Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ ଓଲା-ଉବେର ଡ୍ରାଇଭରଙ୍କ ଆନ୍ଦୋଳନ ଉଗ୍ର: ୧୪ ‘ଆମ ବସ୍’ ଭଙ୍ଗାରୁଜା, ୫୦ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅନଲାଇନ୍ କ୍ୟାବ୍ ଏବଂ ବାଇକ୍-ଟ୍ୟାକ୍ସି ଚାଳକଙ୍କ ଆନ୍ଦୋଳନ ବୁଧବାର ଦିନ ଏକ ଉଗ୍ର ରୂପ ନେଇଛି । ଓଲା, ଉବେର ଏବଂ ରାପିଡୋ ଭଳି ଆପ୍-ଭିତ୍ତିକ ସେବା ଯୋଗାଉଥିବା କମ୍ପାନୀର ଶତାଧିକ ଡ୍ରାଇଭର ନିଜର ପ୍ରାପ୍ୟ ବୃଦ୍ଧି ଏବଂ ସାମାଜିକ ସୁରକ୍ଷା ଦାବିରେ…

SCB Mega Expansion Project:ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ SCB ନୂଆ ବିଲ୍ଡିଂ;ଆଉ ଏକ ମେଡିସିନ୍ ବ୍ଲକ…

ଭୁବନେଶ୍ବର:ଏସ୍‌ସିବି ନୂଆ ବିଲ୍ଡିଂର ଉଦଘାଟନ ହେବ ଡିସେମ୍ବରରେ । ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୁରୁଣା ବିଲ୍ଡିଂ ସହ ନୂଆ ମେଡିସିନ ବିଭାଗ ବିଲ୍ଡିଂ ନିର୍ମାଣ ହେବ । ଏନେଇ ଡିପିଆର ପ୍ରସ୍ତୁତ ପରେ ଖୁବ୍…

ରାଜ୍ୟରେ ବନ୍ୟା ଓ ପ୍ରବଳ ବର୍ଷା: ଭୋଟର ତାଲିକା ସଂଶୋଧନ ଅବଧି ଆଉ ୩୦ ଦିନ ବଢ଼ାଇବାକୁ ବିଜେଡିର ଦାବି

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପାଇଁ ସମୟସୀମା ବୃଦ୍ଧି କରିବାକୁ ବିଜୁ ଜନତା ଦଳ ଦାବି କରିଛି । ଚଳିତ SIR-2026 ଅଧୀନରେ ଦାବି ଓ ଆପତ୍ତି-ଅଭିଯୋଗ ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୧୯…

‘ବିଶ୍ୱାସ ଦେ ପୃଥିବୀ’ ପାଇଁ ଡକ୍ଟର ଆଶୁତୋଷ ପରିଡ଼ା ପାଇବେ ୪୭ତମ ଶାରଳା ପୁରସ୍କାର

ଭୁବନେଶ୍ୱର: ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ସାମାଜିକ ଶାଖା 'ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ' (ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାରସ୍ୱତ କୃତି ପାଇଁ ପ୍ରଦାନ କରାଯାଉଥିବା ସ୍ମାରକୀ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବିଶିଷ୍ଟ ଓଡ଼ିଆ…

MMDR ବିଲକୁ ନେଇ ବର୍ଷିଲେ ନବୀନ: କହିଲେ- ରାଜ୍ୟର ଅର୍ଥନୀତିକୁ ବିପଦକୁ ଠେଲିଦେବ, କେନ୍ଦ୍ରର ଦୟା ଉପରେ ନିର୍ଭର କରିବ…

ଭୁବନେଶ୍ବର: MMDR ସଂଶୋଧନ ବିଲକୁ ଜୋରଦାର ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ବିଲ୍ ସଂସଦରେ ପାରିତ ହୋଇଛି। ଏହି ବିଲ୍ ବିରୋଧରେ ବିରୋଧୀ ଦେଇଛନ୍ତି ରଣହୁଙ୍କାର। ନବୀନ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି ଯେ ଓଡ଼ିଶାକୁ…

Chatbot for Revenue Services: ‘ଆମ ସାଥୀ’ହ୍ୱାଟସ୍‌ଆପ୍ ଚାଟ୍‌ବଟ୍‌ର ଶୁଭାରମ୍ଭ;ଘରେ ବସି ପାଇପାରିବେ ବିବାହ…

ଭୁବନେଶ୍ବର: ରାଜସ୍ଵ ବିଭାଗର ଅଭିଯୋଗର ସମାଧାନ ପାଇଁ ବିଭାଗ ଦ୍ୱାରା 'ଆମସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍‌ର ଶୁଭାରମ୍ଭ ହୋଇଛି । ଲୋକସେବା ଭବନରେ ଏହି ଚାଟ୍ ବଟ୍‌ର ଶୁଭାରମ୍ଭ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ଚାଟ୍‌ ବଟ୍ ଦ୍ୱାରା ରାଜସ୍ୱ ବିଭାଗର ୧୬ଟି ଓ ପରବର୍ତ୍ତୀ ସମୟରେ…

ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ: ୧୫ ଦିନ ସ୍କୁଲ ଛୁଟି ଘୋଷଣା କଲେ ସ୍କୁଲ କର୍ତ୍ତୃପକ୍ଷ

ବେଗୁନିଆ: ଚିନ୍ତା ବଢାଇଲା ଜଣ୍ଡିସ୍। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମୁଗମଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ। ଜଣ୍ଡିସ୍ ପାଇଁ ସ୍କୁଲ ଛୁଟି ଘୋଷଣା। ୧୫ଦିନ ପାଇଁ ଛୁଟି ଘୋଷଣା କଲେ ସ୍କୁଲ କର୍ତ୍ତୃପକ୍ଷ। ଅନେକ ପିଲା ଜଣ୍ଡିସରେ ଆକ୍ରାନ୍ତ ହେବା ପରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।…

ଅନଲାଇନ୍ ଗାଡ଼ି ଚାଳକଙ୍କ ହିଂସ୍ର ଆନ୍ଦୋଳନ; ଆମ ବସ୍ ଭଙ୍ଗାରୁଜା କଲେ,ପୋଲିସକୁ ଟେକା ପଥର ମାରିଲେ;ପୋଲିସ୍ ପକ୍ଷରୁ…

ଭୁବନେଶ୍ୱର:ରାଜଧାନୀ ରାଜରାସ୍ତାରେ ଅନଲାଇନ୍ ଗାଡ଼ି ଚାଳକ ଏବଂ ପୋଲିସ ଧସ୍ତାଧସ୍ତି । ୩ ଦିନ ହେଲା ଅନଲାଇନ୍ ଅଟୋ ଓ କ୍ୟାବ୍ ଡ୍ରାଇଭର୍ ଆନ୍ଦୋଳନ ଚଳାଇଛନ୍ତି । ଏସବୁ ଭିତରେ ବୁଧବାର ଦିନ ଆନ୍ଦୋଳନରତ ଗାଡ଼ି ଚାଳକ ରାସ୍ତା ଉପରେ ଗାଡ଼ି ରଖି ଦେଇ ରାସ୍ତା ଜାମ୍ କରିଥିଲେ । ଏଥିସହ…

ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍ ଖୋଲିଲା, ୧୭ ଗେଟ୍ ଦେଇ ଜଳ ନିଷ୍କାସନ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଆଉ ଦୁଇଟି ଗେଟ୍ ଖୋଲା ଯାଇଛି। ଏଥିସହିତ ୧୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ବାମ ପାର୍ଶ୍ୱରେ ୧୧ଟି ଗେଟ ଏବଂ ଡାହାଣ ପାର୍ଶ୍ୱରେ ୬ଟି ଗେଟରୁ ପାଣି ଛଡାଯାଉଛି। ଜଳଭଣ୍ଡାରର ଜଳସ୍ତର ୬୧୯.୮୭ ଫୁଟ ରହିଛି।…

ବାଲେଶ୍ବରରେ ବନ୍ୟା ସ୍ରୋତରେ ଭାସିଗଲେ ଯୁବକ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବନ୍ୟା ସ୍ରୋତରେ ଭାସିଯାଇଥିବା ଜଣେ ବ୍ୟବସାୟୀଙ୍କୁ ବୁଧବାର ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଛନ୍ତି। ସୋରୋ ବ୍ଲକର ତଳନଗର ପଞ୍ଚାୟତ ଅନ୍ତର୍ଗତ ପଦନାପଡ଼ା ଗାଁରେ ଏହି ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ବ୍ୟବସାୟୀ ଜଣକ ପ୍ରବଳ ବନ୍ୟା ସ୍ରୋତରେ…