Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୟଭୀତ ହେବାର କାରଣ ନାହିଁ, ବର୍ଷା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଜିଲ୍ଲା ପ୍ରଶାସନ କରିସାରିଛି: ମନ୍ତ୍ରୀ

ଭୁବନେଶ୍ବର: ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅନୁମାନ କରାଯାଉଛି । ସେଗୁଡ଼ିକ ପାଇଁ ରେଡ୍ ଆଲର୍ଟ ଜାରି…

ଓଡ଼ିଶା ମୁହାଁ ଗଭୀର ଅବପାତ; ଟ୍ୱିନ ସିଟିରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶାର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଗଭୀର ଅବପାତ ସୃଷ୍ଟ ହେବା ସହ ଅପରାହ୍ନ ସୁଦ୍ଧା ବାଲେଶ୍ୱର ନିକଟବର୍ତ୍ତୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଫଳରେ ଭାରତୀୟ ପାଣିପାଗ ବିଭାଗ (IMD) ସୋମବାର ସନ୍ଧ୍ୟା ପ୍ରାୟ ୫ଟା…

ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଆତ୍ମସମର୍ପଣ କଲେ ତତ୍କାଳୀନ ଡିଏଫଓ ସଂଗ୍ରାମ ବେହେରା

ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ନିଜ ଓକିଲଙ୍କ ଜରିଆରେ ଆତ୍ମସମର୍ପଣ କରିଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା । କୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ଗିରଫ…

ପିଜି ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି: ୨୭ ଜୁଲାଇରୁ ଚଏସ୍‌ ଲକିଙ୍ଗ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ (ପିଜି) ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟର ମାର୍କ ଆଧାରରେ କରାଯିବ। ୨୭ ଜୁଲାଇ ଅପରାହ୍ନ ୩.୦୦…

ଓଡ଼ିଆ ଝିଅଙ୍କର କମାଲ: ପ୍ରାସୁସି ପଣ୍ଡାଙ୍କ ମୁଣ୍ଡରେ ‘ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ’ର ମୁକୁଟ

ବ୍ରହ୍ମପୁର: ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବ୍ରହ୍ମପୁରର ଝିଅ ପ୍ରାସୁସି ପଣ୍ଡା। ଏକାଦଶ ଶ୍ରେଣୀର ଛାତ୍ରୀ ପ୍ରାସୁସି ପଣ୍ଡା ରାଜସ୍ଥାନର ଜୟପୁରରେ ଆୟୋଜିତ 'Miss Teen Universe India 2026' ପ୍ରତିଯୋଗିତାରେ ସମ୍ମାନଜନକ ଟାଇଟଲ ଜିତିଛନ୍ତି। ୨୦ ଜୁଲାଇରେ ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ…

ପିଲ୍ମ ପ୍ରଯୋଜକଙ୍କ ନାଁରେ ଥାନାରେ ଏତଲା ଦେଲେ ଦାନ ମାଝୀ

ବଲାଙ୍ଗୀର: ଚଳଚ୍ଚିତ୍ର ପ୍ରଯୋଜକଙ୍କ ନାଁରେ ଥାନାରେ ଏତଲା ଦେଲେ ବହୁ ଚର୍ଚ୍ଚିତ ଦାନ ମାଝୀ । ସମ୍ବଲପୁରର ପ୍ରଯୋଜକ ମନୋଜ ବାଗ୍ ଙ୍କ ନାଁରେ ସେ ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ଥାନାରେ ଏତଲା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପ୍ରଯୋଜକ ମନୋଜ ବାଗ ଏକ କ୍ଷୁଦ୍ର ଚଳଚ୍ଚିତ୍ର 'ଲାସ୍' ତିଆରି…

କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ଭୁବନେଶ୍ୱର: ସୋମବାର ଦିନ ପୂର୍ବତଟ ରେଳପଥ (ECoR)ର ସମ୍ବଲପୁର ଡିଭିଜନ ଅନ୍ତର୍ଗତ ସିକିର ଏବଂ ଟିଟଲାଗଡ଼ ଷ୍ଟେସନ ମଧ୍ୟରେ କୋଇଲା ବୋଝେଇ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏହି ଘଟଣାରେ କୌଣସି ମୃତାହତ କିମ୍ବା ଆହତ ହେବାର କୌଣସି ସୂଚନା ମିଳିନଥିବା ECoR ସ୍ପଷ୍ଟ କରିଛି। ଘଟଣାଟି…

ପୁଣି ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଓ ଗଡଚୋରେଲି ଜିଲ୍ଲା ସୀମାନ୍ତରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଆସନ୍ତା ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଥିବା ବ୍ୟାନରରେ ଉଲ୍ଲେଖ ରହିଛି । ମରାଯାଇଥିବା…

ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଅଙ୍କିତ ଘୋଷ ଆହତ

ବ୍ରଜରାଜନଗର: ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ଅଙ୍କିତ ଘୋଷ ଆହତ । ବିଳମ୍ବିତ ରାତିରେ ବ୍ରଜରାଜନଗର ପୋଲିସ ଏହି ଏନକାଉଣ୍ଟର କରିଛି । ତାର ଡାହାଣ ପଟ ଗୋଡରେ ଗୁଳି ବାଜିଛି । ଆହତ ଅବସ୍ଥାରେ ପୋଲିସ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛି । ଅଙ୍କିତ ନାଁରେ…

ଧର୍ମେନ୍ଦ୍ରଙ୍କ ପରେ ଏବେ ନିତ୍ୟାନନ୍ଦଙ୍କ ପାଳି! ପାଠ୍ୟପୁସ୍ତକ ବିବାଦରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ନବୀନ

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ଓଡ଼ିଶାରେ ରାଜନୈତିକ ଉଷ୍ମତା ତୀବ୍ର ହୋଇଛି। ଆଗକୁ କାହାର ପାଳି? ତାକୁ ନେଇ ରାଜନୈତିକ ମହଲରେ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏବେ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଚୌକି ଟଳମଳ…