Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ସହକାରୀ ନିର୍ଦ୍ଦେଶକଙ୍କ ରହିଛି ୪ କୋଠା, ୩୦ ପ୍ଲଟ…

ଭୁବନେଶ୍ୱର: ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସମ୍ବଲପୁରସ୍ଥିତ ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କୁ ଗିରଫ କରିଛି। ତାଙ୍କ ସହ ଜଡ଼ିତ ସାତୋଟି ସ୍ଥାନରେ ଏକକାଳୀନ ଚଢ଼ଉ ସମୟରେ ଭିଜିଲାନ୍ସ ଅଧିକାରୀମାନେ …

କିଚକେଶ୍ୱରୀ ମନ୍ଦିରର ଉନ୍ନତିକରଣ; କେନ୍ଦ୍ର ପକ୍ଷରୁ ୪୪.୯୧ କୋଟି ମଞ୍ଜୁର… 

ଭୁବନେଶ୍ୱର: ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ଖିଚିଂର ପ୍ରସିଦ୍ଧ ଦେବୀ କିଚକେଶ୍ୱରୀ ମନ୍ଦିରର ବିକାଶ ପାଇଁ କେନ୍ଦ୍ର ସରକାର ୪୪.୯୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଫଳରେ ଏହାର ବ୍ୟାପକ ରୂପାନ୍ତରଣ ହେବାକୁ ଯାଉଛି। ଅଧିକାରୀମାନେ କହିଛନ୍ତି ଯେ ପର୍ଯ୍ୟଟନ ମନ୍ତ୍ରଣାଳୟର 'ପ୍ରସାଦ'…

ACF Soumya Ranjan death case:ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ…

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡାଙ୍କ ଜାମିନ ଆ‌ବେଦନକୁ ହାଇକୋର୍ଟଙ୍କ ପରେ ସୁପ୍ରିମ୍ କୋର୍ଟ ମଧ୍ୟ ଖାରଜ କରିଛନ୍ତି। ଏବେ ପୋଲିସ୍ ତାଙ୍କୁ ଯେକୌଣସି ସମୟରେ ଗିରଫ କରିପାରେ ବୋଲି କୁହାଯାଉଛି। ସୂଚନାଥାଉକି,…

ହୁତୁହୁତୁ ହୋଇ ଜଳିଲା ବାଇକ୍ ଶୋ’ରୁମ୍

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଥିବା ଏକ ବାଇକ୍ ଶୋ’ରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବାଇକ୍, ଆନୁଷଙ୍ଗିକ ସାମଗ୍ରୀ, ଆସବାବପତ୍ର ଏବଂ ଅନ୍ୟାନ୍ୟ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଶୋ’ରୁମ୍ ଭିତରେ ଏକ ଇ-ବାଇକ୍…

ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ଭୁବନେଶ୍ୱର: ଗହୀରମଥାରେ ବେଆଇନ ମାଛ ମାରୁଥିବା ୧୯ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନ ବିଭାଗ। ଏହା ସହ ୨ ଟ୍ରଲର ଜବତ କରିଛି । ପାଟ୍ରୋଲିଂ ବେଳେ ମାଦେଳି ମୁହାଣ ନିକଟରୁ ଏହି ମତ୍ସ୍ୟଜୀବୀଙ୍କୁ ଧରିଛି ବନ ବିଭାଗ । ଟ୍ରଲରରୁ ମାଛ, ଜାଲ ଓ ଭିଏଚ୍‌ଏଫ ମଧ୍ୟ ଜବତ ହୋଇଛି। ଏ ନେଇ ମାମଲା ରୁଜୁ…

ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଜି ବନ୍ୟା ପ୍ରଭାବିତ ବ୍ଲକ୍‌ଗୁଡ଼ିକରେ ବିଦ୍ୟାଳୟ ବନ୍ଦ ରଖିବାକୁ ଘୋଷଣା କରିଛି। ଭଦ୍ରକର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ଜାରି ଏକ କାର୍ଯ୍ୟାଳୟ ଆଦେଶ ଅନୁଯାୟୀ,…

ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର 

ଭୁବନେଶ୍ୱର: ମହାପ୍ରଭୁଙ୍କ ଜନ୍ମସ୍ଥଳୀ ଭାବେ ପରିଚିତ ଗୁଣ୍ଡିଚା ମନ୍ଦିର ପ୍ରାୟ ଛଅ ବର୍ଷର ବ୍ୟବଧାନ ପରେ ସର୍ବସାଧାରଣଙ୍କ ପାଇଁ ପୁନର୍ବାର ଖୋଲାଯାଇଛି। ସୂଚନା ଅନୁଯାୟୀ, ୨୦୨୦ ମସିହାରେ କୋଭିଡ୍-୧୯ ମହାମାରୀ ସମୟରୁ ବନ୍ଦ ଥିଲା ଏହି ମନ୍ଦିର। ପୂଜା ଓ ନୀତିକାନ୍ତି ସମ୍ପନ୍ନ ହେବା ପରେ…

ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର: ପୁରୀରେ ଶ୍ରୀଜିଉମାନଙ୍କର 'ବନକଲାଗି' ନୀତି ଯୋଗୁଁ ଆଜି ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛି। ବିଜ୍ଞପ୍ତି ଅନୁଯାୟୀ, ବୁଧବାର, ୩୦ ସେପ୍ଟେମ୍ବର ୨୦୨୬ (ଆଶ୍ୱିନ…

ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…

ଭୁବନେଶ୍ୱର: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ସାରା ଓଡ଼ିଶାରେ ବନ୍ଦ ପାଳନ କରାଯାଉଛି। ଛଅ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ଅକ୍ଟୋବର ୮ ତାରିଖରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ନବନିର୍ମାଣ ଯୁବ…

ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର: ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ବଲାଙ୍ଗୀରର ପୂର୍ବତନ ଆରଟିଓ ମନୋଜ କୁମାର ମହାନ୍ତି ଦୋଷୀ ସାବ୍ୟସ୍ତ। ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ମନୋଜ କୁମାର ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ। ଅବସରପ୍ରାପ୍ତ ଆରଟିଓ ମନୋଜ କୁମାର ମହାନ୍ତିଙ୍କୁ…