧ଟି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ରବିବାର ଦିନ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଇଏମଡି ନିମ୍ନଲିଖିତ ଜିଲ୍ଲା ପାଇଁ କମଳା ଏବଂ ହଳଦିଆ ଚେତାବନୀ ଦେଇଛନ୍ତି-…

ରଥଯାତ୍ରା ଲାଗି ସୁପ୍ରିମକୋର୍ଟରେ ପିଟିସନ୍ ଦାଏର୍ କଲେ ସମ୍ବିତ ପାତ୍ର

ପୁରୀ: ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାଲାଗି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରବିବାର ଦିନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର୍ କରିଛନ୍ତି । ଏସମ୍ପର୍କରେ ଶ୍ରୀ ପାତ୍ର ଟ୍ୱିଟ୍ କରି ଲେଖିଛନ୍ତି, “ଆଜି ମୁଁ ସୁପ୍ରିମକୋର୍ଟରେ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବାନେଇ…

ରାଜ୍ୟରେ ସୁସ୍ଥ ହେଲେ ୧୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭାରତ ସମେତ ସାରା ଓଡ଼ିଶାରେ ବଢି ଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଏହି ପରିସ୍ଥିତିରେ ୧୮୬ କରୋନା ରୋଗୀ ସୁସ୍ଥ ହୋଇଥିବା ଯୋଗୁଁ ରବିବାର ରାଜ୍ୟ ଲାଗି ଖୁସି ଖବର ଆଣିଦେଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।…